Browsing Category
ରାଜ୍ୟ
Video: ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP
ଭୁବନେଶ୍ୱର: ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ରସୁଲଗଡ଼ରେ ବୁଧବାର ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି।
ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ଭାବେ ହତ୍ୟା । ରସୁଲଗଡ଼…
ପାଣ୍ଡିଆନଙ୍କୁ ଛିଗୁଲାଇଲେ ପ୍ରଦୀପ! ‘କାର୍ତ୍ତିକ କଣ ଗୋଟେ ମ୍ୟାଟେରିଆଲ୍, ସମୟ ଆସିଲେ ସବୁ ପାଞ୍ଜି ଖୋଲିଦେବି’
ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଗତକାଲି 2 ଏବଂ ଆଜି 3ଟି ମାମଲାରେ ନିର୍ଦ୍ଦୋଷ ହେବା ପରେ ମୁହଁ ଖୋଲିଛନ୍ତି ପ୍ରଦୀପ । ଓଡିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି…
ଯୁବତୀଙ୍କ ପାଇଁ ଥାନା ବି ସୁରକ୍ଷିତ ନୁହେଁ; ଭୁବନେଶ୍ୱର ଆରପିଏଫ୍ ଏଏସଆଇ ଗିରଫ
ଭୁବନେଶ୍ୱର: ପୋଲିସର କର୍ତ୍ତବ୍ୟ ଜନତାଙ୍କୁ ସୁରକ୍ଷା ଦେବା, ଅନ୍ୟାୟ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ଏବଂ ନାରୀଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେବା। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପାଇଁ…
ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଆଜିଠୁ ଫର୍ମପୂରଣ, ଜାଣନ୍ତୁ ଡିଟେଲ୍ସ
ଭୁବନେଶ୍ୱର: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ପ୍ରାଥମିକ ଓ ହାଇସ୍କୁଲ୍ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (ପିଏମ୍.ଏସ୍.ଟି)-୨୦୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ…
Breaking: ବଢ଼ିବ ଦୁର୍ଘଟଣା, ଚାଲିଯିବ ଜୀବନ: ୫ ଜିଲ୍ଲାକୁ ୩ ଦିନିଆ କୁହୁଡ଼ି ଆଲର୍ଟ
ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୫ ଜିଲ୍ଲାରେ କୁହୁଡ଼ି ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଜଗତସିଂହପୁର ଏବଂ କେନ୍ଦ୍ରପଡ଼ା ପାଇଁ କୁହୁଡ଼ି ଆଲର୍ଟ…
ପ୍ରବାସୀ ଅତିଥିଙ୍କୁ ପରସାଯିବ ରାଜାଘର ଖାନା, ପାଟିରେ ବାଜିବ ଓଡ଼ିଆ ଛୁଙ୍କ…
ଓଡିଶା ଭାସ୍କର: ଆରମ୍ଭ ହୋଇଯାଇଛି ପ୍ରବାସୀ ଭାରତୀୟ ସମ୍ମେଳନୀ । ବିଦେଶରେ ରହୁଥିବା ଭାରତୀୟ ଆଜି ଏକାଠି ହୋଇଛନ୍ତି ଓଡ଼ିଶାରେ । ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…
ଜାତୀୟ ଯୁବ ମହୋତ୍ସବରେ ଓଡ଼ିଶାର ୭୫ ପ୍ରତିଯୋଗୀ ଦେଖାଇବେ ଜଲୱା
ଭୁବନେଶ୍ବର: ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଜାତୀୟ ଯୁବ ମହୋତ୍ସବ ୨୦୨୫ ଆସନ୍ତା ଜାନୁୟାରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।
ଏହି ଉତ୍ସବରେ ଓଡ଼ିଶାର ୭୫ ଯୁବ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ…
ରକ୍ତରେ ଭିଜିଲା ରସୁଲଗଡ଼… ସକାଳୁ ସକାଳୁ ରାଜଧାନୀ ରାସ୍ତାରେ ଗଡ଼ିଲା କଟା ମୁଣ୍ଡ
ଭୁବନେଶ୍ୱର: ରାଜଧାନୀ ପ୍ରବେଶ ଦ୍ୱାର କୁହାଯାଉଥିବା ରସୁଲଗଡ଼ରେ ବୁଧବାର ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି । ରାସ୍ତରେ ଦେଖିବାକୁ ମିଳିଛି ରକ୍ତର ବନ୍ୟା । ବିଚ୍ ରାସ୍ତାରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା…
Big Breaking; ରସୁଲଗଡ଼ ଛକରେ ବିଭତ୍ସ ହତ୍ୟା, ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ ଛକରେ ବିଭତ୍ସ ହତ୍ୟା ଘଟିଯାଇଛି । ସକାଳୁ ସକାଳୁ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ବିଚ୍ ରାସ୍ତାରେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରି ବିଭତ୍ସ ହତ୍ୟା…
ରାଜ୍ୟର ବିଭିନ୍ନ ଜେଲ୍ରେ ଥିବା କଏଦୀଙ୍କ ପାଇଁ ଖୁସି ଖବର, ଖର୍ଚ୍ଚ ହେବ ଏତିକି କୋଟି ଟଙ୍କା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍ରେ ଥିବା କଏଦୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ରାଜ୍ୟ ସରକାର ସେମାନଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରିବାକୁ ଯାଉଛନ୍ତି। ଏବେ ଦୈନିକ ଖାଦ୍ୟ ଖର୍ଚ୍ଚ ମୁଣ୍ଡପିଛା ୮୦ ଟଙ୍କା ହିସା…