CHARIDHAM
Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ: ୨୪ ବର୍ଷ ଶାସନ ପରେ ଓଡ଼ିଶା ପାଇବ ନୂଆ CM

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ମହାନ ଜନନାୟକ ଭାବରେ ଓଡ଼ିଆଙ୍କ ଗର୍ବ ଆଜି ଭାଙ୍ଗି ଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତପା ଦେଇଛନ୍ତି…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଝୁରିଲେ ଜନତା, ଏପରି ଢଙ୍ଗରେ ଜଣାଇଲେ କୃତଜ୍ଞତା

ଓଡ଼ିଶା ଭାସ୍କର: ମଙ୍ଗଳବାର ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ, ‘ଦଳମତ ନିର୍ବିଶେଷରେ ସମସ୍ତ…

ଇସ୍ତଫା ଦେବେ ନବୀନ ପଟ୍ଟନାୟକ: ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବେ ଓଡ଼ିଶାର ମହା ଜନନାୟକ

ଭୁବନେଶ୍ୱର: ୨୪ ବର୍ଷର ଶାସନଭାରରୁ ଆଜି ମୁକ୍ତ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ୨୪ ବର୍ଷ ରହିବା ପରେ ଆଜି ଇସ୍ତଫା ଦେବେ ବିଜେଡି ସୁପ୍ରିମୋ । ପୂର୍ବାହ୍ନ ୧୧.୩୫ରେ…

(Video) ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା: ଭାବବିହ୍ୱଳ ପୋଷ୍ଟରେ କହିଲେ ହୃଦୟର ଯନ୍ତ୍ରଣା

ଓଡ଼ିଶା ଭାସ୍କର: ୨୪ ବର୍ଷ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଏଥର ବଦଳିଛି ଓଡ଼ିଶାର ରାଜନୀତି । ଏଥର ଲୋକେ ବିଜେଡି ନୁହେଁ, ବିଜେପି ଉପରେ ଭରସା କରିଛନ୍ତି । ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନ ପଟ୍ଟନାୟକଙ୍କ…

(Video) ମଉଳିଗଲା ଶେଷ ଆଶା: ଲୋକସଭା ଆସନ ପୋଛିନେଲା ବିଜେପି, ବିଜେଡିର ଖାଲି ହାତ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ସମ୍ପୂର୍ଣ୍ଣ ଓଲଟ-ପାଲଟ ହୋଇଯାଇଛି । ୨୫ ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିବା ବିଜେଡି ଏଥର ଖାଲିହାତରେ ରହିଛି । ୨୧ଟି ଲୋକସଭା ଆସନରେ ବିଜେପି ନିଜର ଆଧିପତ୍ୟ ବିସ୍ତାର…

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜିତିଲା ବିଜେପି; ୬୧ହଜାରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେଲେ ବୈଜୟନ୍ତ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ । ୬,୧୫, ୭୦୫ ହଜାର ଭୋଟରେ ବିଜୟୀ ହେଲେ ବୈଜୟନ୍ତ । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ…

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପିଏମ ନରେନ୍ଦ୍ର ମୋଦୀ

ଓଡ଼ିଶା ଭାସ୍କର: ଆଜି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୫୪୩ଟି ଲୋକସଭା ସିଟରୁ ଏନଡିଏ ମେଣ୍ଟ ୨୯୦, ଇଣ୍ଡିଆ ମେଣ୍ଟ ୨୩୫ ଏବଂ ଅନ୍ୟାନ୍ୟ ଦଳ ୧୮ଟି ସିଟ ହାସଲ କରିଛନ୍ତି । ସେହିପରି ଓଡ଼ିଶା…

Election Result; ଜିତିଲେ ଆକାଶ, ହାରିଗଲେ ବବିଙ୍କ ମା’: କୋରେଇ ଆସନରେ ବାଜି ମାରିଲା ବିଜେପି

ଓଡ଼ିଶା ଭାସ୍କର: କୋରେଇ ବିଧାନସଭା ଆସନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି । ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ଆସନ ଅଧିକାର କରିଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ । କୋରେଇରେ…

ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ବିଜୟୀ, ଜିତିଲେ ସୋଫିଆ ଫିର୍ଦୋସ

ନୂଆଦିଲ୍ଲୀ: ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ଜିତିଛନ୍ତି । ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ସୋଫିଆ । ବିଜେପି ପ୍ରାର୍ଥୀ…

Election Result; ଓଡ଼ିଶାକୁ ଆସିବ ଡବଲ ଇଞ୍ଜିନ୍ ସରକାର! ଏବେଠୁ ଲଡୁ ବାଣ୍ଟିଲାଣି ବିଜେପି

ଭୁବନେଶ୍ୱର: ଓଡ଼ିଶା ନିର୍ବାଚନରେ ଆଜି ଚାଲିଛି ଫାଇନାଲ ଫଇସଲା । ଆଉ କେଇଟା ଘଣ୍ଟା ପରେ ଜଣା ପଡ଼ିଯିବ ରାଜ୍ୟରେ କିଏ ଗଢିବ ସରକାର । ଖୁବଶୀଘ୍ର ସାରା ଦେଶ ଦେଖିବ ୨୦୨୪ ନିର୍ବାଚନର ସ୍ପଷ୍ଟ ଚିତ୍ର । କିନ୍ତୁ ଏହାପୂର୍ବରୁ…