Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସର୍ବଭାରତୀୟ ଡିଜି/ଆଇଜି ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ପୁଣି…

୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪: ମହିଳା ବିରୋଧୀ ଅପରାଧ ଓ ସାଇବର କ୍ରାଇମ ଉପରେ ଦୃଢ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ । ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ…

ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଶୀତର ପ୍ରଭାବ: ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା…

ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦୁଝର: ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି । ମଙ୍ଗଳବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ନିବାସରୁ ବାହାରି ୯ଟା ୧୫ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ ।…

୩୦ ବର୍ଷ ଆଗରୁ ଓଡ଼ିଶା ପ୍ରକାଶନରେ ଅଭ୍ୟୁଦୟ କରିଥିଲେ ଗୋଟିଏ ପିଢି ଆକର୍ଷିତ ହୋଇଥାନ୍ତେ: ସୌମ୍ୟ ପଟ୍ଟନାୟକ

ଭୁବନେଶ୍ବର: ମୁଦ୍ରଣ, ପରିପାଟୀ ଓ ପ୍ରଚାର ଦୃଷ୍ଟିରୁ ଓଡ଼ିଆ ପ୍ରକାଶନ ଏବେ ବିଶ୍ବସ୍ତରର ପ୍ରକାଶନ ସଂସ୍ଥା ସହ ତାଳ ଦେଉଛି। ନୂଆ ପିଢ଼ିର ପ୍ରକାଶକମାନେ ଯେଉଁ ଭଳି ଢଙ୍ଗରେ ପୁସ୍ତକ ପ୍ରକାଶ କରୁଛନ୍ତି ତାହା କୌଣସି ଗୁଣରେ…

(Breaking) ବ୍ରିଜ ଆଣ୍ଡ ରୁଫ ଦୁର୍ନୀତି ମାମଲା: ଏବେ ବିଚାର ବିଭାଗୀୟ ହାଜତ ଅଭିଯୁକ୍ତଙ୍କ ଠିକଣା

ଭୁବନେଶ୍ୱର- ରାଜଧାନୀରୁ ୧୦ ଲକ୍ଷ ସିବିଆଇ ଜବତ ଘଟଣାରେ ସରିଲା ରିମାଣ୍ଡ ଅବଧି । ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ସେପଟେ ମାମଲାରେ…

ଆହୁରି ୨୪ ଘଣ୍ଟା ଥରିବ ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୪ ଘଣ୍ଟା ପାଇଁ ଶୀତ ପ୍ରକୋପ ଉପରେ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ । ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ ଦିଆଯାଉଛି ୟେଲୋ ୱାର୍ଣ୍ଣିଂ ।…

ପଞ୍ଚମ ମରାଠା ଟ୍ରଫି ଫ୍ଲଡ୍ ଲାଇଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭଞ୍ଜନଗର:୫ମ ମରାଠା ଟ୍ରଫି ଫ୍ଲଡ୍ ଲାଇଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ଗୁରୁବା ଏଫ୍ ସି ଭଞ୍ଜନଗର ଫୁଲବାଣୀ ଜେଡି କ୍ଳବକୁ ପେନାଲଟିକ୍ ସୁଟ୍ ଆଉଟରେ ୪-୧ ଗୋଲ ବ୍ୟବଧାନରେ ପରାଜିତ କରି…

ଓଡ଼ିଶାର ପ୍ରଥମ ସୌରଶକ୍ତି କାରଖାନା ଢେଙ୍କାନାଳରେ ପ୍ରତିଷ୍ଠା ହେବ: ୧୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୌରଶକ୍ତି କାରଖାନା । ଏହି କାରଖାନାକୁ ଏସିଆ ମହାଦେଶର ସର୍ବବୃହତ୍ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍ ତରଫରୁ…

Breaking: ଶ୍ରୀମନ୍ଦିର ଭିତରେ ପିଟାପିଟି, ବରିଷ୍ଠ ସେବାୟତ ଆହତ… ପାଦୁକ ବଣ୍ଟାକୁ କେନ୍ଦ୍ର କରି ପାଟିତୁଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ପିଟାପିଟି । ଦୁଇ ସେବକ ପରିବାର ମଧ୍ୟରେ ପିଟାପିଟି ହେବା କାରଣରୁ ଜଣେ ରକ୍ତାକ୍ତ । ପାଦୁକ ବଣ୍ଟନକୁ ନେଇ ଗଣ୍ଡଗୋଳ ସୂଚନା । ଝଗଡ଼ାର ସମାଧାନ ପାଇଁ ଦୁଇ ପକ୍ଷଙ୍କୁ…