CHARIDHAM
Browsing Category

ରାଜ୍ୟ

ଆଗାମୀ 4 ଦିନ ଜାଡରେ ଥରିବ ଓଡିଶା! ଏହି ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । କୋହଲା ପବନରେ ଦେହ ଥରି ଉଠୁଛି । ସକାଳ 8 ଯାଏଁ କୁହୁଡି ସାଙ୍ଗକୁ ଶୀତ ଜାରି ରହୁଛି । ଅନେକ ସ୍ଥାନରେ ତାପମାତ୍ରା କମୁଥିବା ବେଳେ…

ଦୁର୍ଘଟଣା ପରେ ଜଳିଗଲା ପିକଅପ୍, ଗୋରୁ ଜୀବନ୍ତ ଦଗ୍ଧ

ଭୁବନେଶ୍ବର: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଜଳିଗଲା ଗୋରୁ ଗାଡି । ଉଦଳା ଥାନା ପୋଡାଡିହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଦୁର୍ଘଟଣା ପରେ ପିକଅପ ଓଲଟି ପଡିଥିବା ବେଳେ ଜଣେ ଗୋରୁ ଜୀବନ୍ତ ଦଗ୍ଧ…

‘Love-Dark Secret’ ଆପଣଙ୍କ ଜୀବନ ବର୍ବାଦ କରିଦେବ! ପାର୍ଟନରଙ୍କ ମାନସିକତାକୁ ବୁଝିବାକୁ ପ୍ରୟାସ କରନ୍ତୁ, ସମୟ ଚାଲିଗଲେ ଆଉ ଫେରିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୀବନ ଅଛି ମାନେ ଲଭ୍ ନିଶ୍ଚୟ ଅଛି । ତେବେ ବିବାହ ପୂର୍ବରୁ ହେଉ ବା ବା ବିବାହ ପରେ ସମସ୍ତଙ୍କ ଜୀବନରେ ଲଭ୍ ନିଶ୍ଚୟ ଆସିବ । ପ୍ରତ୍ୟେକ ପୁଅ, ଝିଅଙ୍କୁ ତାଙ୍କର ସାଥୀଙ୍କ ମନର କଥାକୁ…

ମଧ୍ୟାହ୍ନ ଭୋଜନର ଦର ୧ ଟଙ୍କା ବଢ଼ିଲା: ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଧ୍ୟାହ୍ନ ଭୋଜନ ଦର ୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଆଜି ଗଣଶିକ୍ଷା ବିଭାଗ ତରଫରୁ ଏନେଇ…

ଜାତୀୟ ସ୍ତର ତୁଳନାରେ ରାଜ୍ୟରେ ବୀମାହାର କମ୍, ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ଲକ୍ଷ୍ୟ

ଭୁବନେଶ୍ବର: 2047 ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଚାର ବିମର୍ଶ ଆରମ୍ଭ ହୋଇଛି । ଜାତୀୟ ହାର ତୁଳନାରେ ରାଜ୍ୟରେ…

(Video)ରଖେ ହରି ତ ମାରେ କିଏ.. 2 ଘଣ୍ଟା ବନ୍ଦ ହୋଇଯାଇଥିଲା ହାର୍ଟବିଟ୍, ହେଲେ ଡାକ୍ତର ଏଭଳି କରି ବଞ୍ଚାଇଦେଲେ

ଭୁବନେଶ୍ବର: କଥାରେ ଅଛି ରଖେ ହରି ତ ମାରେ କିଏ? 2 ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ସମସ୍ତେ ଆଶା ମଧ୍ୟ ଛାଡି ଦେଇଥିଲେ । ହେଲେ ହଠାତ୍ ଉଠିଲେ ଯୁବକ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ…

ବୈକୁଣ୍ଠ ଆଶ୍ରମକୁ ନେଇ ବଡ ଖୁଲାସା, ସରକାରୀ ଜମିରେ ରାଜ୍ କରୁଥିଲେ କଳ୍କୀ ବାବା!

ଭୁବନେଶ୍ବର: ନାବାଳକକୁ କଳ୍ପୀ ଅବତାର କହି ପୂଜା କରିବା ପ୍ରସଙ୍ଗକୁ ନେଇ ଦିନକୁ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ସରକାରୀ ଜମିରେ ରହିଛି ବୈକୁଣ୍ଠ ଆଶ୍ରମ । ସରକାରୀ ଜମିରେ ଖଣ୍ଡଗିରିର ଏହି ବୈକୁଣ୍ଠ ଆଶ୍ରମ…

କଟକ ପ୍ରଶାସନର ନିଷ୍ପତ୍ତି, ଆଜି ବାଲିଯାତ୍ରାରେ ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର:  ବାଲିଯାତ୍ରାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆଜି ବାଲିଯାତ୍ରା ପଡିଆରେ ହେବନି ଡିଜେ ଡ୍ୟାନ୍ସ କି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । କୌଣସି ପ୍ରକାର…

ସମୀରଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ, ବିଧାୟକ ତଥା ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ପରେ ଚାରିଆଡୁ ଛୁଟିଛି ଶୋକବାର୍ତ୍ତା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବରିଷ୍ଠ ନେତାଙ୍କ ବିୟୋଗରେ ଶୋକ…

Breaking: ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଏହି ଦିନ ଶେଷ ତାରିଖ

ଭୁବନେଶ୍ବର: ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି । ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ବାର୍ଷିକ HSC ସହ SOSC ଫର୍ମ ପୂରଣ ଅବଧି ବଢ଼ିଲା । …