CHARIDHAM
Browsing Category

ରାଜ୍ୟ

ତହସିଲ୍ ଅଫିସ୍ ଦୌଡନ୍ତୁନି, ଡିସେମ୍ବର 30 ସୁଦ୍ଧା ସ୍କୁଲକୁ ମିଳିବ ଜମି ପଟ୍ଟା: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ପଟ୍ଟା । ଏନେଇ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ । ସବୁ ସ୍କୁଲକୁ ଜମି ପଟ୍ଟା ଦିଆଯିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଘୋଷଣା କରିଛନ୍ତି । ଡିସେମ୍ବର 30 ସୁଦ୍ଧା…

ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ; ‘ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ’

ଭୁବନେଶ୍ୱର: ବଦଳିବ ରିଲିଫ କୋଡ । ରିଲିଫ ଏକ ଦୟାର ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ । ଜାନୁଆରୀ ୧ରୁ ଜନଗଣନା ହେବା ନେଇ ସଂକେତ ଦେଲେ ରାଜସ୍ୱ ମନ୍ତ୍ରୀ…

ଗ୍ରାହକଙ୍କ ପାଇଁ ଖୁସି ଖବର: ୧୮୦୦ ଟଙ୍କା କମିଲା ସୁନା ଦର

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର। ସୁନା ଦର ଆଜି ବହୁ ମାତ୍ରାରେ ହ୍ରାସ ପାଇଛି। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ରହିଛି। ଏହା ପୂର୍ବରୁ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ଦର…

ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ଜଷ୍ଟିସ ଅନ ଦି ଡୋର ଷ୍ଟେପ(Justice on the doorstep) କୁ ବାସ୍ତବ ରୂପ ଦେବା ପାଇଁ ଓଡ଼ିଶାର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ । ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ କରିବା ପାଇଁ…

ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ଟେକ୍ନୋଲୋଜି ସାହାଯ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଓଡିଆ ଯୁବତୀଙ୍କୁ ରାଜଧାନୀ ଦିଲ୍ଲୀର ସରାୟ କାଲେରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ତିନି ଜଣଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ବହୁ କସରତ କରିବାକୁ ପଡିଛି ।…

‘ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ’, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଗହମ ଆସିଛି, ସରକାରୀ ସ୍ତରରେ କାମ ବାକିଥିବାରୁ…

ରାସନ କାର୍ଡ କରାଇବାକୁ କହି ଦୁଷ୍କର୍ମ, ଥାନାରେ ବିଧବାଙ୍କ ଅଭିଯୋଗ

ବଲାଙ୍ଗିର: ରାସନ କାର୍ଡ କରାଇବାକୁ କହି ବିଧବାଙ୍କୁ ଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଛି । ଆଗଲପୁର ଥାନା ବୁଦୁଲା ଯୋଗାଣ ସହାୟକଙ୍କ ନାଁରେ ଅଭିଯୋଗ ହୋଇଛି । ରାସନକାର୍ଡ କରାଇବା ପାଇଁ ଯାଇଥିବା ବେଳେ ବିଧବାଙ୍କୁ…

ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ। ସବୁ ସ୍କୁଲ୍‌କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ…

ଇଡକୋ ଜୁନିୟର ମ୍ୟାନେଜରଙ୍କୁ ଗିରଫ କଲା ଭିିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର: ଇଡକୋ ଜୁନିୟର ମ୍ୟାନେଜରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୂଚନାରୁ ପ୍ରକାଶ…

ଟାଉନ ଥାନା ପାରିଜାତ ପାର୍କ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କର ଜୀବନ

ସୁନ୍ଦରଗଡ଼: ଟାଉନ ଥାନା ପାରିଜାତ ପାର୍କ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସ୍ତ୍ରୀ ଓ ଝିଅ ଆଗରେ ସ୍ୱାମୀର ଜୀବନ ଚାଲିଯାଇଛି । ଝିଅକୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା…