Browsing Category

ରାଜ୍ୟ

ମାତ୍ର ୩୬ ବର୍ଷ ବୟସରେ ଆଖି ବୁଜିଲେ ବିଞ୍ଝାରପୁର ବ୍ଲକର ସମିତି ସଭ୍ୟ: ଶୋକ ପ୍ରକାଶ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ଦୁଃଖ ଖବର । ମାତ୍ର ୩୬ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜଣେ ସମିତି ସଭ୍ୟ । ଏକ ସଡ଼କ ଦୁର୍ଘଟଣାରେ ବ୍ଲକର ଶାସନ୍ଦା ପଞ୍ଚାୟତର…

୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ରାଜ୍ୟର ୫ ଜିଲ୍ଲାରେ ସୃଷ୍ଟି ହେବ ୨୪,୫୫୨ କର୍ମନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।…

ରାତି ପାହିଲେ ଜାଗର, ବେଲ ପତ୍ରରେ ଲୁଚିବେ ଶିବ

ଓଡ଼ିଶା ଭାସ୍କର: ରାତି ପାହିଲେ ପବିତ୍ର ଜାଗର ଅମାବାସ୍ୟା ବା ମହାଶିବରାତ୍ରି। ତେଣୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶିବ ମନ୍ଦିର। ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ କରିବା ସହ…

Service Provider Agency ଗୁଡିକ ଜରିଆରେ ବିଭିନ୍ନ ବିଭାଗରେ କାମ କରୁଥିବା Outsourcing କର୍ମଚାରୀମାନଙ୍କ ବଢ଼ିଲା ପାରିଶ୍ରମିକ: ଜାଣନ୍ତୁ…

ଭୁବନେଶ୍ବର :Service Provider Agency ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା…

ଜୁନିୟର ଲାଇବ୍ରେରିଆନ ଓ ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଆସଛି ଏକ ବଡ଼ ଅପଡେଟ୍ । ୨୦୨୨ ମସିହା ଡିସେମ୍ବର ମାସ ୩୧ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିବା ଜୁନିୟର ଲାଇବ୍ରେରିଆନ / ଲାଇବ୍ରେରିଆନ,…

ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ଲିଖିତ ପରୀକ୍ଷା ଫଳାଫଳ ଘୋଷଣା: OPSC ପକ୍ଷରୁ ୫୯ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା-୨୦୨୧ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଗତବର୍ଷ ନଭେମ୍ବର ମାସ ୧୯ ତାରିଖରେ ଏହି ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ…

ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ।…

ବିଜେପିରେ ଯୋଗଦେଲେ ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲକୋର ପୂର୍ବତନ ସିଏମଡି ଡ. ତପନ ଚାନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲକୋର ପୂର୍ବତନ ସିଏମଡି ଡ. ତପନ କୁମାର ଚାନ୍ଦ ଗତ ବୁଧବାର ଦିନ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ୮୦ ଦଶକରେ ଡ. ଚାନ୍ଦ ଛାତ୍ର ଜୀବନରୁ…

ବଢିଲା ଆଶା କର୍ମୀଙ୍କ ଦରମା, ଉପକୃତ ହେବେ ୪୯ହଜାର ୫୨୨ ଆଶା କର୍ମୀ

ଭୁବନେଶ୍ୱର: ଆଶାକର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଖୁସି ଖବର । ସମସ୍ତ ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ମାସିକ ପାରିଶ୍ରମିକ ୭ ହଜାର ଟଙ୍କାକୁ ବୃଦ୍ଧି ହେଲା । ପୂର୍ବରୁ ଆଶା କର୍ମୀଙ୍କ ଦରମା ୪…

(ଭିଡିଓ) ପୋଲ ଉପରେ ଝୁଲି ରହିଛି ଯାତ୍ରୀବାହୀ ବସ୍: ଭୁବନେଶ୍ୱରରୁ ଯାଉଥିଲେ ୩୦ ଯାତ୍ରୀ, ଘଟିଲା ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ଫୁଲବାଣୀର ରାଣୀପଥ ଘାଟିରେ ଏସଆରଟିସି ବସ୍ ଦୁର୍ଘଟଣା ଘଟି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୪୦ରୁ ଅଧିକ ଯାତ୍ରୀ ଫୁଲବାଣୀରୁ ଅନୁଗୁଳ ଅଭିମୂଖେ ଯାତ୍ରା କରୁଥିବା ବେଳେ…