Browsing Category
ରାଜ୍ୟ
ହୀରାକୁଦରେ ଖୋଲିବ ୨୦ ଗେଟ୍: ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟର ଜଳ ନିଷ୍କାସିତ
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ପ୍ରଥମଥର ବନ୍ୟାଜଳ ନିଷ୍କାସିତ କରିବ ହୀରୀକୁଦ । ଆଜି ତିନୋଟି ପର୍ଯ୍ୟାୟ କ୍ରମେ ହୀରାକୁଦର ୨୦ଟି ଗେଟ ଖେଲାଯିବ । ସକାଳ ୯ଟାରେ ୭ଟି ଓ ୧୨ ଟା ପରେ ଆଉ ୭ଟି ଗେଟ୍ ଖୋଲାଯିବ ।…
(Video) ଶ୍ରାବଣ ମାସରେ ଅଲୌକିକ ଦୃଶ୍ୟ: ଘର ଭିତରେ ବିଶାଳ ହୁଙ୍କା, ନାଗ- ନାଗୁଣୀଙ୍କ ସହ ରହୁଛି ପରିବାର
ଓଡ଼ିଶା ଭାସ୍କର: ତାଙ୍କୁ ପୂଜା କରୁଛନ୍ତି କ୍ଷୀର ବି ପିବାକୁ ଦେଉଛନ୍ତି । ଯେଉଁଠି ପରିବାର ଲୋକ ରହୁଛନ୍ତି ସେଇଠି ଭୟଙ୍କର ନାଗ ନାଗୁଣୀ ବି ରହୁଛନ୍ତି । ଘର ଭିତରେ ରହିଛି ବିରାଟ ବିରାଟ ଗୁମ୍ଫା , ଯେଉଁଠି ପାଦ ପକେଇବେ…
(Video) ଓଡ଼ିଶା ଆସୁଛି ଆଳୁ, ନବୀନଙ୍କ ଚିଠି ପରେ ମାନିଗଲେ ମମତା: ଏବେ ଓଡ଼ିଶାରେ ବି କମିବ ମୂଲ୍ୟ
ଓଡ଼ିଶା ଭାସ୍କର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହାତରୁ ପଦ ଚାଲିଯାଇଛି ସତ, କିନ୍ତୁ ଏବେ ବି ସାଢେ ୪କୋଟି ଓଡ଼ିଆଙ୍କ ପାଇଁ କାନ୍ଦୁଛି ନବୀନଙ୍କ ମନ । ୨୪ ବର୍ଷ ଯେଉଁମାନଙ୍କ ସୁଖ-ଦୁଃଖରେ ସେ ଠିଆ…
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୟନିକାର ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ବିମାନବନ୍ଦର ଭିତରେ ବୟନିକାର ଏକ ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ର ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୟନିକାର…
Video; ଆଉ ମାତ୍ର କିଛି ଘଣ୍ଟା ପରେ ଖୋଲିବ ହୀରାକୁଦ ଗେଟ୍, ତଳିଆ ଅଞ୍ଚଳକୁ ସତର୍କ କରାଇଲେ କର୍ତ୍ତୃପକ୍ଷ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଉ ମାତ୍ର କିଛି ଘଣ୍ଟା ପରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ ।…
Video; ବିକ୍ରି ହେଲାଣି ପୁରୀ ବେଳାଭୂମି; ଆଗକୁ ବିକ୍ରିହେବ କି ସମୁଦ୍ର ଓ ଭୂତଳ!
ପୁରୀ: (ଓଡ଼ିଶା ଭାସ୍କର) ପୁରୀ ସମୁଦ୍ର ବେଳାଭୂମିକୁ ବି ଛାଡିଲେନି ଜମି ମାଫିଆ। ସମସ୍ତ ନିୟମକାନୁନକୁ ଉଲ୍ଲଂଘନ କରି ବେଳାଭୂମିକୁ ପ୍ଲଟିଂ କରି ବିକ୍ରି କରିବା ପାଇଁ କରିଛନ୍ତି ଯୋଜନା। ବେଳାଭୂମିକୁ ପ୍ଲଟିଂ କରି…
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି: ପୁଣି ୪ ଦିନ ଲଗାତାର ଭାବରେ ବୃଷ୍ଟିପାତ କରିବ
ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ରାଜ୍ୟରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାରେ ଏହାର ପ୍ରଭାବ ବହୁତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…
(Video) ସବୁ ସ୍ୱାମୀମାନେ ରାକ୍ଷସ ନୁହନ୍ତି, ହେଲେ ଧୀରେଧୀରେ ସବୁ ସ୍ୱାମୀ ରାକ୍ଷସ ପାଲଟି ଗଲେଣି….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁବ ସାମ୍ବାଦିକା ମଧୁ ପରିଡ଼ାଙ୍କ ମୃତ୍ୟୁକୁ ନେଇ ବିବାଦ ଥମୁନି । ରାଜ୍ୟର ଏକ ପ୍ରତିଷ୍ଠିତ ୱେବ ଚ୍ୟାନେଲରେ କାର୍ଯ୍ୟରତ ମଧୁଙ୍କ ସହ ଏପରି ହେବ ବୋଲି ତାଙ୍କର ବନ୍ଧୁ, ପରିବାରବର୍ଗ କେହି…
ଆଗାମୀ ୫ ଦିନ ଲଗାଣ ବର୍ଷା, ୭ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ…
ଅରବିନ୍ଦଙ୍କ ବଡ଼ ନିର୍ଦ୍ଦେଶ :ଓଡ଼ିଆ ଭାଷାରେ ହେବ କୃଷି ବିଭାଗର ସରକାରୀ କାର୍ଯ୍ୟ
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ…