Browsing Category

ରାଜ୍ୟ

ଉଦ୍‌ଘାଟନ ହେଲା ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍ ‘ପୂର୍ଣ୍ଣତା’: ସହଯୋଗର ହାତ ବଢାଇଲା ‘ହାଇଟେକ୍’

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ ଏବଂ ଓଡିଶା ଟ୍ରାନ୍ସଜେଣ୍ଡର ମହାସଂଘ ‘ଶଖା’ ମଳିତ ସହଯୋଗରେ ହାଇଟେକ୍ ମେଡିକାଲ କଲେଜ ପରିସରରେ ଗୋଟିଏ ଛାତ ତଳେ ଟ୍ରାନ୍ସଜେଣ୍ଡରମାନଙ୍କର ସ୍ୱାସ୍ଥ୍ୟ ଚିକିତ୍ସାର…

ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟାର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ

ଗଞ୍ଜାମ- ଜବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର । ଗଞ୍ଜାମରେ ପାଇପ ଅଛି ପାଣି ନାହିଁ । ଆଜି ମୁଁ ଗଞ୍ଜାମ ଜିଲ୍ଲାରେ ଅଛି । ଏଇଠୁ ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ଦୀର୍ଘ ୨୪ ବର୍ଷ ରାଜ୍ୟକୁ ଶାସନ କଲେ । ମାତ୍ର…

(Video) କାହିଁକି କ୍ଷମା ମାଗିଲେ ପାଣ୍ଡିଆନ, ରାଜନୀତିକୁ ଫେରିବାକୁ ନେଇ ବଢ଼ିଲା ଚର୍ଚ୍ଚା !

ଭୁବନେଶ୍ବର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ଏନେଇ ବିଜେଡି କର୍ମୀମାନେ ଏକଜୁଟ ହେବା ସହିତ କାହିଁକି ଦଳ ହାରିଲା ସେନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାରି ଭିତରେ ପାଣ୍ଡିଆନ ଟ୍ବିଟ…

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଇଂରାଜୀ ନୂଆ ବର୍ଷ ୨୦୨୫ର କ୍ୟାଲେଣ୍ଡର୍ ଲୋକାର୍ପିତ

ପୁରୀ- ଆଉ ପାଞ୍ଚଟି ଦିନ ପରେ ଆସିବ ନୂଆ ବର୍ଷ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋ ଚିତ୍ର ସମ୍ବଳିତ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । ଆଜି ଉଭୟ…

(Video) ଅର୍ଯ୍ୟମାଭଙ୍କ ଉଦ୍ଭାବନ ଅଖ୍ୟାତ ପଲ୍ଲୀକୁ ବିଶ୍ୱ ଦରବାରରେ ଦେଇଛି ଖ୍ୟାତି

ବାଙ୍କୀ- ଆଜି ମଧ୍ୟ କର୍କଟ ଚିକିତ୍ସା ବିଜ୍ଞାନରେ ଏକ ଅଭେଦ୍ୟ ରୋଗ ହୋଇ ରହିଛି । ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏପରି ସମୟରେ ଜଣେ ଓଡିଆ ପୁଅ ମୁତ୍ରାଶୟ କର୍କଟ ରୋଗ ପାଇଁ ଔଷଧ ତିଆରି କରିଛନ୍ତି ।…

(Big Breaking) ଆସନ୍ତା ଶିକ୍ଷା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବଡ କଥା କହିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ବର୍ଷରେ ହେବ କଲେଜ ସଂସଦ ନିର୍ବାଚନ । ଗତ ସରକାର କାଳରେ ଏହାକୁ ବନ୍ଦ କରାଯାଇଥିଲା । ବିଜେପି ସରକାର ଏହି…

Breaking: କାହିଁକି ହାରିଗଲା ବିଜେଡି? ପ୍ରତିଷ୍ଠା ଦିବସରେ ମୁହଁ ଖୋଲିଲେ ନବୀନ, ଭାଜପା ମିଛ କହି..

ଭୁବନେଶ୍ବର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ଏହି ଅବସରରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିରୋଧୀ ଦଳ ଭାବେ ବିଜେଡି ଦିବସ ପାଳନ କରିଛି । ତେବେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ତାଗିଦ, ଚାଷୀଙ୍କ ସହ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ଅଦିନିଆ ବର୍ଷାରେ ରାଜ୍ୟର ଚାଷୀ ତାର ଚାଷ ହରାଇଛି । ହେକ୍ଟର ହେକ୍ଟର ଧାନ ବିଲ ସାଙ୍ଗକୁ ପନି ପରିବା ଚାଷ ନଷ୍ଟ ହୋଇଯାଇଛି । ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।…

ବିବାହିତ ହୋଇ ବି ଚାଲିଥିଲା ପରକୀୟାପ୍ରିତି, ପ୍ରେମ ପାଇଁ ହାରିଦେଲେ ଜୀବନ

ଭୁବନେଶ୍ବର: କୁହାଯାଏ ପ୍ରେମ କେତେବେଳେ କାହା ସହିତ ହୁଏ ତାହା କାହାକୁ ବି ଜଣାନଥାଏ । ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପରକୀୟୀପ୍ରିତି ପାଇଁ ପ୍ରେମୀଯୁଗଳ ନିଜ ଜୀବନ…

ସ୍କୁଲର କବାଟ ତାଡ଼ି ଚୋରି କଲେ ଚାଉଳ, ମୁଣ୍ଡରେ ହାତ ଦେଲେ ଗ୍ରାମବାସୀ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଣାପଦା ଦାସସାହି ପ୍ରାଥମିକ ବିଦ୍ୟାଳୟର କବାଟ ତାଡ଼ି ଚାଉଳ ନେଇଗଲେ ଚୋର । ପ୍ରାୟ ୭ କ୍ୱିଣ୍ଟାଲ ଚାଉଳ ସହ ରୋଷେଇ ସାମଗ୍ରୀ ଓ ଚେୟାର ଚୋରି ନେଇଯାଇଥିବା ଜଣାପଡ଼ିଛି । ଏହି…