
Browsing Category
ରାଜ୍ୟ
ଚାକିରି ପାଇଁ ଆସି ଶବ ହୋଇ ଫେରିଲେ, ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ଖୋର୍ଦ୍ଧା: ହୋମାଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ଖୋର୍ଦ୍ଧା ତରତୁଆ ରିଜର୍ଭ ପଡ଼ିଆରେ ଶରୀରିକ ପରୀକ୍ଷା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଯୁବକ ।
ଦୌଡ଼ୁଥିବାବେଳେ ଅସୁସ୍ଥ…
ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଟଙ୍କା; ରାକ୍ଷୀ ପୂର୍ଣ୍ଣିମାରେ ସରକାର ଦେବେ ୩ୟ କିସ୍ତି, ଏହି ସମୟରେ ଆସିବ ଟଙ୍କା
ଭୁବନେଶ୍ବର: ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଆଉ ମାତ୍ର ଗୋଟିଏ ଦିନ ବାକି । ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର । ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ…
ରାଗିଗଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ବଢ଼ୁଥିବା ଅପରାଧକୁ ନେଇ ବସିବ ଜରୁରୀ କାଳୀନ ବୈଠକ
ଭୁବନେଶ୍ୱର: ବଢ଼ୁଥିବା ଅପରାଧକୁ ନେଇ ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ଆଜି ଅପରାହ୍ନରେ ବସିବ ଜରୁରୀ କାଳୀନ ବୈଠକ।
ଅପରାହ୍ନ 3 ଟାରେ ଲୋକସଭା ଭବନରେ ଏହି ବୈଠକ ବସିବାକୁ ଯାଉଥିବାବେଳେ ବର୍ଷକର ତଥ୍ୟ…
ମାତାଲ ଡ୍ରାଇଭରର ଅଜବ କାରନାମା…ଗର୍ଭବତୀଙ୍କୁ ନେଇ ହସ୍ପିଟାଲ ଯାଉଥିଲେ, ନିଶା ଯୋଗୁଁ ଅଧରାସ୍ତାରେ ଶୋଇପଡିଲେ
ଭୁବନେଶ୍ବର: ସ୍ବାସ୍ଥ୍ୟଅବସ୍ଥାର ବିକଳ ଚିତ୍ର । ରୋଗୀ ନେଇ ଯାଉଥିବା ବେଳେ ଅଧରାସ୍ତାରେ ଶୋଇପଡିଲେ ଡ୍ରାଇଭର । ରୋଗୀଜଣକ ଆମ୍ବୁଲାନ୍ସରେ ଛଟପଟ ହୋଇଥିବା ଦେଖାଯାଇଛି । ଗଜପତି ଜିଲ୍ଲା ଆର୍. ଉଦୟଗିରି ଅଞ୍ଚଳରୁ…
ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା; ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ୍
କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା । ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ । କେନ୍ଦ୍ରାପଡ଼ା ପୋଲିସର ସ୍ବତନ୍ତ୍ର ଟିମ ଯୁବକଙ୍କୁ ଧରିଛି । ଯୁବକ କେନ୍ଦ୍ରାପଡ଼ାର ତେରହି…
ଦଗାଦିଆ ଥାନାବାବୁ; ନାବାଳିକା ଝିଅକୁ ବାହା ହେଲେ, ମନ ଭରିଗଲାରୁ ମାଡ଼ ମାରି ଘରୁ ତଡ଼ି ଦେଲେ
ଜଗତସିଂହପୁର: ଦଗାଦେଇଦେଲେ ଥାନାବାବୁ, ବିବାହ କରି ମାଡ଼ ମାରି ଘରୁ ତଡ଼ିଦେଲେ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରରେ। ପୋଲିସ ଏସଆଇଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ।
ନାବାଳିକା…
ଓଲଟିଲା ଯାତ୍ରୀବାହୀ ବସ୍; ଥିଲେ 50ରୁ ଅଧିକ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି
କାମାକ୍ଷାନଗର: କନ୍ତିଓକାଟେଣୀରେ ଓଲଟିଲା ବସ । ବସ ଓଲଟିବାରୁ 20ରୁ ଅଧିକ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ପରଜଙ୍ଗରୁ ଭୁବନେଶ୍ବର…
ଆଉ ରାସ୍ତାରେ ଗଡ଼ିବନି ରିକ୍ସା, ୬ ମାସ ଭିତରେ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆଉ ମଣିଷକୁ ଟାଣିବନି ମଣିଷ। ସବୋର୍ଚ୍ଚ ନ୍ୟାୟଳୟ ରିକ୍ସା ଟଣା ଉପରେ ଲଗାଇଲେ ରୋକ। ଏହି କଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ରିକ୍ସା ଟଣାକୁ ଅମାନବୀୟ ବୋଲି କହିଛନ୍ତି…
ଟିକା ନେଇ ଆଖି ବୁଜିଲା ଅଢେଇ ମାସର ଶିଶୁ ! ଅଭିଯୋଗ କଲେ ପରିବାର
ପଦ୍ମପୁର: ଟିକା ନେଇ ଅଢେଇ ମାସର ଶିଶୁ ମୃତ ହୋଇଥିବା ଅଭିଯୋଗ ହୋଇଛି । ପାଇକମାଳା ଥାନା ଟେମରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଟୀକାକରଣ କେନ୍ଦ୍ରରେ ଟିକା ନେଇ ଶିଶୁଟି ଅସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି…
ବିଲରେ କାମ କରିବା ହେଲା କାଳ, ବଜ୍ରାଘାତରେ ଚାଲିଗଲା ଜୀବନ
ପୁରୀ: ପୁରୀ ଜିଲ୍ଲା କୋଣାର୍କରେ ବଜ୍ରାଘାତ ନେଲା ଜୀବନ। ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଟଳି ପଡ଼ିଥିବା ସୂଚନା ମିଳିଛି।
କନ୍ତିମାଳ ଗାଁର ଚାଷୀ ବିଲରେ କାମ କରୁଥିବା ସମୟରେ ହୋଇଥିଲା ବଜ୍ରାଘାତ।…