Browsing Category

ରାଜ୍ୟ

ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ପାରଦ, କେନ୍ଦୁଝର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ପାରଦ । ସାଢେ ୨ଟା ସୁଦ୍ଧା କେନ୍ଦୁଝରର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ । ଝାରସୁଗୁଡ଼ାର ତାପମାତ୍ରା ୪୨.୮, ସମ୍ବଲପୁରରେ…

(Video) ଫିକା ପଡ଼ିବ ପୂଜା Melody Stage: ନାମୀ-ଦାମୀ ସିଙ୍ଗରଙ୍କୁ ସାମିଲ ନ କରିବା ପାଇଁ ସଂଘର ନିଷ୍ପତ୍ତି

ଓଡ଼ିଶା ଭାସ୍କର: ଏଣିକି ଦୁର୍ଗାପୂଜା ହେଉ କି କାଳୀ ପୂଜା, ଫିକା ପଡ଼ିବ ମେଲୋଡି ନାଇଟ୍ । ଷ୍ଟାର ସିଙ୍ଗରଙ୍କୁ ବିନା ହେବ ମେଲୋଡି ପ୍ରୋଗ୍ରାମ । ମେଲୋଡିର ଯାକ-ଜମକ ଦୁନିଆରୁ ବାଦ୍ ପଡ଼ିବେ ଓଡ଼ିଶାର ପ୍ଲେ-ବ୍ୟାକ ସିଙ୍ଗର ।…

ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ, ୩ ଅସୁସ୍ଥ

ଭୁବନେଶ୍ୱର: ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆର ତୃତୀୟ ମହଲାରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ଘଟଣାରେ ୩ ଜଣଙ୍କୁ ଅସୁସ୍ଥ…

(Video) ପ୍ରଣବଙ୍କୁ ଚକମା ଦେବାକୁ Ready ଧର୍ମେନ୍ଦ୍ର… ଛକାପଞ୍ଝାରେ ବାଜି ଜିତିବାକୁ ଚକ୍ରବ୍ୟୁହ ରଚୁଛନ୍ତି କେନ୍ଦ୍ରମନ୍ତ୍ରୀ!

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏଥର ଦେଖିବ ମହାଲଢେଇ । ଯେଉଁ ମହାଲଢେଇରେ ମୁହାଁମୁହିଁ ହେବେ ବିଜେଡି ଏବଂ ବିଜେପିର ଦୁଇ ଶକ୍ତିଶାଳୀ ଯୋଦ୍ଧା । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିରୁ ମଇଦାନରେ…

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ, ଏଆଇସିସି ସଭାପତି ଖଡ଼ଗେଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ତେବେ ଦଳ ଦୁଲାଲଙ୍କ ଠାରୁ ଟିକେଟ ଫେରାଇ ନେବା ପରେ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି ।…

Breaking News; ଆହୁରି ଜାଳିବ ପ୍ରଚଣ୍ଡ ତାତି: ୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି । ପ୍ରତିଦିନ ଅଧିକାଂଶ ସହରର ତାପମାତ୍ରା ୪୦ ଉପରେ ରହୁଥିବା ବେଳେ ସକାଳ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ଇଛି । ତେବେ ବର୍ତ୍ତମାନ ଏହି…

ବାତିଲ୍ ହେବ Driving License… ମଦ୍ୟପାନ କରି ଗାଡି ଚଳାଉଥିଲେ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର: ‘ସେଫ୍ ଡ୍ରାଇଭ୍ ସେଫ୍ ସିଟି’ ଅଭିଯାନରେ କମିଶନରେଟ୍ ପୋଲିସ୍ ତରଫରୁ ଚାଲିଛି ‘ଡ୍ରଙ୍କେନ ଡ୍ରାଇଭିଂ’ ଯାଞ୍ଚ । ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ସଚେତନ ଏବଂ ସାବାଡ କରିବାକୁ ରାତି ସମୟରେ କଡାକଡି…

ମଇ ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ : ଆହୁରି ୨ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ପଶ୍ଚିମା ଏବଂ ଉତ୍ତର ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ରାଜ୍ୟର…

ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଓଡ଼ିଶାରେ କେବେଠୁ ନାମାଙ୍କନ ?

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ୩ୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଛି…

(Video) ଓଡ଼ିଶାକୁ ଦେଖାଦେବ ଘୋର୍ ଜଳ ସଂକଟ ! ପାଣି ପାଇଁ ଡହଳ ବିକଳ ହେବେ ରାଜ୍ୟବାସୀ !

ଭୁବନେଶ୍ୱର: ଶୁଖିଯିବ ପାଣି, ଫାଟିଯିବ ମାଟି । ଏମିତିକି ଦେଖାଦେଇପାରେ ମରୁଡି ଭଳି ସମସ୍ୟା । ଆଗକୁ ଓଡିଶାକୁ ମାଡି ଆସୁଛି ଘୋର ବିପଦ । ନିକଟ ଭବିଷ୍ୟତରେ ସମୟ ଏମିତି ଆସିପାରେଯେତେବେଳେ ଲୋକେ ପାଣି ପାଇଁ ଡହଳ ବିକଳ…