
Browsing Category
ରାଜ୍ୟ
ଉତ୍କଳ ହସ୍ପିଟାଲରେ ପାଳିତ ହେଲା ବିଶ୍ବ ଡାଇବେଟିକସ୍ ଡେ ଏବଂ ଶିଶୁ ଦିବସ
ଭୁବନେଶ୍ବର(ଓଡିଶା ଭାସ୍କର): ଉତ୍କଳ ହସ୍ପିଟାଲରେ ବିଶ୍ବ ଡାଇବେଟିକସ୍ ଡେ ଏବଂ ଶିଶୁ ଦିବସ ପାଳନ ହୋଇଯାଇଛି । ଭୁବନେଶ୍ବର ନିଳାଦ୍ରୀ ବିହାର ସ୍ତିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଷ୍ଟ୍ ଉତ୍କଳ ହସ୍ପିଟାଲରେ…
ବର୍ଷ ୨୦୨୦-୨୧-୨୨ ପାଇଁ ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ୨୨ରେ ଦମନ ଶ୍ରେଷ୍ଠ ଫିଲ୍ମ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବର୍ଷ ୨୦୨୦-୨୧-୨୨ ପାଇଁ ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଭଞ୍ଜକଳା ମଣ୍ଡପରେ ଘୋଷଣା କଲେ ସଂସ୍କୃତି-କ୍ରୀଡ଼ା-ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।…
NEP-2020 ପାଇଁ ବିଜ୍ଞପ୍ତି ଜାରି କଲା ଉଚ୍ଚଶିକ୍ଷା ବିଭାଗ: ୨୦୨୪-୨୫ ଶିକ୍ଷା ବର୍ଷରୁ ଲାଗୁ ହେବ ନୂଆ ଶିକ୍ଷା ନୀତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ । ଏନେଇ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଏବେ ରାଜ୍ୟରେ ଏନଇପି-୨୦୨୦ ଲାଗୁ ହେବା…
BSE ଜାରି କଲା ବିଜ୍ଞପ୍ତି, ୧୯ରୁ OSSTET ଆବେଦନ
ଭୁବନେଶ୍ବର: OSSTETକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ ପାଇଛି । 19 ତାରିଖରୁ ଓଏସଏସଟିଇଟି ପାଇଁ ଆବେଦନ କରିପାରିବେ ଆଶାୟୀ । 19 ତାରଖରୁ ଆବେଦନ ଆରମ୍ଭ ହୋଇ 1 ତାରିଖ ଯାଏଁ ଚାଲିବ ।…
ଫେବୃଆରୀ ୨୧ ତାରିଖରୁ ହେବ ମାଟ୍ରିକ ପରୀକ୍ଷା; ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ
କଟକ : (ଓଡ଼ିଶା ଭାସ୍କର) ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ଯାଏଁ ଚାଲିବ…
୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି ତାଲିକା: ବିଜ୍ଞପ୍ତି ଜାରି କଲା ରାଜସ୍ୱ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଅର୍ଥାତ ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଛୁଟି ତାଲିକା ଜାରି କରାଯାଇଛି । ବିଭିନ୍ନ ପୂଜା, ପାର୍ବଣ ସହ ଜାତୀୟ ଦିବସକୁ ମିଶାଇ ୨୬ଟି ସରକାରୀ…
ଶିଶୁ ଦିବସରେ ଦୁଃଖଦ ଘଟଣା, ଭାଷଣ ଦେବା ବେଳେ ଛୁଆଙ୍କ ସାମ୍ନାରେ ଟଳିପଡିଲେ ଶିକ୍ଷକ
ଭୁବନେଶ୍ବର: ଶିଶୁ ଦିବସରେ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଶିଶୁ ଦିବସରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ଟଳି ପଡିଲେ ଭାରପ୍ରାପ୍ତ ଶିକ୍ଷକ ପଶୁରାମ ଦାସ । ତୁରେକେଲା ବ୍ଲକ କୁଇବାହାଲ ପଲ୍ଲୀ ବିକାଶ ପଚାୟତ…
5 ହଜାର ଟଙ୍କା ଲାଞ୍ଚ ନେଉଥିଲେ RI, ମାଡି ବସିଲା ଭିଜିଲାନ୍ସ
ଭୁବନେଶ୍ବର: ପୁଣି ଭିଜିଲାନ୍ସ ହାବୁଡରେ ସରକାରୀ ବାବୁ । 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷଣ । ଭଦ୍ରକ ଗଦି ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଗିରଫ ରାଜସ୍ବ ନୀରିକ୍ଷକଙ୍କ ନାମ୍…
ହାତରେ ଡାଏରୀ ଓ କଲମ…ପରିଣତ ବୟସରେ ସ୍ତ୍ରୀ ପାଇଁ ଲେଖୁଛନ୍ତି ମିଠା ମିଠା କବିତା
କାକଟପୁର: ସକାଳ ଓ ସନ୍ଧ୍ୟା ଯେପରି ପ୍ରକୃତିର ଦୁଇ ସାଥି ସେହିପରି କବି ଓ କବିତାର ସମ୍ପର୍କ । ଜଣେ କବି ତା’ର ଜୀବନ କବିତା ବିନା କଳ୍ପନା କରିପାରେ ନାହିଁ । ଆଜି ଆମେ କଥା ହେବା ଏପରି ଜଣେ ବଣମଲ୍ଲୀ ବିଷୟରେ ଯାହାଙ୍କ…
ସେଲିବ୍ରିଟିଙ୍କ ନାଁରେ ଲୋକଙ୍କୁ ଠକୁଥିଲେ, ଅଭିଯୋଗ ପରେ ମାରିଥିଲେ ଚମ୍ପଟ
ବାଲେଶ୍ୱର: ବନ୍ଧା ହେଲେ ବଣ୍ଟି- ବବଲି । ଫେରାର ଠକ ଯୁବକ ଓ ଯୁବତୀଙ୍କୁ ଅଟକ ରଖିଲା ପୋଲିସ । ଫେକ୍ ଆକାଉଣ୍ଟରେ ଲୋକଙ୍କୁ ଠକୁଥିଲେ । ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଫଟୋ ଲଗେଇ ଅନ୍ୟମାନଙ୍କ ସହ କରୁଥିଲେ ଚାଟିଂ ।…