Browsing Category
ରାଜ୍ୟ
ସମରାଭ୍ୟାସ ଗର୍ଜନରେ ପ୍ରକମ୍ପିତ ହେବ ବ୍ଲୁ ଫ୍ଲାଗ୍ ବିଚ୍, ଯବାନଙ୍କ ଯୁଦ୍ଧକୌଶଳର ଝଲକ ଦେଖିବେ ଜନସାଧାରଣ
(ଓଡ଼ିଶା ଭାସ୍କର): ଦେଶକୁ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ସୁରକ୍ଷା ଦେଉଛନ୍ତି ଆମ ଯବାନ । ଶତ୍ରୁର ଖରାପ ଦୃଷ୍ଟିରୁ ସେନା, ନୌସେନା ଏବଂ ବାୟୁସେନା ଦେଶକୁ ଆଢ଼ୁଆଳ କରି ରଖିଛନ୍ତି । ଶତ୍ରୁକୁ ସବୁବେଳେ ଉଚିତ୍ ଶିକ୍ଷା…
ହାଇକୋର୍ଟଙ୍କ ବଡ଼ ରାୟ: ଡିଗ୍ରୀଧାରୀ ଇଞ୍ଜିନିୟରମାନେ କନିଷ୍ଠ ଯନ୍ତ୍ରୀ ପଦରେ ଆବେଦନ କରିପାରିବେନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଗ୍ରୀଧାରୀ ଇଞ୍ଜିନିୟରମାନେ କନିଷ୍ଠ ଯନ୍ତ୍ରୀ ପଦରେ ଆବେଦନ କରିପାରିବେ ନାହିଁ । କେବଳ ଡିପ୍ଲୋମା ଇଞ୍ଜିନିୟରମାନେ ଏହି ପଦରେ ଆବେଦନ କରିପାରିବେ । ଓଡ଼ିଶା ହାଇକୋର୍ଟ ଏନେଇ ଏକ ବଡ଼…
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ ଘୋଷଣା: ଆଜି ପୁରୀରେ ବନ୍ଦ ରହିବ ଘରୋଇ ଓ ସରକାରୀ ସ୍କୁଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର…
ବ୍ରିଜ ଉପରେ ଧକ୍କା ହେଲା କାର୍-ବାଇକ, 2 ମୃତ
ଭୁବନେଶ୍ବର: ସକାଳୁ ସକାଳୁ ବଡ ଧରଣର ସଡକ ଦୁର୍ଘଟଣା । ମୁହାଁମୁହିଁ ହେଲା କାର୍ ଏବଂ ବାଇକ । ଟିଟିଲାଗଡରେ ଏଭଳି ଦୁର୍ଘଟଣା ହୋଇଥିବା ବେଳେ କାର୍ ଧକ୍କାରେ 2 ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସଇଁତଳା ଥାନା ଏନଏଚ 26…
Breaking: ସକାଳୁ ସକାଳୁ ଭୂକମ୍ପ ଝଟକା, ଥରିଲା ମାଲକାନଗିରି
ଭୁବନେଶ୍ବର: ସକାଳୁ ସକାଳୁ ଦୋହଲିଲା ମାଟି । ଭୂକମ୍ପରେ ଥରି ଉଠିଲା ମାଲକାନଗିରି । ଆଜି ସକାଳୁ ମାଲକାନଗିରିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ 7ଟା 28 ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି । ତେବେ…
ପୁରୀରେ ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ
ପୁରୀ: ପୁରୀରେ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଶ୍ରୀ ସେତୁ ତଳୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଜବତ କରାଯାଇଛି । ତେବେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାର…
Breaking: ଆଜି ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ, ନୌସେନା ଦିବସ ସମାରୋହରେ ହେବେ ସାମିଲ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଗସ୍ତ କରିବେ । ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି । ମହାବିଦ୍ୟାଳୟର ୭୫ତମ…
ଉତ୍କଳ ହସ୍ପିଟାଲର ପ୍ରଥମ Cadaveric kidney ପ୍ରତିରୋପଣରେ ସଫଳତା
ଭୁବନେଶ୍ବର: ଭୁବେଶ୍ବର ନିଳାଦ୍ରୀ ବିହାରଠାରେ ଅବସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍ କିଡନୀ ପ୍ରତିରୋପଣ ସଫଳତାର ସମ୍ପନ୍ନ ହୋଇଛି। ଜଣେ ମହିଳା, ବୟସ ୩୬ ଅନେକ…
ବିଧାୟକଙ୍କର ଦରମା ଓ ପେନସନ୍ ବଢ଼ିବ: ଗଠନ ହେଲା ନୂଆ କମିଟି, ବିଧାନସଭାରେ ସୂଚନା ଦେଲେ ବାଚସ୍ପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନଙ୍କର ଦରମା ଓ ପେନସନ୍ ବଢ଼ିବ । ଏନେଇ ନୂଆ କମିଟି ଗଠନ ହୋଇଛି । ଏ ବାବଦରେ ବିଧାନସଭା ଗୃହରେ ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଦରମା ଓ ପେନସନ ବୃଦ୍ଧି…
ଡିସେମ୍ବର ୪ରେ ସ୍କୁଲ ଛୁଟି ଘୋଷଣା: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର…