Browsing Category

ରାଜ୍ୟ

ନୂଆ ପାର୍ଟନରେ ହେବ ଯୁକ୍ତ ଦୁଇ ପରୀକ୍ଷା: ପ୍ରଶ୍ନପତ୍ରରେ ସଂକ୍ଷିପ୍ତ ମୂଳକ ପ୍ରଶ୍ନ ଉପରେ ଅଧିକ ଫୋକସ

ଭୁବନେଶ୍ୱର: ଏଥର ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦୁଇଟି ପର୍ଯ୍ୟାଯରେ ହେବ ୟୁକ୍ତ ଦୁଇ ପରୀକ୍ଷା । ଇଣ୍ଟରନାଲ ଓ ମୁଖ୍ୟ ପରୀକ୍ଷା ହେବ । ଏନେଇ ପ୍ରଶ୍ନପତ୍ର ଓ ପରୀକ୍ଷା ସୂଚୀର ରୂପରେଖ ରଖିଛି ଓଡ଼ିଶା…

RI, ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କରାଗଲା ଅବଗତ: ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ପରିଚାଳିତ ଆରଆଇ, ଅମିନ ପରୀକ୍ଷାରେ ହୋଇଥିବା ଅନିୟମିତା ନେଇ ରାଜ୍ୟବାସୀ ବିରୋଧାଭାସ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ…

ଅକ୍ଟୋବର ୭ ଓ ୧୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: GA ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୭ ତାରିଖ (ସୋମବାର) ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ସେହିଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ରହିଥିବାରୁ ଶୁଣାଣି…

ଭରତପୁର ଥାନା ନିର୍ଯାତନା ଘଟଣା: ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ତଦନ୍ତ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ଭରତପୁର ଥାନାରେ ଘଟିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ଆସିଛି ଏକ ନୂଆ ଅପଡେଟ୍ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ…

୧୬,୦୦୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ: ଗଣଶିକ୍ଷା ମନ୍ତ୍ରୀ କହିଲେ- ‘ଆଜି ଏକ ଐତିହାସିକ…

ଭୁବନେଶ୍ବର: ରାଜ୍ୟରେ ହଜାରେ କି ଦୁଇ ହଜାର ନୁହେଁ ଏକାକାଳୀନ ୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ…

ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ‘ବିଜୟରେ ଉନ୍ମାଦିତ କି ପରାଜୟରେ ହତୋଶ୍ଚାହିତ ହୁଅ ନାହିଁ’

ଭୁବନେଶ୍ବର(ଓଡିଶାଭାସ୍କର): ବିଜେଡି ଏବଂ ବିଜେପି ମଧ୍ୟରେ ଦୋଷ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ତେବେ କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟର ଆଜି କଡା ଜବାବ ଦେଇଛନ୍ତି…

(Video) ଓଡିଶାକୁ ବଡ ବିପଦ! ଆସିବ 1971 ଭଳି ବାତ୍ୟା, ଡହଳବିକଳ ହୋଇପାରନ୍ତି ଲୋକେ

ଭୁବନେଶ୍ବର(ଓଡିଶା ଭାସ୍କର): ଆସିବାକୁ ଆଉ ଏକ ବିପଦ ଆସିବାକୁ ଯାଉଛି । ଯେଉଁ ପ୍ରକାରେ ଆକଳନ କରାଯାଇଛି ତାହା ଶୁଣିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଛି । ଓଡିଶା 1971 ଭଳି ମହାବାତ୍ୟାର ସାମ୍ନା କରିବ ବୋଲି ଚର୍ଚ୍ଚା ହେଉଛି ।…

ଆଗାମୀ ଦିନରେ ସରକାରୀ ସ୍ତରରେ ପାଳନ ହେବ ବାଜି ରାଉତ ଜୟନ୍ତୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସହିଦ ବାଜି ରାଉତ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଆଗାମୀ ଦିନରେ ସରକାରୀ ସ୍ତରରେ ପାଳନ ହେବ ବାଜି ରାଉତ ଜୟନ୍ତୀ । ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ବାଜି ରାଉତ…

କେବେ ହେବ +2 ପରୀକ୍ଷା; ଘୋଷଣା ହେଲା ତାରିଖ, ଉପସ୍ଥାନ କମ୍ ଥିଲେ ମିଳିବନି ଆଡମିଟ୍ କାର୍ଡ

ଭୁବନେଶ୍ବର : ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । କେବେ ପରୀକ୍ଷା ହେବେ ସେନେଇ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ଆଜି ତାରିଖ ଘୋଷଣା କରକିଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡାକ୍ତର…

ଭୁବନେଶ୍ୱର କୁଆଖାଇ ପଠାରେ ବୁଲୁଛି କୁମ୍ଭୀର; ପାର୍ବଣରେ ପାଣି ପାଇଁ ନଦୀକୁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନଦୀ ପଠାରେ ଦେଖାଦେଇଛି କୁମ୍ଭୀର । କୁଆଖାଇ ନଦୀ ପଠାରେ ବୁଲୁଛି କୁମ୍ଭୀର । କୁମ୍ଭୀରକୁ ଦେଖି…