
Browsing Category
ରାଜ୍ୟ
ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଆଇନ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୮ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ କୁହାଯାଇଥିଲା । ଏହାପରେ…
Breaking News; ଓଡ଼ିଶା ରାଜନୀତିରେ ନବୀନଙ୍କ ନୂଆ ରୂପ: ବିରୋଧୀ ଦଳର ନେତା ହେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ୨୦୨୪ ନିର୍ବାଚନ ସାରା ଓଡ଼ିଶାକୁ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଆଜି ଓଡ଼ିଶା ବିଧାନସଭା ପାଇଁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ…
(Video) ନା ପାଣ୍ଡିଆନ-ନା କୁଟେ…ରାଜନୀତିରେ ନବୀନ ଖେଳିବେ ମାଷ୍ଟରଷ୍ଟ୍ରୋକ, ବଦଳିବ ବିଜେଡିର ଚିତ୍ର
ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ମଧ୍ୟ ବିିଜେଡିକୁ ପରାସ୍ତ କରିବାରେ ସପଳ ହୋଇଛି ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳକୁ…
ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ସ୍ୱତନ୍ତ୍ର ଟିମ ଦ୍ୱାରା ସ୍ଥିତି ଅନୁଧ୍ୟାନ ପରେ ମରାମତି ହେବ ରତ୍ନଭଣ୍ଡାର
ପୁରୀ: ଆସନ୍ତା ଜୁଲାଇ ୮ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଥିଲାଗି ରତ୍ନଭଣ୍ଡାରର ବାହାର ପାଶ୍ୱର୍ କାନ୍ଥରେ ଲେଜର ସ୍କାନିଂ କରାଯାଇଛି । ଏହାରା ସମ୍ପୂର୍ଣ୍ଣ ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି ହେବା ନେଇ…
କାଳିଆ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ, କହିଲେ ‘ଅପେକ୍ଷା କରନ୍ତୁ’
ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ । କହିଲେ କାଳିଆ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା । ଚାଲୁ ରହିବ କି ନାହିଁ ପ୍ରଶ୍ନର ଉତ୍ତର ରଖିଲେ କେ.ଭି ସିଂହଦେଓ । ଉତ୍ତରରେ କୃଷିମନ୍ତ୍ରୀ…
BIG BREAKING…ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ । ୱେବ୍ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ ।
OSSTET ହେଉଛି ଓଡ଼ିଶା…
ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସୁରମା ପାଢ଼ୀ
ଭୁବନେଶ୍ୱର: ବିଧାନସଭାରେ ଶେଷ ହୋଇଛି ବିଧାୟକ ଦଳ ବୈଠକ । ଏହି ବୈଠକ ପରେ ବିଜେପି ବାଚସ୍ପତି ପଦ ପାଇଁ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାମ ଘୋଷଣା କରିଛି । ବାଚସ୍ପଚି ପଦ ପାଇଁ ନାମ ଘୋଷଣା ହେବା ପରେ ନାମାଙ୍କର…
ପୁରୀ: ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ; ଏଯାଏଁ ହୋଇନି ମଙ୍ଗଳ ଆଳତି
ପୁରୀ: (ଓଡ଼ିଶା ଭାସ୍କର) ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ । ନୀତି ବିଳମ୍ବ ଯୋଗୁଁ ହୋଇନାହିଁ ମଙ୍ଗଳ ଆଳତି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ…
ଡ୍ରେନ ଟ୍ରାଜେଡି: ‘୩ ଦିନ ଭିତରେ ବାକିଥିବା ସବୁ ଡ୍ରେନ କଭର୍ ହେବ’, ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରରେ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ୟୁନିଟ୍-୩ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିଲା । ବର୍ଷା ପାଣିର ସ୍ରୋତରେ ଭାସିଯାଇଥିଲା ଏକ ନାବାଳକ । ଅନେକ ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇ…
ଆଜିଠାରୁ ‘ଡିପଥେରିଆ’ ବୁଷ୍ଟର ଡୋଜ୍, ସଂକ୍ରମଣ ଅଞ୍ଚଳରେ ଚାଲିଛି ସର୍ଭେଲାନ୍ସ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଡିପଥେରିଆ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି । ରାୟଗଡ଼ା ପରେ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ବ୍ୟାପିବାରେ ଲାଗିଛି । ତେବେ ରାଜ୍ୟରେ ଡିପଥେରିଆ…