
Browsing Category
ରାଜ୍ୟ
(Video) ମିଳିବନି ସୁଭଦ୍ରା ଟଙ୍କା: ଏହି ସବୁ ପ୍ରମାଣ ପତ୍ର ନଥିଲେ ଯୋଜନାରୁ ବାଦ୍ ପଡ଼ିବେ ମହିଳା
ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ସୁଭଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳାଙ୍କର ଆର୍ଥିକ ବିକାଶ ହୋଇପାରିବ । ମାଗଣାରେ ଘରେ ବସି ପାଇବେ ସୁଭଦ୍ରା…
ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ବାଲ ସାହିତ୍ୟ ଓ ଯୁବ ପୁରସ୍କାର
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ବାଲ ସାହିତ୍ୟ, ଯୁବ ପୁରସ୍କାର । ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ପାଇବେ ବାଲ ପୁରସ୍କାର । ପୁସ୍ତକ ‘ଗପ କଳିକା’ ପାଇଁ…
ଛତିଶଗଡରେ ଏନକାଉଣ୍ଟର, ୮ ନକ୍ସଲ ନିପାତ
ଭୁବନେଶ୍ୱର: ଛତିଶଗଡରେ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁର ଜିଲ୍ଲାର ଆବୁଝମା ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର । ଆବୁଝମା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଛି ଗୁଳି ବିନିମୟ ।…
(Video) ମଟନ୍ ଝୋଳରେ ଜମିଲା ପହିଲି ରଜ: ୫ କୋଟି ଟଙ୍କାର Non-Veg ଖାଇଗଲେ ଭୁବନେଶ୍ୱର ବାସୀ
ଓଡ଼ିଶା ଭାସ୍କର: ସରିଲା ପହିଲି ରଜ । ଆଜି ରଜ ସଂକ୍ରାନ୍ତି ପାଳୁଛି ସାରା ଓଡ଼ିଶା । କିନ୍ତୁ ସଂକ୍ରାନ୍ତି ପୂର୍ବରୁ ଆମିଷ ମାଡ଼ରେ ପହିଲି ରଜର ଖୁବ ମଜା ଉଠାଇଛନ୍ତି ଭୁବନେଶ୍ୱର ବାସୀ । ମାଛ, ମାଂସ ଇତ୍ୟାଦି ଆମିଷ ଆଇଟମରେ…
ବିରଳ କଇଁଛ ଉଦ୍ଧାର, ୪ ଜଣଙ୍କୁ ଗିରଫ କଲା ବନ ବିଭାଗ
ନବରଙ୍ଗପୁର: ପୁଣି ଧରାପଡ଼ିଲେ କଇଁଛ ଚୋରା ଚାଲାଣକାରୀ । ଝରିଗାଁ ବନବିଭାଗ ପକ୍ଷରୁ ୧୭୬ଟି ବିରଳ କଇଁଛ ଉଦ୍ଧାର କରାଯାଇଛି । ଚକଳାପଦର କଂଗ୍ରା ନିକଟରେ କଇଁଛ ଚୋରାଚାଲାଣ ବେଳେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।
ଭୁବନେଶ୍ୱର ପହଞ୍ଚିଲା ୨ ଓଡ଼ିଆଙ୍କ ପାର୍ଥିବ ଶରୀର, ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଆଜି କୁଏତରୁ ଭୁବନେଶ୍ୱର ଫେରିଲା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଫେରିଲା ମୃତଦେହ । ମୃତକ ଦୁଇ ଜଣ ହେଲେ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ…
ବଢୁଛି ମ୍ୟାଲେରିଆ ସଂକ୍ରମଣ: ଗୋଟିଏ ଗାଁରୁ ୩୦ରୁ ଅଧିକ ଲୋକ ଆକ୍ରାନ୍ତ, ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ
ବୈପାରୀଗୁଡ଼ା: ମୌସୂମୀ ଆସିବା ପୂର୍ବରୁ ରାଜ୍ୟରେ ବଢିଲାଣି ମ୍ୟାଲେରିଆ ଆତଙ୍କ । ବୈପାରୀଗୁଡ଼ା କାଲିଆଟାଲ ଗାଁରେ ମ୍ୟାଲେରିଆ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଏହି ଗାଁର ଦୁଇ…
ରଜରେ ଅଘଟଣ: ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଉର୍ଦ୍ଧ୍ୱ ଆହତ
ଭୁବନେଶ୍ୱର: ଆଜି ସକାଳୁ ସକାଳୁ ୫୭ ନଂ ଜାତୀୟ ରାଜପଥ ବଗୁନିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍…
Breaking; ୧୭ ତାରିଖରୁ ଓଡ଼ିଶାରେ ବର୍ଷା! କମିବ ତାତି, ରାଜ୍ୟବାସୀଙ୍କ ଗ୍ରୀଷ୍ମପ୍ରବାହରୁ ମିଳିବ ମୁକ୍ତି
ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ତେବେ ଆଉ ୨ ଦିନ ପରେ ଏହି ତାତିରୁ ମୁକ୍ତି ପାଇବେ ଓଡ଼ିଶାବାସୀ । ରାଜ୍ୟରେ ଆସନ୍ତା ୧୭ ତାରିଖରୁ ବର୍ଷା ଆରମ୍ଭ ହେବା ନେଇ ଅନୁମାନ…
(Video) ରଜରେ ଖାଆନ୍ତୁ ବାହୁବଳୀ ଥାଳି: ରହିଛି ୬୦ ପ୍ରକାର ଆଇଟମ୍, ବୁଲେଟ୍ ଜିତିବାର ରହିଛି ସୁଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପହିଲି ରଜକୁ ସାରା ରାଜ୍ୟବାସୀ ବଡ଼ ଧୁମଧାମରେ ପାଳନ କରିଛନ୍ତି । ରଜ ପାନ, ମିଠା, ପିଠାରେ ସଭିଙ୍କ ଘର ମହକି ଉଠୁଛି । ତେବେ ଏହି ପବିତ୍ର ରଜ ଅବସରରେ ମନୋଜ ନନଭେଜ୍ ୱାର୍ଲ୍ଡ ତରଫରୁ…