Browsing Category

ରାଜ୍ୟ

ଆସନ୍ତାକାଲି ଠାରୁ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଅକ୍ଟୋବର ୧୬ ତାରିଖ ଅପରାହ୍ନରେ ସେ ପ୍ରଥମେ ହରିୟାଣା ଅଭିମୁଖେ ଗସ୍ତ କରିବେ । ଅକ୍ଟୋବର ୧୭ ତାରିଖ ଦିନ…

୧୭/୧୮, କେଉଁ ଦିନରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷ୍ୟାଳି ତାକୁ ନେଇ ଚିନ୍ତାରେ

ଭୁବନେଶ୍ୱର: ଚଳିତ ବର୍ଷ କାର୍ତ୍ତିକ ବ୍ରତକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଅନେକ ଏହାକୁ ୧୭ କହୁଥିବା ବେଳେ ଅନେକ କହୁଛନ୍ତି ୧୮ ଅକ୍ଟୋବର । କ୍ୟାଲେଣ୍ଡର ଓ ପାଞ୍ଜିରେ ଥିବା ଭିନ୍ନ ମତ ପାଇଁ ହବିଷ୍ୟାଳି ବୁଝିପାରୁ…

ଧାନ ସଂଗ୍ରହରେ ଅନିୟମିତତା ଓ ଦୁର୍ନୀତି ଉପରେ ତୀକ୍ଷ୍ମ ନଜର ରଖାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶେଷ କରି ଧାନ ସଂଗ୍ରହରେ…

ଜଳ ସଂରକ୍ଷଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା: ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସାରା ଦେଶରେ ଚମକିଛି ଓଡ଼ିଶା । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶାକୁ ଏଥିରେ ସାରା…

ଅମର ଶତପଥୀଙ୍କୁ ଦଳର ମୁଖପାତ୍ର ବାହାରର ରାସ୍ତା ଦେଖାଇବା ପ୍ରସଙ୍ଗରେ ଭିନ୍ନ ମତ

ଭୁବନେଶ୍ୱର: ନା ଏବେ ଅଛି କୌଣସି ନିର୍ବାଚନ, ନାହିଁ ଶାସକ ବିରୋଧୀ ମଧ୍ୟରେ ଟକ୍କରା ଟକ୍କରୀ ସ୍ଥିତି । ହେଲେ ରାଜ୍ୟ ରାଜନୀତିରେ ଭରିଛି ତାତି । ଗାଁଠୁ ସହର, ସବୁଠି ରାଜନୀତି ଚର୍ଚ୍ଚା । ସବୁଠି ଗୋଟିଏ ବିଷୟ, ବିଜେଡି…

ଧାନ କିଣା ପାଇଁ ଲୋକସେବା ଭବନରେ ବସିଲା ଗୁରୁତ୍ବପୁର୍ଣ ବୈଠକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଧାନ କିଣା ପାଇଁ ଲୋକସେବା ଭବନରେ ବସିଲା ଗୁରୁତ୍ବପୁର୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୩୦ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ ଧାନ ସଂଗ୍ରହରେ ନିୟୋଜିତ ହେବାକୁ…

Bali Yatra 2024: ନଭେମ୍ବର ମାସରେ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଆଜିଠୁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ

କଟକ: ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାଲିଯାତ୍ରାରେ ଷ୍ଟଲ ଖଣ୍ଡେ ପାଇବା ପାଇଁ ବ୍ୟବସାୟୀମାନେ ବ୍ୟାକୁଳ ହୋଇଥାନ୍ତି ।  …

ଯେତେଦିନ ଯାଏଁ ପାଣ୍ଡିଆନ ଥିବେ, ସେତେଦିନ ଯାଏଁ ବିଜେଡି ଆସିବ ନାହିଁ : ପାଟ୍ଟଶାଣୀ

ଭୁବନେଶ୍ବର(ଓଡିଶା ଭାସ୍କର): ପାଣ୍ଡିଆନଙ୍କୁ ନେଇ ସମାଲୋଚନା ଥମିବାର ନାଁ ନେଉନାହିଁ । ବିଜେଡି ପରାଜୟର କାରଣ ପାଣ୍ଡିଆନ ବୋଲି ଅନେକ ଦାବି କରୁଛନ୍ତି । ଅମର ଶତପଥିଙ୍କ ପରେ ଆଜି ମୁହଁ ଖୋଲି ବଡ ବୟାନ ଦେଇଛନ୍ତି…

ଦଶହରା ଛୁଟିରେ ବୁଲି ଆସିଥିଲେ ମାମୁଁଘର, ପୋଖରୀରେ ବୁଡି ଭାଇ-ଭଉଣୀ ମୃତ

ଭୁବନେଶ୍ବର: କାଳ ସାଜିଲା ମଙ୍ଗଳବାର । ଗାଧୋଇବା ପାଇଁ ଆସିଥିବା ବେଳେ ବୁଡିଗଲେ ଭାଇ ଭଉଣୀ । ପୋଖରୀରେ ବୁଡି ଭାଇଭଉଣୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଉଭୟଙ୍କର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।…

ବାଙ୍କୀ କୋର୍ଟ ଆଗରେ ଦମ୍ପତିଙ୍କ ଘମାଘୋଟ ଯୁଦ୍ଧ, ଏହି କାରଣ ପାଇଁ ସ୍ୱାମୀକୁ ମାଡ଼ ମାରିଲା ସ୍ତ୍ରୀ

କଟକ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିବା ଏକ ସାଧାରଣ କଥା। ବେଳେ ବେଳେ ବୈବାହିକ ଜୀବନରେ ଅଶାନ୍ତି ଏବଂ ଏକ୍ସଟ୍ରା ମ୍ୟାରିଟାଲ ଆଫେୟର୍ସ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଡ ଝଗଡା ଲାଗିଥାଏ। ଏହିସବୁ ମାମଲା…