CHARIDHAM
Browsing Category

ରାଜ୍ୟ

ଓଡ଼ିଶାରେ ଆଶ୍ଚର୍ଯ୍ୟ! କୂଅରୁ ପାଣି ନୁହେଁ, ବାହାରୁଛି ପେଟ୍ରୋଲ, ଭୟରେ ଜନସାଧାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିପାରି ନଥାନ୍ତି । ତେବେ କୂଅରୁ ପେଟ୍ରୋଲ ବାହାରୁଥିବା ଏକ ଖବର ସାମ୍ନାକୁ ଆସିଛି ।…

ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ମିଳିଲା ଇନ୍‌ଚାର୍ଜ ଆଡଭୋକେଟ ଜେନେରାଲର ଦାୟିତ୍ବ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ । ମିଳିଲା ଇନ୍‌ଚାର୍ଜ AG ଦାୟିତ୍ବ । ଇନ୍‌ଚାର୍ଜ ଆଡଭୋକେଟ ଜେନେରାଲ ଭାବେ କରାଗଲା ନିଯୁକ୍ତି । AG ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ…

BIG BREAKING…ଦିଲ୍ଲୀ ପଳାଇଗଲେ ଭିକେ ପାଣ୍ଡିଆନ୍‌!; ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଜୁନ୍ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ପରେ ସମସ୍ତେ ଏକ ପ୍ରକାରର ସ୍ତବ୍ଦ ହୋଇ ଯ଼ାଇଛନ୍ତି ।  ଏହାରି ଭିତରେ ଦେଖିବାକୁ ଗଲେ ବିଜେଡି ଏଭଳି ହାରିବା ଦେଖି…

ବଡ଼ ଖବର…CMOରୁ ଇସ୍ତଫା ଦେଲେ ୨ବରିଷ୍ଠ ଅବସରପ୍ରାପ୍ତ IAS

ଭୁବନେଶ୍ବର: (ଓଡ଼ିଶା ଭାସ୍କର) CMOରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ । CMO ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ରଙ୍କ ଇସ୍ତଫା । ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନଙ୍କ…

(Video) ଆକ୍ସନ ମୋଡ଼ରେ ବିଜେପି କର୍ମୀ; ବିଜେଡି ମେୟରଙ୍କୁ ଘେରି ପ୍ରଶ୍ନ ବାଣରେ ଛନ୍ଦିଲେ ବିଜେପି କର୍ପୋରେଟର

କଟକ: (ଓଡ଼ିଶା ଭାସ୍କର) ନିର୍ବାଚନ ଜିତୁ ଜିତୁ ଆକ୍ସନ ମୋଡରେ ବିଜେପି। ସବୁ କର୍ପୋରେଟର ମିଶି ଏକାଠି ହେଲେ ମେୟର ଅଫିସରେ। ଆଗକୁ ଆସୁଛି ବର୍ଷା ଋତୁ ସେଥିପାଇଁ କଟକ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି କାଉନସିଲ୍ ବୈଠକ…

BIG BREAKING…ବାଲେଶ୍ବରରେ ପ୍ରଚଣ୍ଡ ଶବ୍ଦ; ଥରିଲା ଆଖପାଖ ଅଞ୍ଚଳ, ଲୋକେ ଭୟଭୀତ

ବାଲେଶ୍ବର: (ଓଡ଼ିଶା ଭାସ୍କର) ବାଲେଶ୍ବରରେ ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ପରେ ଥରିଗଲା ଆଖପାଖ ଅଞ୍ଚଳ । ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ସ୍ଥାନୀୟ ଲୋକେ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି…

BSKYକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟୋକ୍ତି, ଭିଡିଓ ବାର୍ତ୍ତା ଜରିଆରେ କହିଲେ ଏପରି

ଭୁବନେଶ୍ୱର: ରାଜ୍ୟରେ BSKY ଚାଲୁ ରହିବ ବୋଲି ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ଜରିଆରେ ସେ BSKY ବିଷୟରେ ଦେଲେ ସ୍ପଷ୍ଟୋକ୍ତି । ରାଜ୍ୟରେ BSKY ଚାଲୁ ରହିଛି ଓ ଏହି ଯୋଜନାରେ ରୋଗୀ…

କଂଗ୍ରେସ କର୍ମୀଙ୍କୁ ହତ୍ୟା! ଭୟଙ୍କର ରୂପ ନେଲା ନିର୍ବାଚନ ପରବର୍ତ୍ତୀ ହିଂସା

ଗଞ୍ଜାମ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ଧରାକୋଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବଡ଼ଗଡ଼ ଥାନା ଶୁଣ୍ଢିପଲ୍ଲୀ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ସାମ୍ନାକୁ ଆସିଛି । ଗାଁର ମିଟୁ ବିଶୋୟୀଙ୍କୁ…

ନୟାଗଡ଼ ବାଉଁଶିଆପଡା ଗାଁରେ ଅଭାବନୀୟ ଘଟଣା: ନଦୀରେ ବୁଡ଼ିଯାଇ ଭାଇ-ଭଉଣୀଙ୍କ ମୃତ୍ୟୁ

ନୟାଗଡ଼: କୁସୁମୀ ନଦୀର ଗଭୀର ଜଳରେ ବୁଡ଼ିଯାଇ ଭାଇ ଓ ଭଉଣୀଙ୍କର ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ଇଟିମାଟି ଥାନା ବାଉଁଶିଆପଡା ଗାଁରେ ଏହି ଅଘଟଣ ଘଟିଛି । ଗାଧୋଇବା ସମୟରେ ବୁଡି ଯାଇ ଭାଇଭଉଣୀଙ୍କ ମୃତ୍ୟୁ ।…

Big Breaking: ବିଜେପି ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକରା

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସଭା ଆସନରୁ ୨୦ଟି ସିଟରେ ବିଜେପି ବିଜୟ ହାସଲ କରିଛି । ଅନ୍ୟ ଏକଟି ସିଟ୍ କଂଗ୍ରେସ ହାସଲ କରିଛି । ତେବେ ଆଜି ବିଜେପି ନବ ନିର୍ବାଚିତ…