Browsing Category

ରାଜ୍ୟ

Video: ମୃତ୍ୟୁ ପୂର୍ବରୁ ସଚେତନର ବାର୍ତ୍ତା ଦେଲେ ଯୁବକ, ଗୁଟ୍‌ଖାକୁ ନେଇ କହିଲେ ଭୟଙ୍କର କଥା

ଭୁବନେଶ୍ୱର: ଗାଁ ଠୁ ସହର ସବୁଠି ଦୋକାନରେ ମିଳେ ମାଳ ମାଳ ଗୁଟ୍‌ଖା। ପିଲାଙ୍କଠୁ ବୁଢ଼ା ଆନନ୍ଦରେ ଆଣି ଖାଉଥିବାର ଦେଖୁଥିବେ। ଯଦିଓ ଗୁଟୁକାରେ ସ୍ପଷ୍ଟ ଭାବେ କ୍ୟାନସରର ସତର୍କତା ନେଇ ବାର୍ତ୍ତା ରହିଥିଲେ ବି ସମସ୍ତେ…

ମୋହନ ସରକାରଙ୍କ ବଡ ଘୋଷଣା, 5 ବର୍ଷରେ ଦେଢ ଲକ୍ଷଙ୍କୁ ମିଳିବ ଚାକିରି

ଭୁବନେଶ୍ବର:  ଓଡିଶାରେ ସୃଷ୍ଟି ହେବ ଚାକିରି । ଦେଢ ଲକ୍ଷ ଲୋକ ପାଇବେ ନିଯୁକ୍ତି । ଏନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 5 ବର୍ଷରେ ଦେଢ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ…

ମୋଦୀଙ୍କ ଓଡିଶା ଗସ୍ତ: ଓଡିଆ ଖାଦ୍ୟ ଖାଇବେ ପ୍ରଧାନମନ୍ତ୍ରୀ, କାର୍ଯ୍ୟକ୍ରମ ଥିବା ସ୍ଥାନ ‘ନୋ ଫ୍ଲାଇଙ୍ଗ ଜୋନ୍‌’ ଘୋଷଣା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଆସନ୍ତା 29 ତାରିଖରେ ମୋଦୀ ଭୁବନେଶ୍ବରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଡିଜି ସମ୍ମିଳନୀରେ ଯୋଗ…

ପୁଣି ଟ୍ରାଫିକ୍ ବ୍ୟବସ୍ଥାକୁ ଫୁ; ନିୟମ ଉଲ୍ଲଙ୍ଘନକାରୀଙ୍କ ପ୍ରତି ପୋଲିସର ଏହା ଡର ନା ଭାଇଚାରା

କଟକ: STAର ନିୟମ ଅନୁସାରେ BIS/ISI ମାର୍କା ହେଲ୍‌ମେଟ୍‌ ପିନ୍ଧିବାକୁ ପଡ଼ିବ। ଜରୁରୀ। ନହେଲେ କାର୍ଯ୍ୟାନୁଷ୍ଠାନ ହେବ। BIS ମାର୍କ ତ ଛାଡ଼ ସାଧାରମ ହେଲମେଟ୍ ବି ପିନ୍ଧୁ ନାହାନ୍ତି। ସେହି ଅନୁସାରେ କମିସନରେଟ୍‌…

MV ଦେବୀର କ୍ରିଉ ମେମ୍ବରଙ୍କ ଆନ୍ଦୋଳନ, କୋକେନ ଜବତ ପରେ ରଖାଯାଇଥିଲା ଅଟକ

ଭୁବନେଶ୍ବର: ଏମଭି ଦେବୀର ଜାହାଜରେ କ୍ରିଉ ମେମ୍ବରମାନଙ୍କ ଆନ୍ଦଳୋନ ଦେଖାଯାଇଛି । କୋକେନ ଜବତ ପରେ ଜାବାଜକୁ ଅଟକ ରଖାଯାଇଥିବା ବେଳେ  ଏମଭି ଦେବୀର କ୍ରିଉ ମେମ୍ବରମାନେ ଆନ୍ଦୋଳନ କରିଛନ୍ତି । 21 ଜଣ କ୍ରିଉ ମେମ୍ବର…

(Breaking) ବୋନସ ଘୋଷଣା ପରେ ବି ପଞ୍ଜିକରଣ ପାଇଁ ଚାଷୀ ଅନିଚ୍ଛୁକ

ଭୁବନେଶ୍ୱର- କମିଲା ଚାଷୀଙ୍କ ନାମ ପଞ୍ଜିକରଣ । ଗତ ବର୍ଷ ତୁଳନାରେ କମ ଚାଷୀ କରିଛନ୍ତି ପଞ୍ଜିକରଣ । ୨୨ ହଜାର କମ ଚାଷୀ ଚଳିତ ବର୍ଷ କରିଛନ୍ତି ନାମ ପଞ୍ଜିକରଣ । ୨୦୨୩-୨୪ ବର୍ଷରେ ୧୭ଲକ୍ଷ ୭୨ ହଜାର ଚାଷୀ ପଞ୍ଜିକରଣ…

ଅଙ୍ଗନବାଡି କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

ଗଞ୍ଜାମ- ଭିଜିଲାନ୍ସ ଜାଲରେ ସିଡିପିଓ । ଗଞ୍ଜାମ ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଉପରେ ଲଗାମ ଖଞ୍ଜିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜଣେ ଆଙ୍ଗନାବାଡି କର୍ମୀଙ୍କ ଏରିଅର ଅର୍ଥ ରିଲିଜ…

(Breaking) ରାଜଧାନୀରେ ପିଲା ବିକ୍ରି, ଅର୍ଥାଭାବ ନା ଅନ୍ୟ କାରଣ, ପୋଲିସ ଚଳାଇଛି ତଦନ୍ତ

ଭୁବନେଶ୍ୱର- ରାଜଧାନୀରେ ପିଲା ବିକ୍ରି ପରି ଆସିଲା ଅଭିଯୋଗ । ନବଜାତ ନୁହେଁ ଏଥର ୪ ବର୍ଷର ଶିଶୁକୁ ବିକ୍ରି କରାଯାଇଥିବା ପରି ଆସିଲା ଅଭିଯୋଗ । ନିଜେ ବାପା ମାଆ କରିଥିଲେ ଶିଶୁର ବିକ୍ରି । ଘଟଣାରେ ପୋଲିସ ୬ ଜଣଙ୍କୁ…

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଥିଲା ଓଡ଼ିଶା ମଣ୍ଡପ, ତୃତୀୟଥର ଲାଗି ପୁରସ୍କୃତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନ୍ ପୁରସ୍କୃତ ହୋଇଛି । ଲଗାତର ତୃତୀୟଥର ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା । ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ ।