Browsing Category

ରାଜ୍ୟ

ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ; ସୁଲୋଚନା ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଯୋଜନାକୁ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା…

ରାଜ୍ୟରେ ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ; ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ । ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସୂଚନା । କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ସୂଚନା ।…

ନୂଆଁଖାଇ ପାଇଁ ବ୍ୟାଙ୍କ ଛୁଟି; ଏନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ (ସୋମବାର) ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…

ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ଗିରଫ, ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆଜି…

ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତି ଗାନ୍ଧୀମାର୍ଗରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟବ୍ୟାପି ସୁଭଦ୍ରା…

Video; ଜଣାପଡ଼ିଲା କାରଣ, ଏହି କାରଣରୁ ଓଡ଼ିଶାରେ ବଜ୍ରପାତରେ ଚାଲିଯାଉଛି ଏତେ ଲୋକଙ୍କ ଜୀବନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜଣାପଡିଲା ସତ ବଜ୍ରପାତ ମୃତ୍ୟୁରେ କାହିଁକି ୧ନମ୍ବର ଓଡିଶା ? ଏତେ ବଡ଼ ବଡ଼ ରାଜ୍ୟଙ୍କୁ ପଛରେ ପକେଇ ଆଗୁଆ ରହିଛି। ଓଡ଼ିଶାରେ ରହିଛି ଏମିତି ଏକ ଜିନିଷ ଯେଉଁ କାରଣରୁ ବାରମ୍ବାର ଘଟୁଛି…

ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗକୁ ବଢ଼ିଲା ଭାରତ; ଅଗ୍ନି-୪ର ହେଲା ସଫଳ ଉତକ୍ଷେପଣ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କଲା ଭାରତ । ଭାରତ ଶୁକ୍ରବାର ମଧ୍ୟମ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କରିଛି ।…

ଲଘୁଚାପର ପ୍ରଭାବରେ ରାଜ୍ୟରେ ଆଜିଠାରୁ ବୃଦ୍ଧି ପାଇବ ବର୍ଷା : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ…

ନୂଆପଡା ନବୋଦୟ ବିଦ୍ୟାଳୟରେ ରାଗିଂ: ୯ଛାତ୍ର, ଛାତ୍ରୀ ନିଲମ୍ବିତ

ନୂଆପଡା: କଲେଜ ତ କଲେଜ, ଏବେ ସ୍କୁଲରେ ହେଲାଣି ରାଗିଂ । ଜୁନିଅର ଛାତ୍ରଙ୍କୁ ରାଗିଂ କରି ହରଡ ଘଣାରେ ୭ ଛାତ୍ର । ସେମାନଙ୍କୁ କରାଯାଇଛି ନିଲମ୍ବନ । ଏମିତି ଘଟଣା ଘଟିଛି ନୂଆପଡା ପରି ପଛୁଆ ଓ ଆଦିବାସୀ ବହୁଳ ଜିଲ୍ଲାରେ…

ରେଭେନ୍ସାକୁ ନେଇ ବିଜେପି କରୁଛି ଷଡଯନ୍ତ୍ର: ଏଆଇଡିଏସ୍‌ଓ

ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନକୁ ବିଜେପିର ହୀନ ମନ୍ୟତା କହି ଏପରି କାର୍ଯ୍ୟରୁ କ୍ଷାନ୍ତ ହେବାକୁ ନେଇ ଏଆଇଡିଏସଓ କରିଛି ବିକ୍ଷୋଭ । ଷଡଯନ୍ତ୍ର ବନ୍ଦ କରି ରେଭେନ୍ସାରେ ଖାଲି ପଡିଥିବା ଅଧ୍ୟାପକ, ପ୍ରଫେସର…