Browsing Category
ରାଜ୍ୟ
ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍, ତୀର୍ଥଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ନେଇ ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ସମୟରେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ତେଣୁ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରଥଯାତ୍ରା ସମୟରେ ରେଳ…
(Video) ରାଜ୍ୟବାସୀଙ୍କୁ ବଡ଼ ଝଟକା! ବନ୍ଦ ହୋଇପାରେ ‘ମୋ ଘର’ ଯୋଜନା, ସଙ୍କେତ ଦେଲେ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ‘ମୋ ଘର’ ଯୋଜନା ବନ୍ଦ ହୋଇପାରେ । ଏହି ଯୋଜନାକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍ । ଆମ ଗାଁ ଆମ ବିକାଶ ଓ ମୋ ଘର ଯୋଜନା ବନ୍ଦ ହୋଇପାରେ ।…
ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ପଟିଆ ସ୍ଥିତ ଡଲଫିନ ଗାର୍ଡେନ ଠାରେ, ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ…
ରଥ ଯାତ୍ରା ପାଇଁ ୩୧୫ ଟି ସ୍ଵତନ୍ତ୍ର ଟ୍ରେନ ଓ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀଠାରେ ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା…
ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ: GA ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୦ ବ୍ୟାଚର ବରିଷ୍ଠ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ମନୋଜ ଆହୁଜାଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ମନୋଜଙ୍କୁ ରାଜ୍ୟ ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ଭାବେ…
ସରକାରଙ୍କ ଦୋମୁହାଁ ନୀତି! ବନ୍ଦ ହେବନି ମଦ, କୋରାପୁଟରେ ଖୋଲିଲା ୮ ଟି ଦେଶୀ ମଦ ଦୋକାନ
Government policy! Mada will not stop, 8 local liquor shops have opened in Koraput
ରାଜ୍ୟରେ ବଢୁଛି ଡେଙ୍ଗୁ , ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ବଢିବା ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାପ୍ରକଟ କରିଛି । ଗତବର୍ଷ ଅପେକ୍ଷା ଏଥର ଅନେକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ…
ଅନଲାଇନ୍ ସପିଂକୁ ନେଇ ଆସିଲା ସାଙ୍ଘାତିକ ଖବର; ଅର୍ଡରର ୬ ପରେ ଆସିଲା ପାର୍ସଲ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିସ୍ମୟ ଘଟଣା ଭାଇରାଲ ହେବାରେ ଦେଖାଦେଇଛି । ଏଥିରେ ଦେଖାଯାଇଛି ଯେ ମୁମ୍ବାଇର ଅହସାନ ନାମକ ଏକ ବ୍ୟକ୍ତି ୬ ବର୍ଷ ତଳେ ଅନଲାଇନ ମାଧ୍ୟମରେ ଏକ ସ୍ଲିପର ଚପଲ ଅର୍ଡର…
୫ ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କତା, ଆଗାମୀ ୩ ଦିନ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗ ଜାରି କଲା ଆଲର୍ଟ
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ନୂଆପଡ଼ା, ସୋନପୁର, ବଲାଙ୍ଗୀର, ମୟୂରଭଞ୍ଜ, ଭଦ୍ରକ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସତର୍କତା ମୂଳକ ସୂଚନା…
କୋରାପୁଟରେ ୨ଆନ୍ଥ୍ରାକ୍ସ୍ ରୋଗୀ ଚିହ୍ନଟ, କୋରାପୁଟ ସିଡିଏମଓ ଅଫିସରୁ ସୂଚନା
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଡେଇଗୁଡା ଗାଁରେ ବଢି ଚାଲିଛି ଆନ୍ଥ୍ରାକ୍ସ ରୋଗ । ଏନେଇ କୋରାପୁଟର ପଡେଇଗୁଡା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଆକ୍ରାନ୍ତ ଥିବା ରୋଗୀମାନଙ୍କୁ ଚିହ୍ନଟ କରାଯାଇଛି । ସେହି ପୋଡେଇଗୁଡା ଗାଁରେ…