Browsing Category

ରାଜ୍ୟ

Breaking: ୩ ହଜାର ଚାଷୀଙ୍କୁ ମିଳିଲା ଗାଈ, ୧୯ ସ୍କୁଲରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ ଆରମ୍ଭ କଲେ ରାଷ୍ଟ୍ରପତି

ମୟୁରଭଞ୍ଜ: ୩ ହଜାର ଚାଷୀଙ୍କୁ ଗାଈ ପ୍ରଦାନ । ମୟୁରଭଞ୍ଜରେ ୩ ହଜାର ଚାଷୀଙ୍କୁ ଗାଈ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋସମାବେଶର ଶୁଭାରମ୍ଭ କରିଛନ୍ତି । ୧୯ଟି ବିଦ୍ୟାଳୟରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ…

ଆୟୁଷ୍ମାନ MOU ପରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ସହ ସମାଲୋଚନା, କହିଲେ ପୂର୍ବ ସରକାର ବଞ୍ଚିତ କରିଥିଲେ

ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଲାଗୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ହୋଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ…

ଭୁବନେଶ୍ବର NHରେ ଟାଟା ଏସିକୁ ପିଟିଲା କାର୍, ଚାଲିଗଲା 2ଜଣଙ୍କ ଜୀବନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ବଡ ଧରଣର ଦୁର୍ଘଟଣା । ଯାଁଳା ଫାଣ୍ଡି ନିକଟରେ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏକ ଟାଟା ଏସିକୁ କାର୍ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାର କାରଣ…

Big Breaking: ଖୁସି ଖବର: EMERGENCY ସମୟରେ ଜେଲ ଯାଇଥିବା ଲୋକଙ୍କୁ ମିଳିବ ୨୦ ହଜାର ପେନସନ୍

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ୧୯୭୫ ଇମର୍ଜେନ୍ସି ସମୟରେ ଜେଲ ଦଣ୍ଡ ଭୋଗିଥିବା ଲୋକଙ୍କୁ ପେନ୍ସନ୍ ଦେବେ ରାଜ୍ୟ ସରକାର । ମିସା (ଦି ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ୍ ସିକ୍ୟୁରିଟି…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ରହିବେ ଯୋଗ ଶିକ୍ଷକ

ଭୁବନେଶ୍ବର: ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଆୟୁଷ୍ମାନ ଭାରତ ପାଇଁ MOU ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ…

୬୫ ବର୍ଷରେ ଜଙ୍ଗଲ ହିରୋ ମହେନ୍ଦ୍ର ବୁଜିଲା ଆଖି: ୨୪ ବର୍ଷର ସମ୍ପର୍କକୁ ମନେପକାଇ କାନ୍ଦୁଛି ଶିମିଳିପାଳ

ବାରିପଦା: ମୟୁରଭଞ୍ଜ ଶିମିଳିପାଳରେ ଆଉ ଶୁଭିବନି ହନ୍ତାହାତୀ ମହେନ୍ଦ୍ରର ଗର୍ଜନ । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛି ଶିମିଳିପାରର ହିରୋ ମହେନ୍ଦ୍ର । ବାର୍ଦ୍ଧକ୍ୟ କାରଣରୁ ମହେନ୍ଦ୍ର ଶରୀର ଦୁର୍ବଳ…

ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍‌ କରିବା ଲକ୍ଷ୍ୟ: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ MoU ହୋଇଛି । ତେବେ ଏହା ପରେ ବଡ ସୂଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶା ଆଗାମୀ ଦିନରେ…

Breaking: ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU, ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ଉପକାର

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ…

ଶଙ୍ଖ ଭବନରେ ହୋଟେଲ ଖୋଲିବାକୁ ନେଇ BJD ଓ BJP ମଧ୍ୟରେ ତୁ ତୁ ମେ ମେ : ପରସ୍ପରଙ୍କୁ ଛାଡିଲେ ପ୍ରଶ୍ନବାଣ

ଭୁବନେଶ୍ୱର: ଶଙ୍ଖ ଭବନରେ ହୋଟେଲ ଖୋଲିବାକୁ ନେଇ ବିଜେଡି ଓ ବିଜେପି ଦଳ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ପରସ୍ପର ଉପରେ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଓ ବିଜେପି…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଘଟଣ: ହଷ୍ଟେଲରେ ଝୁଲିପଡ଼ିଲେ କଲେଜ ଛାତ୍ରୀ

ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ରୀ ନେଇଛନ୍ତି ବଡ଼ ପଦକ୍ଷେପ । ଲେଡିଜ ହଷ୍ଟେଲରେ ରହୁଥିବା ବେଳେ ସେହିଠାରେ ସେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ୱାଇଁ ବୋଲି ସୂଚନା…