fbpx
Browsing Category

ରାଜ୍ୟ

ରାଜ୍ୟରେ ଖୋଲିବ ଆଉ ୨ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ…

ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ: ଅପଗ୍ରେଡ୍ ହେବ ହାଇସ୍କୁଲ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସ୍କୁଲ ଡ୍ରପ୍ ଆଉଟ୍ ପିଲାଙ୍କର ସଂଖ୍ୟା । ଏହାକୁ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଆସନ୍ତା…

ରାଗିଂ ରୋକିବା ନେଇ ରାଜ୍ୟ ସରକାରଙ୍କ କଠୋର ନିୟମ: ୟୁନିଭରସିଟି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନିୟରଙ୍କ ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ତୁମ୍ବିତୋଫାନ ଦେଖାଦେଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟର ଏକାଧିକ…

(Video) ମୋତେ ନ ହେଲା ନାଇଁ, ମୋ କୁନି ପୁଅକୁ ଏ ନଦୀ ମଝିରୁ କିଏ ଉଦ୍ଧାର କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଦୀର ଦୁଇ କୂଳ ମାଡ଼ି ଭୟଙ୍କର ବେଗରେ ଆଗକୁ ଆଗକୁ ମାଡ଼ି ଚାଲୁଛି ଜଳସ୍ରୋତ । ଆଉ ଏହାରି ମଧ୍ୟରେ ଫସି ଯାଇଛନ୍ତି ଜଣେ ମାଆ ଓ ତା’ର କୁନି ପୁଅ । ତେବେ ଜୀବନ ବଞ୍ଚାଇବା ଆଶାରେ ମାଆଟି ତା’ର…

ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସରଙ୍କ ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୋଲିସ । ମୁଦ୍ରା ଯୋଜନାରେ ବିଭିନ୍ନ ବ୍ୟାଙ୍କରୁ ଋଣ କରାଇଦେବା ବାହାନାରେ ଲୁଟ କରିବାରେ ଏମାନେ ମାହିରଥୀ ହାସଲ…

ବଜ୍ରାପାତରେ ଗଲା ଜଣେ ଯୁବକଙ୍କ ସମେତ ୫୦ ର ଉର୍ଦ୍ଧ୍ୱ ଗୋରୁଙ୍କ ଜୀବନ

ମାଲକାନଗିରି: ଗାଈ ଚରାଉଥିବାବେଳେ ହେଲା ବଜ୍ରାଘାତ । ଚାଲିଗଲା ଜଣେ ଗାଈ ଚରାଳିଙ୍କ ସମେତ ୫୭ ଗୋରୁଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ…

ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ: ମୁକ୍ତା ଯୋଜନାରେ ଶ୍ରମିକ ସାମିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ। ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ । ଭୁବନେଶ୍ୱର, କଟକ ପରି ରାଜ୍ୟର ଅନ୍ୟ ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଆଜି…

ଓଡିଶା ପାଇଁ ସଂସଦଗୃହରେ କ’ଣ ଦାବୀ ରଖିଲେ ସଙ୍ଗୀତା

ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାଇଲ୍ଡ ଲାଇଫ ସଂଶୋଧନ ବିଲ ପାରିତ ହୋଇଛି । ଏହି ସମୟରେ ସଂସଦରେ ଓଡିଶା ପାଇଁ ଦାବୀ କରିଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂ ଦେଓ । ଓଡିଶାରେ ଦୁଇଟି ଜାତୀୟ ପାର୍କ ନିର୍ମାଣ ଲାଗି ସେ ଦାବୀ…

ଜାଲରେ ପଡିଲେ ମହିଳା ASI: ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ ମାମଲା କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ…

ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁର ଉଡାଣ ଭରିଲା ଇଣ୍ଡିଆ ଏୟାର ୱାନ

ଜୟପୁର: ଆଜି ମାଲକାନଗିରିର ଜୟପୁର ଅଭିମୁଖେ ପରୀକ୍ଷା ମୂଳକ ଭାବରେ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ। ଉଡାଣ ଯୋଜନାର ସଫଳ ରୂପାୟନ ଦ୍ୱାରା ଏହି ସଫଳତା ମିଳିପାରିଛି ବୋଲି କୁହାଯାଇପାରିବ। ଆଜି ରାଜଧାନୀ…