Browsing Category

ରାଜ୍ୟ

ନଭେମ୍ବର ୫ରେ ହେବ NRTS ପରୀକ୍ଷା: ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିବା ସହିତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଥିଲେ । ଅକ୍ଟୋବର ୨୩…

ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ, ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ଫୁଟାଯିବ ବାଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ ପର୍ବ। ଏନେଇ ସହରଠୁ ପଲ୍ଲୀ ଯାଏଁ ସବୁଠି ଉତ୍ସବ ମୁଖର ହୋଇଉଠିଛି। ଏହାରି ମଧ୍ୟରେ ବାଣ ବିକ୍ରିକୁ ନେଇ ଗାଇଡଲାଇନ ଜାରି ହୋଇଛି। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବାଣ ଫୁଟିବ।…

(Video) ସତ ହେବ କି ଭବିଷ୍ୟବାଣୀ? ନଭେମ୍ବରରେ ଓଡ଼ିଶାକୁ ଆସୁଛି ଆଉ ଏକ ବାତ୍ୟା! ୧୫ ତାରିଖରେ ରଚିବ ତାଣ୍ଡବ

ଓଡ଼ିଶା ଭାସ୍କର: ଅକ୍ଟୋବର ନଭେମ୍ବର ମାସ ଆସିଲେ ଓଡିଶାବାସୀଙ୍କ ମନରେ ଛନକା ପଶୁଛି । ଅକ୍ଟୋବର ୨୪ ତାରିଖରେ ବାତ୍ୟା ଦାନା ରାଜ୍ୟର ତିନୋଟି ଜିଲ୍ଲାରେ ତାଣ୍ଡବ କରିଛି । ଏବେ ବି ବନ୍ୟା ପାଣି ଘେରରେ ଏବେ ଅଛନ୍ତି ଶହ ଶହ…

ରାଜ୍ୟ ସରକାରଙ୍କ ନୂଆ ଯୋଜନା: ମଠ-ମନ୍ଦିରର ପରିଚାଳନା ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ଓଡ଼ିଶା ସରକାର । ରାଜ୍ୟର ବିଭିନ୍ନ ମଠ-ମନ୍ଦିର ଇତ୍ୟାଦି ପାଇଁ ଏହି ଯୋଜନା ଆଣିବାକୁ ଯାଉଛନ୍ତି । ମଠ ଏବଂ ମନ୍ଦିର ଗୁଡ଼ିକର ଉଚିତ୍ ରକ୍ଷଣାବେକ୍ଷଣ ଏବଂ…

ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ। ୮ ଜଣ ଏସପି, ୮ ଜଣ ଏଏସପି, ୨୪ ଡିଏସପି ଏଥିରେ କାର୍ଯ୍ୟ କରିବେ। ଏଥିସହ ୨୪ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟ, ବ୍ୟାଙ୍କ…

(Breaking) ସୁଭଦ୍ରା ଯୋଜନାରୁ ବାଦ ଥିବା ମହିଳାଙ୍କୁ ଦୀପାବଳିରେ ଭେଟିଦେବେ ସରକାର!

ଭୁବନେଶ୍ୱର: ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ସୂଚନା । ମନ୍ତ୍ରୀ କହିଛନ୍ତି, ଶୀଘ୍ର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୮ରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହ ନଭେମ୍ବର ୩ ତାରିଖ ଯାଏଁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

(Video) ‘ନବୀନ ଯୋଜନା’କୁ ଶ୍ରେଷ୍ଠ ସ୍ୱୀକୃତି: ଜନ ପରିବହନରେ No.1 ହେଲା ଓଡ଼ିଶା, ମିଳିଲା ବଡ଼ ପୁରସ୍କାର

ଓଡ଼ିଶା ଭାସ୍କର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୀର୍ଘ ଦିନ ପର୍ଯ୍ୟନ୍ତ ଭାରତର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ଭାବରେ ସେ ମାନ୍ୟତା ପାଇ ସାରିଛନ୍ତି । ଆଉ ଏବେ ପରାଜୟ ପରେ ବି ମିଳୁଛି ପ୍ରଶଂସା ।…

ଗୋଚାଲାଣ ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଗୋଟିଏ ଗାଈ ମୃତ

ଯାଜପୁର: ଗୋଚାଲାଣ ଭଳି ବେଆଇନ ଧନ୍ଦା ବନ୍ଦ ହେବାର ନାମ ଧରୁନି। ତେବେ ବର୍ତ୍ତମାନ ଏପରି ଏକ ଘଟଣା ଯାଯପୁରରୁ ଆସିଛି। ସୂଚନାନୁସାରେ ଗୋଚାଲାଣ ସମୟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଈର ମୃତ୍ୟୁ…

ଭୟଙ୍କର ସିଲିଣ୍ଡର ବ୍ଲାଷ୍ଟ; ଜଳିଗଲା ୧୦ ବଖରା ଘର, ଉଦ୍ଧାର କାର୍ଯ୍ୟ ଜାରି

ଖଲ୍ଲିକୋଟ: ସକାଳୁ ସକାଳୁ ଖଲ୍ଲିକୋଟ ଅଞ୍ଚଳରେ ଘଟିଯାଇଛି ଏକ ଭୟଙ୍କର ଘଟଣା । ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୧୦ ବଖରା ଘର ଜଳିଯାଇଥିବା ସୂଚନା…