Browsing Category
ରାଜ୍ୟ
ଅମର ଶତପଥୀ-ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନକୁ ଦେବାଶିଷଙ୍କ କାଉଣ୍ଟର, କହିଲେ ପାଣ୍ଡିଆନ ଆମ ନେତା ନଥିଲେ
debasish samantray counter attack on amar satpathys reaction on vk pandian
ସାଇବର ଠକେଇ ପାଇଁ ପ୍ରି ପ୍ଲାନ, ରାଜଧାନୀରୁ ଠାବ ହେଲା ନକଲି କଲ୍ ସେଣ୍ଟର
ଭୁବନେଶ୍ବର: ସାଇବର ଠକେଇ ପାଇଁ ପ୍ରି ପ୍ଲାନ । ରାଜଧାନୀ ଭୁବନେଶ୍ବରରୁ ଠାବ ହେଲା ନକଲି କଲ୍ ସେଣ୍ଟର । ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରୁ ଠାବ କଲା ପୋଲିସ । ସାଇବର ଠକେଇ ପାଇଁ ଏହା ଆପାର୍ଟମେଣ୍ଟରେ ପ୍ଲିପ୍ଲାନ…
ଲୁଟ ଟଙ୍କା ଫେରାଇଦେଲା ପୋଲିସ, ଖୁସିରେ ବୃଦ୍ଧା ମାଉସୀ ଜିଲାପି ନେଇ ଥାନାରେ ହାଜର
ସମ୍ବଲପୁର: ପୋଲିସକୁ ମାଉସୀଙ୍କ ଜିଲାପି ଭେଟି । କୌଣସି ଲାଞ୍ଚ ନୁହେଁ, କୃତଜ୍ଞତା ସ୍ୱରୂପ ଜଣେ ବୃଦ୍ଧା ପୋଲିସକୁ ଭେଟି ଦେଇଛନ୍ତି ଜିଲାପି । ଗରିବ ମାଉସୀ ଜଣଙ୍କର ୫୦ ହଜାର ଟଙ୍କା ଲୁଟେରାଙ୍କ ଠାରୁ ପୋଲିସ ଉଦ୍ଧାର…
ପିପିଲି ନିକଟସ୍ଥ ଅଲାରପୁରର ହର ଦୂର୍ଗା କ୍ଲବ୍ ପକ୍ଷରୁ କୁମାର ଉତ୍ସବ ଆୟୋଜିତ; ପିପିଲି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ:…
ଭୁବନେଶ୍ୱର: 'ଡେଲାଙ୍ଗ ପିପିଲି ଅଞ୍ଚଳ ହେଉଛି ଐତିହ୍ୟ ସଂପନ୍ନ ସ୍ଥଳ । ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ଏଠାରେ ହୋଇଛି । ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ । ଏଠାରେ ମଧ୍ୟ ପ୍ରାଚୀନ କାଳରୁ ଓଡ଼ିଶା…
ଅକ୍ଟୋବର ୨୩ରେ ହେବ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ୨୦୨୪କୁ ନେଇ ଆସିଛି ଏକ ବଡ଼ ଖବର । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା…
ସଇତାନ ସାଜିଲା ସ୍ୱାମୀ; ସ୍ତ୍ରୀ ଓ ପୁତୁରାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଅଭିଯୁକ୍ତ ଅଟକ
ବ୍ରହ୍ମଗିରି: ପୁରୀ ବ୍ରହ୍ମଗିିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତି ତା’ ସ୍ତ୍ରୀ ଓ ପୁତୁରା ଉପରେ ମରଣାନ୍ତକ ଆକ୍ରମଣ କରିଥିବା…
ରାତି ଅଧରେ ସରପଞ୍ଚଙ୍କ ଘର ଉପରେ ବୋମା ମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ
ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଷାଣୀ ନୂଆଗାଁ ଅନ୍ତର୍ଗତ ଫୁଲଟା ଗାଁରେ ସରପଞ୍ଚଙ୍କ ଘରେ ଉପରକୁ ବୋମାମାଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରି ଫେରାର…
ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ: ୭୮ ବର୍ଷରେ ପଦାର୍ପଣ କଲେ ଓଡ଼ିଶା ରାଜନୀତିର ମହାନାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଏହି ଅବସରରେ ନବୀନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ…
ସାବଧାନ! ମାଡି ଆସୁଛି 1999 ଠାରୁ ବି ଭୟଙ୍କର ବାତ୍ୟା, 24 ତାରିଖରେ ଓଡିଶା ଉପକୂଳ ଛୁଇଁପାରେ…
ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଲା ବାତ୍ୟା ଭୟ । ପୁଣି ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନିଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି…
Kumar Purnima: କୁଆଁର ପୁନେଇ ଜହ୍ନ ଗୋ…ଗୀତରେ କମ୍ପିବ ଗଗନ ପବନ, ଏଭଳି ପୂଜା କଲେ ମିଳିବ ସୁନ୍ଦର ବର
ଭୁବନେଶ୍ବର(ଓଡିଶା ଭାସ୍କର): ଆଜି କୁମାର ପୁର୍ଣ୍ଣିମା । ଓଡିଶାର ଘରେ ଘରେ ଏହି ପର୍ବ ପାଳନ କରାଯାଇଥାଏ । କୁମାରୀମାନଙ୍କର ବଡ ପର୍ବ ହେଉଛି କୁମାପ ପୁର୍ଣ୍ଣିମା । ଏହାକୁ କୁଆଁରିମାନଙ୍କର ପୁର୍ଣ୍ଣିମା ବୋଲି ବିବେଚନା…