
Browsing Category
ରାଜ୍ୟ
କଟକରେ ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, 10 ଛାତ୍ରଛାତ୍ରୀ ଆହତ
କଟକ: ସକାଳୁ ସକାଳୁ ସଡକ ଦୁର୍ଘଟଣା । ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 10 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । କଟକ ଖାନନଗର ଟ୍ରାଫିକ ଛକରେ ସ୍କୁଲ ବସକୁ ଏକ ଯାତ୍ରୀବାହୀ ବସ୍ ଧକ୍କା…
(Video) ଲୋଭ ଆଗରେ ଫିକା ପଡ଼ିଲା ମାନବିକତା: ମଦ ଗାଡ଼ି ଓଲଟିବା ପରେ ସାହାଯ୍ୟ ବଦଳରେ ଲୋକମାନେ ମଦ ବୋହିନେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖି ଆଗରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ସମୟ ଭଲ ଥିବା ସମୟରେ ଲୋକମାନେ ବଡ଼ ବଡ଼ ଭାଷଣ ମାରିଥାନ୍ତି, ଅନ୍ୟକୁ ସାହାଯ୍ୟ କରିବା…
ପର୍ଯ୍ୟାବରଣ ପାଇଁ ନିଆରା ବାର୍ତ୍ତା; ଅଦରକାରୀ ପ୍ଲାଷ୍ଟିକକୁ ଦେଉଛନ୍ତି ସୁନ୍ଦର ଘର କରଣାର ରୂପ, ପାଠପଢ଼ା ସହ ନିଜ ସଉକ ପୁରା କରୁଛନ୍ତି ITI…
ଗଞ୍ଜାମ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଅଦରକାରୀ ପ୍ଲାଷ୍ଟିକ ବସ୍ତୁରୁ ସୁନ୍ଦର ସୁନ୍ଦର ଘର କରଣା ତିଆରି କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ତାଙ୍କ ହାତର ଯାଦୁ ଦେଖି ସତରେ ଯେପରି ଆଖି ଲାଖିଯାଉଛି…
ରାୟଗଡ଼ା: କ୍ଲାସରେ ପିଲାଙ୍କ ସହ ବସିଲା ମୟୂର, ଶିକ୍ଷକ ପଚାରିଲେ- ତୁ ବି ପାଠ ପଢିବୁ କି?
ରାୟଗଡ଼ା: ରାୟଗଡ଼ାରୁ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍କୁଲରେ ଚାଲିଥିବା କ୍ଲାସରେ ଏକ ମୟୂର ପଶିଥାଏ। ଏହି ସମୟରେ ଶିକ୍ଷୟିତ୍ରୀ ତାଙ୍କୁ ପଚାରିଛନ୍ତି କି ତୁ ବି ପାଠ ପଢିବୁ…
ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ସୋ- କଜ୍ ନୋଟିସ୍ ଜାରି, ଆସନ୍ତାକାଲି ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । କମିଶନ ଥିବା ସମୟରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିବା ଅଭିଯୋଗ ରହିଛି । ଏନେଇ ରାଜ୍ୟ ମହିଳା ଶିଶୁ…
ଧନତେରାସ୍ ପୂର୍ବରୁ ସୁନା ଦରରେ ବଡ଼ ପରିବର୍ତ୍ତନ: ଭୁବନେଶ୍ୱର ସମେତ ଦେଶର ୧୨ଟି ବଡ଼ ସହରର ରେଟ୍ ଜାରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାର ଏହି ଅବସରରେ ଅଳଙ୍କାର ବଜାରରେ ଏକ ବଡ଼ ଧରଣର ହଲଚଲ୍ ଆରମ୍ଭ ହୋଇଯାଇଛି । ନିକଟରେ ସୁନା ଓ ରୁପା ଦାମରେ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଆଜି…
OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର: ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ୱର ସବ-କଲେକ୍ଟର ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ରାଜ୍ୟ ସରକାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ମିଳିଛି ଦାୟିତ୍ୱ । ମନୋରଞ୍ଜନ ସାହୁଙ୍କୁ…
ନଭେମ୍ବର ୫ରେ ହେବ NRTS ପରୀକ୍ଷା: ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିବା ସହିତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଥିଲେ । ଅକ୍ଟୋବର ୨୩…
ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ, ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ଫୁଟାଯିବ ବାଣ
ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ ପର୍ବ। ଏନେଇ ସହରଠୁ ପଲ୍ଲୀ ଯାଏଁ ସବୁଠି ଉତ୍ସବ ମୁଖର ହୋଇଉଠିଛି। ଏହାରି ମଧ୍ୟରେ ବାଣ ବିକ୍ରିକୁ ନେଇ ଗାଇଡଲାଇନ ଜାରି ହୋଇଛି। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବାଣ ଫୁଟିବ।…
(Video) ସତ ହେବ କି ଭବିଷ୍ୟବାଣୀ? ନଭେମ୍ବରରେ ଓଡ଼ିଶାକୁ ଆସୁଛି ଆଉ ଏକ ବାତ୍ୟା! ୧୫ ତାରିଖରେ ରଚିବ ତାଣ୍ଡବ
ଓଡ଼ିଶା ଭାସ୍କର: ଅକ୍ଟୋବର ନଭେମ୍ବର ମାସ ଆସିଲେ ଓଡିଶାବାସୀଙ୍କ ମନରେ ଛନକା ପଶୁଛି । ଅକ୍ଟୋବର ୨୪ ତାରିଖରେ ବାତ୍ୟା ଦାନା ରାଜ୍ୟର ତିନୋଟି ଜିଲ୍ଲାରେ ତାଣ୍ଡବ କରିଛି । ଏବେ ବି ବନ୍ୟା ପାଣି ଘେରରେ ଏବେ ଅଛନ୍ତି ଶହ ଶହ…