Browsing Category

ରାଜ୍ୟ

ଭୁବନେଶ୍ୱରରେ ଏନସିଇଆରଟିର ନକଲି ବହି ଜବତ, ୪ ଜଣ ଅଟକ, ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀରେ ଜବତ କରାଯାଇଛି ନକଲି ଏନସିଇଆରଟି ପୁସ୍ତକ । ଏହାକୁ ଜବତ କରିଛି କମିଶନରେଟ ପୋଲିସ । ପାଖାପାଖି ୧୦ ଲକ୍ଷ ଟଙ୍କାର ନକଲି ବହି ସହିତ ଏହି ବହି ଭଣ୍ଡାର ଗୁଡିକୁ ଧରିବାରେ ସଫଳ ହୋଇଛି କମିଶନରେଟ…

ବଡ଼ ଅଘଟଣ: ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଧାରଣାରେ ପଡ଼ିଥିଲା ବଡ଼ ବଡ଼ ପଥର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ ରେଳ ଷ୍ଟେସ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହ ଅଘଟଣ ପରେ କୋରାପୁଟ-ବିଶାଖାପଟନମ ରୁଟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ତେବେ ରେଳ…

ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପାପୁଅଙ୍କ ଜୀବନ, ମାଆ ଗୁରୁତର

ଯାଜପୁର: ଯାଜପୁରରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଦ୍ୟୁତ ଆଘାତରେ ବାପାପୁଅଙ୍କଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଅଛନ୍ତି । ଯାଜପୁର ରୋଡ ଥାନା ବେଙ୍ଗପାଟିଆ ଗାଁରେ ଏହି ଅଭାବନୀୟ ଘଟଣା…

ରାଜ୍ୟ ରାଜନୀତିର ବଡ଼ ଖବର: ଦୁଇଦିନରେ ୨ ଜଣ ବରିଷ୍ଠ ନେତା ଅସୁସ୍ଥ, ପ୍ରଚାର କାର୍ଯ୍ୟ ପ୍ରଭାବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି…

ପାଣି ପାଇଁ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ, ଯାତାୟାତ ପ୍ରଭାବିତ

ମୋହନା: ପାଣି ପାଇଁ ଜାତୀୟ ରାଜପଥରେ ଆନ୍ଦୋଳନ ଜାରି ରଖିଛନ୍ତି ଗ୍ରାମବାସୀ । ଏହି ଜଳ ସମସ୍ୟା ଆର୍‌.ଉଦୟଗିରି ଥାନା ଛେଳିଗଡ଼ ଗାଁରେ ଦେଖାଦେଇଛି । ସମାଧାନ ଦାବିରେ ୩୨୬ ନମ୍ବର ଏନଏଚ ଅବରୋଧ କରିଛନ୍ତି ଲୋକେ । ତେବେ…

ଗ୍ରୀଷ୍ମ ପ୍ରବାହ ପାଇଁ ଚିଡ଼ିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା, ପଶୁପକ୍ଷୀଙ୍କ ପାଇଁ ଖୁଆଡ଼ରେ ଲାଗିଛି ଫ୍ୟାନ୍ ଓ କୁଲର

ଓଡ଼ିଶା ଭାସ୍କର: ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରଭାବ ଯୋଗୁ ଜନଜୀବନକୁ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ଜୀବଜନ୍ତୁ ମଧ୍ୟ ତାତିରେ ଡହଳବିକଳ ହେଉଛନ୍ତି । ଦେଶର ବିଭିନ୍ନ ଚିଡ଼ିଆଖାନାରେ ପଶୁପକ୍ଷୀଙ୍କ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ‘ଘରୁ ମତଦାନ’ ପାଇଁ ଆବେଦନ କରିଛନ୍ତି ୪ ହଜାର ୧୫୮ ଜଣ ମତଦାତା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪ ହଜାର ୧୫୮ ଜଣ ମତଦାତା ‘ଘରୁ ମତଦାନ’ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ହଜାର ୧୯୬ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏବଂ ୧ ହଜାର ୯୬୨ ଜଣ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ୍ରି’ର ଆଉ ଏକ ପଦକ୍ଷେପ: ହସ୍ପିଟାଲ ପକ୍ଷରୁ ମାଗଣା ପରାମର୍ଶ ଶିବିର ଆୟୋଜନ

ଭୁବନେଶ୍ଵର: ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛି ଆମ୍ରି ହସ୍ପିଟାଲ। ଲୋକଙ୍କୁ ଭରସାଯୋଗ୍ୟ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହା ସର୍ବଦା ବଦ୍ଧପରିକର। ପୂର୍ବ ଭାରତର ଏହି ଅଗ୍ରଣୀ…

(Video) ଟିକେଟ ନ ମିଳୁ… ସିଧା କେନ୍ଦ୍ରରେ ଲଢିବେ ଶ୍ରୀମୟୀ ମିଶ୍ର! ପଛରେ ପଡ଼ଯିବେ କି ସୁଲତା ଦେଓ?

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ସରିଯାଇଛି । ଓଡ଼ିଶାର ସମସ୍ତ ଲୋକସଭା ଏବଂ ବିଦାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜୁ ଜନତା ଦଳ । କିନ୍ତୁ ଆରମ୍ଭରୁ…

(Video) ମିଳୁନି ଘର କି ସରକାରୀ ସହାୟତା: ନିର୍ବାଚନ ଜିତି ବି ଛେଳି ଚରାଉଛନ୍ତି ମିନର୍ଭା

ପୁରୀ: ନିର୍ବାଚନ ଜଣେ ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଥାଏ । ଅନେକ ସମୟରେ ଲୋକମାନଙ୍କ ମନରେ ଥିବା ଏହି ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଯାଏ । ଯାହାର ଏକ ବଡ଼ ଉଦାହରଣ ପାଲଟିଛନ୍ତି ରାଜନୀତି ଲଢେଇରେ ବିଜୟୀ ହୋଇଥିବା…