Browsing Category

ରାଜ୍ୟ

(Video) ଖରାଦିନେ ଘଟିଲା ବଡ଼ ଅଘଟଣ: କେହି କିଛି ବୁଝିବା ଆଗରୁ ହଠାତ୍ ଜଳି ଉଠିଲା କାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦିନ ୨.୩୦…

ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା; ଡାକ୍ତର-ନର୍ସଙ୍କ ନାଁରେ ଥାନାରେ ମାମଲା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଡାକ୍ଟରଙ୍କ ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା । ଝିଅକୁ ମାରିଦେଇଥିବା ଅଭିଯୋଗରେ ରାତିରେ ଚିକିତ୍ସାରେ ଥିବା ଡାକ୍ତର ଓ ନର୍ସଙ୍କ ନାଁରେ ଥାନାରେ ମାମଲା । ଗତକାଲି…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବେ ହୋମିଓପାଥିକ ମେଡିକାଲ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ସେବାର ପ୍ରମୁଖ ଭୂମିକା ରହିଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି । ଆୟୁଷ ଚିକିତ୍ସାରେ ପରିବର୍ତ୍ତନ ଘଟିବ । ହୋମିଓପାଥି ଓ ଆୟୁବେଦ…

ପୋଲିସ ହାତରେ ସାଇବର ଠକ ସ୍ବାମୀ-ସ୍ତ୍ରୀ ଗ୍ୟାଙ୍ଗ; ଦେଉଥିଲେ ୨୦% ସୁଧର ଲୋଭନୀୟ ଅଫର୍

ଭୁବନେଶ୍ଵର: କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗ ର ୪ ସାଇବର ଠକ୍ ଙ୍କୁ ଗିରଫ କଲା ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି…

VRS ନେଲେ ଆଇପିଏସ ସଞ୍ଜୟ ସିଂହ: ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୬ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ସଞ୍ଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ଭିଆରଏସ ନେବା ପାଇଁ…

ଗାଧୋଇବା ବେଳେ ଅଘଟଣ, ନଦୀରେ ବୁଡ଼ି ଦୁଇ ଭାଇ ନିଖୋଜ

ଓଡ଼ିଶା ଭାସ୍କର: ନଦୀରେ ଗାଧୋଇବା ବେଳେ ଅଘଟଣ । ଜୋକଡ଼ିଆ ଖରସ୍ରୋତା ନଦୀରେ ଗାଧୋଇବା ସମୟରେ ବୁଡ଼ି ଦୁଇ ଭାଇ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି । ଦୁଇ ଭାଇଙ୍କୁ ଖୋଜା ଖୋଜି ଜାରି ରହିଛି ।

(Video) ଏଥର କାଠଗଡ଼ା ନୁହେଁ, ପ୍ରଚାର ମଇଦାନରେ ଲଢିବେ ବର୍ଷା-ଅନୁଭବ: ଜୋରଦାର ଲଢେଇ ଦେଖିବ ଓଡ଼ିଶା

ଓଡ଼ିଶା ଭାସ୍କର: ନା ଥିବ  କୋର୍ଟ, ନା ଥିବ କାଠଗଡ଼ା, ନା ଅର୍ଡର କହିବା ପାଇଁ ଥିବେ ବିଚାରପତି । କିନ୍ତୁ ତଥାପି ମୁହାଁମୁହିଁ ଲଢିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଏଥର ରାଜନୀତି ମଇଦାନରେ ହେବ…

ପରଲୋକରେ ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ଡ. ସଚ୍ଚି ଦାସ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ଷୀୟାନ ନିର୍ଦ୍ଦେଶକ ଡ. ସଚ୍ଚି ଦାସ ଆଉ ନାହାଁନ୍ତି । ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

Breaking News; ସ୍ୱାମୀ ଛାଡ଼ିଲେ, ସ୍ତ୍ରୀ ଆସିଲେ…. ବିଜେଡିରେ ସାମିଲ ହେଲେ ଓଲିଉଡ କୁଇନ୍ ବର୍ଷା

ଭୁବନେଶ୍ୱର: ପାରିବାରିକ ବିବାଦରୁ ମୁକ୍ତ ହେବା ପରେ ଏବେ ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବର୍ଷା…

ହାତ ଧରିଲେ ସିପ୍ରା ମଲ୍ଲିକ, ବିଧିବଦ୍ଧ ଭାବରେ କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ଦଳଡିଆଁ ପର୍ବ ଶେଷ ହେବାର ନାଁ ଧରୁନାହିଁ । କିଏ ଟିକେଟ ପାଇବା ଆଶାରେ ଦଳ ବଦଳ କରୁଛି ତ ଆଉ କିଏ ଦଳରେ ଅଣଦେଖା କାରଣରୁ ଦଳ ବଦଳ କରୁଛି ।…