Browsing Category
ରାଜ୍ୟ
ଆସୁଛି ଲଘୁଚାପ ! ଜାଣନ୍ତୁ କେବେ ଓ ଆଜିପାଇଁ କେଉଁ ଜିଲ୍ଲାକୁ ଦିଆଯାଇଛି ସତର୍କ ସୂଚନା
ଭୁବନେଶ୍ୱର,: ସୋମବାର କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅନ୍ୟ ଜିଲ୍ଲାଗୁଡିକରେ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ସେହିପରି ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା…
ପୁରୀ ବେଳାଭୂମିରେ ପ୍ରାତଃ ଭ୍ରମଣ କଲେ ମହାମହିମ ରାଷ୍ଟ୍ରପତି: କହିଲେ ନିଜର ଅନୁଭୂତି
ପୁରୀ: ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ସକାଳୁ ପୁରୀ ସମୁଦ୍ର କୂଳରେ ମର୍ଣ୍ଣିଂ ୱାକ୍ କରିଛନ୍ତି । ରାଷ୍ଟ୍ରପତି ପୁରୀ ବେଳାଭୂମିରେ କିଛିବାଟ ଚଲାବୁଲା କରିଥିଲେ । ଏହାପରେ ସମୁଦ୍ର କୂଳରେ କିଛି ସମୟ…
ନୂଆ ‘ଦଳ’ ଗଢୁଛନ୍ତି ନବୀନ ପଟ୍ଟନାୟକ: ବିଜେଡି ପଦାଧିକାରୀରେ ବଡ଼ ପରିବର୍ତ୍ତନ
ଭୁବନେଶ୍ୱର: ଚଳିତ ନିର୍ବାଚନରେ ବଡ଼ ପରାଜୟର ସାମନା କରିଛି ବିଜୁ ଜନତା ଦଳ । ୨୪ ବର୍ଷର ଶାସନ ପରେ ପ୍ରଥମ ଥର ପରାସ୍ତ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଜି ପବିତ୍ର ରଥଯାତ୍ରାରେ ପୂର୍ବତନ…
ବଡ଼ ଖବର… ଲକ୍ଷେ ଓଡ଼ିଆଙ୍କୁ ଚାକିରି ଦେବେ ରାଜ୍ୟ ସରକାର! ଓଡ଼ିଶାରେ ନିଯୁକ୍ତି ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ
ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର ।…
(Video) ମଞ୍ଚରେ ରାଷ୍ଟ୍ରପତି, ତଳେ ନବୀନ ପଟ୍ଟନାୟକ… ସଭାକୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶା ଦେଖିଲା ନୂଆ…
ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେଓଡ଼ିଶାବାସୀ ଦେଖିଛନ୍ତି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ଘଟଣା । ପ୍ରଥମ ଥର ନବୀନ ପଟ୍ଟନାୟକଙ୍କ ବିନା ହେଉଛି ସଭା । ରଥଯାତ୍ରାରେ ସାଧାରଣ ଜନତା ଭାବରେ ପହଞ୍ଚିଛନ୍ତି…
ରଥଟଣା ବେଳେ ଅଘଟଣ :ଜଣେ ଶ୍ରଦ୍ଧାଳୁ ମୃତ, ୪୦୦ ଜଣ ଆହତ
ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସମୟରେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୪୦୦ ଭକ୍ତ ଆହତ ସୂଚନା । ଲକ୍ଷ ଲକ୍ଷ…
ଘଣ୍ଟ-କାହାଳୀରେ କମ୍ପୁଛି ଶ୍ରୀକ୍ଷେତ୍ର, ବାହାରିଲେ ବଡ଼ ଭାଇ ବଳଭଦ୍ର: ପଛରେ କାଳିଆ
ପୁରୀ: ଆଜି ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ଚତୁର୍ଦ୍ଧାମୂରତୀ । ଭାଇ-ଭଉଣୀଙ୍କୁ ଧରି ମାଉସୀ ମା’ଙ୍କ ଘରକୁ ଅତିଥି ହୋଇ ଯାଉଛନ୍ତି ମହାପ୍ରଭୁ ଜଗନ୍ନାଥ । ବର୍ତ୍ତମାନ ଚତୁର୍ଦ୍ଧାମୁରତୀଙ୍କ ରଥ…
ଗଡ଼ୁନି ରଥ, ବୁଡ଼ିଗଲା ରାସ୍ତା, ଭାସୁଛି ଗାଡ଼ି ମୋଟର… ସାମାନ୍ୟ ବର୍ଷାରେ ଇସ୍କନ୍ ମନ୍ଦିର ରାସ୍ତା ଉବୁଟୁବୁ
ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା । ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନରେ ସାମାନ୍ୟ ବର୍ଷା ହୋଇଛି । କିନ୍ତୁ ଏହି ସାମାନ୍ୟ ବର୍ଷା ଭୁବନେଶ୍ୱରର ଇସ୍କନ୍ ମନ୍ଦିରରେ ସ୍ଥିତି…
ରଥରେ ବିରାଜିଲେ ତିନି ଠାକୁର, ରଥାରୂଢ଼ ଠାକୁରଙ୍କୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ
ପୁରୀ: ରଥରେ ବିଜେ ହେଲେ ତିନି ତିନି ଠାକୁର । ଆଜି ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ ଦେବଙ୍କ ପରେ ପହଣ୍ଡି କରାଯାଇ ଦେବୀ ସୁଭଦ୍ରା ଦେବଦଳନ ରଥରେ, ତାଳଧ୍ୱଜରେ ବଡ଼ଠାକୁର ବଳଭଦ୍ର ଓ ଶେଷରେ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷରେ…
(Video) ରତ୍ନ ଭଣ୍ଡାର ଖୋଲିଲେ କ’ଣ ହେବ? କାହିଁକି ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା?
ଓଡ଼ିଶା ଭାସ୍କର: ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରଠାରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ସହ ଏହାଭିତରେ ଥିବା ଜିନିଷର ତଦାରଖ କରାଯିବ ବୋଲି…