Browsing Category
ରାଜ୍ୟ
(Video) ଖୁସି ଖବର, କାଲିଠୁ ‘ସୁଭଦ୍ରା’ର ୧ ଟଙ୍କା ପଠାଇବେ ସରକାର: ୯ ତାରିଖରେ ଫୁଲ ଆମାଉଣ୍ଟ
ଭୁବନେଶ୍ୱର: ଆପଣ ମୋଦି ସରକାରଙ୍କ ସୁଭଦ୍ର ଯୋଜନାର ଟଙ୍କା ପାଇ ନାହାନ୍ତି କି? ଏଥିପାଇଁ ମନରେ ରହିଛି କି ଅବସାଦ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ୯…
(Video) ସ୍ୱାମୀ ହେବ ତ ଏମିତି, କରୋନାରେ ପତ୍ନୀ ଚାଲିଗଲେ ଆରପାରିକୁ, ତାଙ୍କ ଅଭାବ ପୂରା କରିବାକୁ ପ୍ରଶାନ୍ତ ଗଢାଇଲେ କିରଣଙ୍କ ଅବିକଳ…
ବ୍ରହ୍ମପୁର: ସ୍ୱାମୀ ହେବ ତ ଏମିତି । କୋଭିଡରେ ଏପ୍ରିଲ ୨୦୨୧ରେ ସ୍ତ୍ରୀ ମରିବା ପରେ ବ୍ରହ୍ମପୁରର ୫୨ ବର୍ଷୀୟ ବ୍ୟବସାୟୀ ନିସଙ୍ଗ ହୋଇଯାଇଥିବା ବେଳେ, ନିସଙ୍ଗତାକୁ ଦୂରେଇବା ପାଇଁ ଦ୍ୱିତୀୟ ବିବାହ କରିବା ବଦଳରେ…
୨୦ ଲକ୍ଷ ଟଙ୍କାର ବାଣ ଜବତ, ୨ ଗିରଫ
ରାଉରକେଲା: ପାଖେଇ ଆସୁଛି ପାର୍ବଣ ଋତୁ । ଏହି ସମୟରେ ବାଣ ଫୁଟାଇବାକୁ ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏଥିମଧ୍ୟରେ ଏକ ବେଆଇନ୍ ବାଣ ଗୋଦାମରେ ପୋଲିସ ଅତର୍କିତ ଚଢ଼ାଉ କରିଥିବା ଘବର ସାମ୍ନାକୁ…
OSSC ପରୀକ୍ଷାରେ ତ୍ରୁଟି! ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ଆଗୁଆ ପ୍ରଶ୍ନପତ୍ର ଖୋଲାଯାଇଥିବା ଅଭିଯୋଗ
ଭୁବନେଶ୍ବର: ପୁଣି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରୀକ୍ଷାରେ ତ୍ରୁଟି ଅଭିଯୋଗ । ଓସସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବରରୁ ସାମ୍ନାକୁ…
ନାଲି ଆଖି ଦେଖାଉଛି ନାଲିଆ ଟମାଟୋ, ପାର୍ବଣରେ ସେଞ୍ଚୁରି ଶୁଣି ଗ୍ରାହକ ବେହୋଶ୍
ଭୁବନେଶ୍ବର: କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ପରିବା ଦରରେ ନିଆଁ ଲାଗିଛି । ସବୁ ପରିବାର ଦର 70 ଟଙ୍କା ଉପରେ ରହିଥିବା ବେଳେ ସେଞ୍ଚୁରି ପାର କରିଛି ନାଲିଆ ଟମାଟୋ । 500 ଟଙ୍କା ନେଇ ବଜାରକୁ ଗଲେ ମଧ୍ୟ ବ୍ୟାଗ ପୁରୁନି…
(Video) ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍, ସୁଭଦ୍ରା ହିତାଧିକାରୀ ମରିଗଲେ କାହାକୁ ମିଳିବ ଟଙ୍କା? ଜାଣନ୍ତୁ
ଭୁବନେଶ୍ବର(ଓଡିଶା ଭାସ୍କର): ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ଯେ, ସୁଭଦ୍ରା ହିତାଧିକାରୀ ମରିଗଲେ କାହାକୁ ମିଳିବ ଟଙ୍କା । ତେବେ ଆକସ୍ମିକ ମୃତ୍ୟୁ…
ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଅଣ୍ଟା ଭିଡ଼ିଲେ ସରକାର : ଚାକିରି ଖୋଜୁଥିବା ଯୁବତୀ ଓ ମହିଳାଙ୍କୁ ଦିଆଯିବ ୩ ମାସିଆ ପ୍ରଶିକ୍ଷଣ
ରାଜ୍ୟରେ ୬୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ପାଇଁ ସରକାର ୩ ମାସିଆ ପ୍ରଶିକ୍ଷଣ ପ୍ରଦାନ କରିବେ । କର୍ମନିଯୁକ୍ତି ଅନ୍ୱେଷଣରେ ଥିବା ଯୁବତୀ ଓ ମହିଳାଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ ।…
ଜେଲ ଗଲା ପରେ ବି ପଶିଲାନି ଚେତା, ଦାଦାଗିରି ପାଇଁ ପୋଲିସ ରଖିଲା ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନରେ ଦାଦାବଟି ମାଗିବା ଅଭିଯୋଗରେ ଜେଲଫେରନ୍ତାଙ୍କୁ ଅଟକ ରଖିଛି ପୋଲିସ । ଜେଲରୁ ଫେରିବା ପରେ ରଘୁ ବାରିକ ନାମକ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଜନୈକ ମିଠା ଦୋକାନୀଙ୍କଠାରୁ…
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଗିଂ, 17 ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଗଣିବେ ଏତିକି ଟଙ୍କା
ବ୍ରହ୍ମପୁର : ଥମିବାର ନାଁ ନେଉଛି ରାଗିଂ । ଅନେକ ପ୍ରକାର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ବିଶ୍ବବିଦ୍ୟାଳୟରେ ରାଗିଂ ହେଉଥିବା ଖବର ସାମ୍ନାକୁ ଆସୁଛି । ଗତ କିଛି ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ରାଗିଂ ଖବର…
ହବିଷ୍ୟାଳୀ ଯୋଜନା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ ଅନ୍ଲାଇନ୍ ମାଧ୍ୟମରେ କିପରି କରିବେ ଆବେଦନ ?
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ । ଏହି ପ୍ରକ୍ରିୟା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ହବିଷ୍ୟାଳି ଯୋଜନାରେ ୨ ହଜାର ୫୦୦…