Browsing Category
ରାଜ୍ୟ
ଓଡ଼ିଶାର ଏହି ଜିଲ୍ଲାରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍, ବନ୍ଦ ହେଲା ୬ଟି ରୁଟରେ ବସ୍ ଚଳାଚଳ
ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍ । ଜିଲ୍ଲାର ୬ଟି ରୁଟରେ ବସ୍ ଚଳାଚଳ ବନ୍ଦ କରାଯିବା ନେଇ ସୂଚନା ରହିଛି । ଆରଟିଓ ବସ ଚଳାଚଳ ପରମିଟକୁ ବାତିଲ କରିଛନ୍ତି । ତେବେ ସମସ୍ତ ବସ ଅପରେଟର ଏହି ନୂଆ ନିୟମକୁ…
ଅଗଷ୍ଟ ୫ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସକାଳ ୮ଟାରୁ ପଞ୍ଜିକରଣ ଆରମ୍ଭ, GA ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୫ ତାରିଖ (ସୋମବାର) ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଦିନ ୧୧ଟା ସମୟରେ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ…
କୁବେର ଇଞ୍ଜିନିୟର ପ୍ରଭାସ ପ୍ରଧାନ ଗିରଫ: ଚଢ଼ଉ ପରେ ବାନ୍ଧିନେଲା ଭିଜିଲାନ୍ସ
କେନ୍ଦୁଝର : ଗିରଫ ହେଲେ କୁବେର ଯନ୍ତ୍ରୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ତାଙ୍କ ଘରେ…
(Video) ସାବଧାନ! ରାଜଧାନୀରେ ହେଉଛି ଗାଈ ଚୋରି, ରାତିରେ ଆସୁଛନ୍ତି ଗାଡ଼ିରେ ଲୋଡ୍ କରି ଚାଲିଯାଉଛନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କିଛି ଲୋକ ଦଳ ଦଳ ହୋଇ ଆସି ରାତିରେ ଗାଈମାନଙ୍କୁ ଉଠାଇ ନେଇଯାଉଥିବା ଅଭିଯୋଗ ହୋଇଛି । ଗାଈମାନଙ୍କୁ ଗାଡ଼ିରେ ଲୋଡ କରି ନିଆଯାଉଥିବା…
ରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଲେ, ହସ୍ପିଟାଲ ଆଧୁନୀକରଣ ନେଇ କହିଲେ ଏପରି କଥା
ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରୋଗୀଙ୍କ କିପରି ଯତ୍ନ ନିଆଯାଉଛି ସେ ବିଷୟରେ ପଚାରି ବୁଝିଥିଲେ । ରୋଗୀମାନଙ୍କ ସହିତ ଆଲୋଚନା…
ମାଡ଼ିଗଲା ଟ୍ରକ୍, ୨ କାଉଡ଼ିଆଙ୍କ ସମେତ ଜଣେ ବୃଦ୍ଧ ମୃତ
ଗଞ୍ଜାମ: ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥର ଡିମିରିଆ ଛକରେ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ୨ କାଉଡ଼ିଆଙ୍କ ସହ ଜଣେ ବୁଦ୍ଧଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ…
ଦୀନ ଦୟାଲ ସ୍ପର୍ଶ ଯୋଜନାରେ ଡାକ ଟିକଟ ସଂଗ୍ରହ ପାଇଁ ମିଳିବ ଛାତ୍ରବୃତ୍ତି, ଜାଣନ୍ତୁ କେତେ ଓ କିପରି କରିବେ ଆବେଦନ
ଭୁବନେଶ୍ୱର : ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ ବାର୍ଷିକ ବୃତ୍ତି ପ୍ରଦାନ ନିମନ୍ତେ ‘‘ଦୀନ ଦୟାଲ…
ରାୟଗଡ଼ାର ରାଜସ୍ୱ ବିଭାଗର କର୍ମଚାରୀଙ୍କ ଭିତରେ ଅଳବଦଳ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବଦଳି
ରାୟଗଡା: ରାଜସ୍ୱ ବିଭାଗର ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏଥିମଧ୍ୟରୁ ୧୮ ଜଣ ସେକ୍ସନ ଅଫିସରଙ୍କୁ ବଦଳି କରାଯାଇଛି । ୩୭ ସିନିୟର ଆସିଷ୍ଟାଣ୍ଟଙ୍କ ସମେତ ୧୦ ଜୁନିୟର ଆସିଷ୍ଟାଣ୍ଟଙ୍କ ବଦଳି…
ସମୁଦ୍ର ଭିତରୁ ସୁରକ୍ଷିତ ଉଦ୍ଧାର ହେଲେ ୭ ମତ୍ସ୍ୟଜୀବୀ: ଏସଆରସି ବିଭାଗର ବିରାଟ ସଫଳତା
ଭୁବନେଶ୍ୱର: ସମୁଦ୍ରରେ ଉଦ୍ଧାରକାରୀ ଟିମ୍ ର ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ । ଆଜି ସନ୍ଧ୍ୟା…
କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟରୁ ଆସିଲା ସୂଚନା : ପରବର୍ତ୍ତି ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ହୋଇପାରନ୍ତି
ଭୁବନେଶ୍ୱର: ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ (ଡିଜିପି) ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ(ଡିଜିପି) ଭାବେ ଯୋଗେଶ ବାହାଦୂର…