Browsing Category
ରାଜ୍ୟ
ଭୁବନେଶ୍ୱରରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା
ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବର୍ତ୍ତମାନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନରେ ସେ ସାମିଲ ହେବେ।…
ମାଲକାନଗିରିରେ NIA ରେଡ୍, ସୁକମାର ୨ଟି ସ୍ଥାନରେ ରେଡ୍ ଜାରି
ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ସାଧାରଣ ଜନତା ଏବଂ ପୋଲିସ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମାଓ ଦମନ ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ…
STA ପକ୍ଷରୁ ସମସ୍ତ RTOଙ୍କୁ ନିର୍ଦ୍ଦେଶ: ବସ୍, ଟ୍ରକ୍ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ରାତିଅଧରେ ମିଳିବ ମାଗଣା ଚା’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଶୀତଦିନ ଆରମ୍ଭ ହୋଇଯାଇଥିବା ବେଳେ ରାତିରେ କୁହୁଡ଼ି କାରଣରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥାଏ । ରାସ୍ତାରେ କୁହୁଡ଼ି ରହିଥିବାରୁ ଅନେକ ସମୟରେ ଆଗକୁ କିଛି ଦୃଶ୍ୟମାନ…
ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୧ଟି ବିଭାଗକୁ ଚିଠି: ଅଚଳ ହୋଇ ପଡ଼ି ରହିଥିବା ସରକାରୀ ଜମି ଓ ଘରକୁ ଭଡ଼ାରେ ଲଗାଯିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଚଳ ହୋଇ ପଡ଼ି ରହିଥିବା ସରକାରୀ ଜମି, ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରାଯିବ । ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ସବୁ…
ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ; ଲୁଟ୍ ପାଇଁ ଆସି ଗର୍ଭବତୀଙ୍କୁ ଗୁଳି କରି ହତ୍ୟା
ବଣାଇ: ଦିନକୁ ଦିନ ଚୋରି, ଲୁଟ୍, ଛିନତାଇ ଭଳି ମାମଲା ସାମ୍ନାକୁ ଆସୁଥିବା ବେଳେ ବଣାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଟିକାୟତପାଲି ଥାନା ଅନ୍ତର୍ଗତ ଜିର୍ଡାପାଲିରେ ବୁଧବାର ବିଳମ୍ବିତ ରାତିରେ ଦୁଇ ଜଣ…
ଆଜି ଶ୍ରୀଜିଉଙ୍କ ବନକଲାଗି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ପୁରୀ: ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ସ୍ୱତନ୍ତ୍ର ନୀତି ହେବ । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ…
ଉତ୍କଳ ହସ୍ପିଟାଲରେ APCON -୨୪ର ପ୍ରି-କନଫରେନ୍ସ ୱାର୍କସପ୍
ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟି ସ୍ପେସିଆଲଟି ଉତ୍କଳ ହସ୍ପିଟାଲରେ APCON -୨୪ ର ପ୍ରି-କନଫରେନ୍ସ ୱାର୍କସପ୍ ଆଜି ଅନୁଷ୍ଠିତ ହୋଇଛି l ଏହା ସକାଳ ୮.୩୦ ଠାରୁ ଆରମ୍ଭ ହୋଇ…
ଜେଲ୍ରୁ ଫେରି ନାବାଳିକାକୁ ହାଣିଲା ଦୁଷ୍କର୍ମକାରୀ: ହାତଗୋଡ଼ ଜଙ୍ଗଲରେ, ମୁଣ୍ଡ ନଦୀରେ, ପୋଲିସ ଛାନିଆ
ରାଉରକେଲା: (ଓଡ଼ିଶା ଭାସ୍କର) ଜେଲ୍ରୁ ଫେରି ନାବାଳିକାକୁ ବୀଭତ୍ସ ହତ୍ୟା । ଦୁଷ୍କର୍ମ କରି ଜେଲ୍ ଯାଇଥିଲା, ଫେରିଲା ପରେ ହାଣି ଦେଲା । ବାଲୁଘାଟ ନିକଟ ବ୍ରାହ୍ମଣୀନଦୀରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ । କଟା…
(Video) ତୁମ ଗାଲ ଚିକଣ, ନାକ ସୁଆ ଥଣ୍ଟ, ଆଖି ହରିଣ ପରି… ମଞ୍ଚରେ ଏମିତି କହି ବିଧାୟକ ହରଡ ଘଣାରେ
ଭୁବନେଶ୍ୱର- ବିବାଦରେ ଡାବୁଙ୍ଗା ବିଧାୟକ ମନୋହର ରନ୍ଧାରୀ । ମଞ୍ଚ ଉପରେ ମାଇକ ପାଇବା ପରେ ଯେମିତି ବିଧାୟକଙ୍କ ଯୌବନର ପ୍ରଥମ ଅବସ୍ଥା ଫେରି ଆସିଲା । ପାଟିରେ ରହିଲାନି ବାଡ ବତା । ସବୁ ମହିଳାଙ୍କୁ କହିଦେଲେ ନିଜର…
ଶେଷ ହେଲା ବିଧାନସଭା ଶୀତ ଅଧିବେଶନ, ୧୬ଟି କାର୍ଯ୍ୟଦିବସ ପୂର୍ବରୁ ହେଲା ବନ୍ଦ
ଭୁବନେଶ୍ୱର: ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ୧୨ ଡିସେମ୍ବରରେ ଶେଷ ହୋଇଛି। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ…