Browsing Category
ରାଜ୍ୟ
ଶଙ୍ଖ ଭବନ ନିର୍ମାଣରେ ଜାଲିଆତି: ରାଜ୍ୟ ସରକାର କରିବେ ତଦନ୍ତ
ଭୁବନେଶ୍ୱର: ବିଜୁ ଜନତା ଦଳର ପାର୍ଟି ଅଫିସ ଶଙ୍ଖ ଭବନକୁ ନେଇ ବିବାଦ ଦେଖାଦେଇଛି । । ବିଜେଡିର କାର୍ୟ୍ୟାଳୟ ଶଙ୍ଖ ଭବନକୁ ନେଇ ତଦନ୍ତ ହେବ । ଶଙ୍ଖ ଭବନ ଯେଉଁ ସ୍ଥାନରେ ତିଆରି ହୋଇଛି ତାହା ବେଆଇନ ବୋଲି କୁହାଯାଉଛି…
ମାଇକ୍ରୋସଫ୍ଟ ଆଉଟରେଜ ପାଇଁ ଡାଉନ ଅଛି ସର୍ଭର, ଆକାଶରେ ଧକ୍କା ହେବେ କି ବିମାନ, ପଢନ୍ତୁ ଏ ରିପୋର୍ଟ
ଓଡିଶା ଭାସ୍କର: ଗତକାଲି ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା କାରଣରୁ ସାରା ବିଶ୍ୱ ଏବେ ଅସୁବିଧାର ସାମ୍ନା କରୁଛି । ଫଳରେ ଅନେକ ଏୟାରଲାଇନ ସର୍ଭିସେସ ଓ ଏୟାରପୋର୍ଟ ବାଧିତ ହୋଇଛି । ତେବେ ଯେଉଁ ସମୟରେ ମାଇକ୍ରୋସଫ୍ଟର…
‘ରାଜ୍ୟରେ ରହିବନି ଝୁମ୍ପୁଡ଼ି ଘର’: ସୁରେଶ ପୂଜାରୀ
ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ତାଙ୍କ କହିବାନୁଯାୟୀ, ‘୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଦେଖିବ ସାରା…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାମ ବଦଳିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାମ ପରିବର୍ତ୍ତନ କରାଯାଇଛି । ଏହା ବଦଳରେ ଏହି ପୁରସ୍କାରର ନାମ ଏବେ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା…
ପ୍ରକାଶ ପାଇଲା +୨ ମେଧା ତାଲିକା, ସବୁଠାରୁ ଆଗରେ ରେଭେନ୍ସା
କଟକ: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ପିଲା ସ୍ଥାନ ଅଧିକାର କରିଛନ୍ତି । ତେବେ ଏହି…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି । ଅସୁସ୍ଥତା କାରଣରୁ କମଳା ବାରମ୍ବାର ମେଡିକାଲରେ ଆଡମିଟ୍ ହେବା ସହିତ ଚିକିତ୍ସିତ ହୋଇ ଆସୁଥିଲେ । କଟକ ଏସସିବିରେ…
Big News; ମାଗଣା Eye Test କରାଇବେ ଗାଡ଼ିଚାଳକ: NH କଡ଼ରେ ଚକ୍ଷୁ ପରୀକ୍ଷା ପାଇଁ ବ୍ୟବସ୍ଥା
କଟକ: ସିଲଭର ସିଟି କଟକରେ ଗାଡ଼ିଚାଳକମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ମାଗଣାରେ ଆଖି ପରୀକ୍ଷା କରାଇପାରିବେ ଗାଡ଼ିଚାଳକ । କଟକରେ ଗାଡ଼ିଚାଳକମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯିବ । ସାରା…
ସୁନାଥାଳି ଗଲା କୁଆଡେ: ମହାପ୍ରଭୁଙ୍କୁ ସୁନାଥାଳିରେ କାହିଁକି ଲାଗୁନି ଖେଚୁଡି ଭୋଗ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖେଲିବା ନେଇ ଏବେ ସାରା ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ମହାପ୍ରଭୁଙ୍କ ସୁନା ଥାଳି ଗାଏବ ହେବାନେଇ ପୁଣି ବିବାଦ ତେଜିଛି । ଶ୍ରୀମନ୍ଦିର ଇତିହାସରୁ ଜଣାପଡିଛି ଯେ, ମହାପ୍ରଭୁ…
ମାଇକ୍ରୋସଫ୍ଟକୁ ୨୩ ବିଲିୟନ ଡଲାର କ୍ଷତି, ଲାଗିଲା ବଡ ଝଟକା, ବିଶ୍ୱର ବିଭିନ୍ନ କମ୍ପାନୀ ଉପରେ ପଡିଲା ଆଇଟି ଆଉଟରେଜର ପ୍ରଭାବ
ଓଡିଶା ଭାସ୍କର: ଆଇଟିର ହିରୋ କୁହାଯାଉଥିବା ମାଇକ୍ରୋସଫ୍ଟକୁ ଆଇଟି ସିଷ୍ଟମ କ୍ରେଶ କାରଣରୁ ଏକ ବଡ ଅସୁବିଧାର ସାମ୍ନା କରିବାକୁ ପଡିଛି । ଫଳରେ ତାହାର ସେୟାର ପ୍ରାୟ ୦.୭୧ ପ୍ରତିଶତ କମିଛି । ଏହି କ୍ରେଶ କାରଣରୁ…
ବାଣ ଫୁଟାଇବାକୁ ମନା… ଆଜି ନୀଳାଦ୍ରି ବିଜେ ପହଣ୍ଡି ବେଳେ ଶ୍ରୀମନ୍ଦିରରେ କଟକଣା
ପୁରୀ: ପିବତ୍ର ରଥଯାତ୍ରାର ସମସ୍ତ ନୀତିକାନ୍ତି ଶେଷ ହୋଇଛି । ଆଜି ରଥାରୂଢ ଚତୁର୍ଦ୍ଧାମୂରତୀ ପୁଣିଥରେ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀମନ୍ଦିରରେ ବଡ଼ ଠାକୁରାଣୀ ମହାବାହୁଙ୍କ ଉପରେ ରୋଷ କରି ରହିଛନ୍ତି ।…