fbpx
Browsing Category

ରାଜ୍ୟ

୨୨ଟି ଭାଷା ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କଲା କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ମୋଟ ୨୨ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ…

ହାତୀ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ: ୩ ଗିରଫ, ୨ ସସପେଣ୍ଡ

ଅନୁଗୁଳ: ରାଜ୍ୟରେ ହାତୀ ମୃତ୍ୟୁ ମାମଲା ବଢିବା ସହ ଅନେକ ହାତୀଙ୍କୁ ହତ୍ୟା କରାଯାଉଥିବା ଜଣାଯାଉଛି । ତେବେ ଶିକାରୀମାନଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡିଛି ବନବିଭାଗ । ଆଜି ୩ ଜଣ ହାତୀ ଶିକାରୀଙ୍କୁ ଗିରଫ କରାଯିବା…

ବିଧାନସଭାର ମୌସୁମୀ ଅଧିବେଶନ: ଜୁନ୍‌ ୨୯ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆସନ୍ତା ଜୁନ୍‌ ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା କନଫରେନ୍ସ ହଲରେ ଦିନ ୧୧ଟାରେ ବୈଠକ ବସିବ ।…

ରାଇମୋହନଙ୍କ ଘରେ ପହଞ୍ଚିଲା ମହିଳା ପୋଲିସ: ମୃତ୍ୟୁ ରହସ୍ୟରୁ ଉଠିବ ପରଦା!

ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି…

ଆସନ୍ତା ୨୯ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଯୋଗଦେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ତା’ ପୂର୍ବରୁ ୨୮ ତାରିଖରେ ରାଜ୍ୟ ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି କାର୍ଯ୍ୟକାରିଣୀରେ…

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ୫ ଦିନ ପାଇଁ ପାଣିପାଗ ଦେଲା ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ମୌସୂମୀ ପ୍ରଭାବରେ ଆରମ୍ଭ ହୋଇଯାଇଛି ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିଛି । ଏହି କ୍ରମରେ ପୁଣି ଥରେ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା…

ପଣିକିଆ କହିପାରିଲେନି ପିଲା, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଲେ ମନ୍ତ୍ରୀ

ବାଲେଶ୍ୱର(ଓଡ଼ିଶା ଭାସ୍କର): ତୃତୀୟ ଶ୍ରେଣି ପିଲା ପଣିକିଆ କହି ନପାରିବାରୁ ବନ୍ଦ ହୋଇଯାଇଛି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା। କିଛି ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଏକ ବିଦ୍ୟାଳୟରେ। ଗଣଶିକ୍ଷା ମନ୍ତ୍ରୀ ସମୀର…

କଳା ବଳଦକୁ ଧଳା କରି ଦେଲେ ବାବା ଧବଳେଶ୍ୱର: ସେବେଠୁ ଲାଗିଛି ଭକ୍ତଙ୍କ ଭିଡ଼

କଟକ(ଓଡ଼ିଶା ଭାସ୍କର):ଓଡ଼ିଶାରେ ଅନେକ ଶୈବପୀଠ ଥିଲେ ମଧ୍ୟ ଧବଳେଶ୍ୱର ଶୈବପୀଠ ଅନ୍ୟତମ । କଟକ ମହାନଦୀ କୂଳରେ ଥିବା ଏକ କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ଏହି ଶୈବପୀଠର ମହିମା ଅଲୌକିକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ରହିଥିବା…

ହେଲମେଟ ନପିନ୍ଧିଥିବାରୁ ଧରିଲା ଟ୍ରାଫିକ୍ ପୋଲିସ: ଫାଇନ୍ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବାଲେଶ୍ୱର ବିଧାୟକ

ବାଲେଶ୍ୱର: ରାସ୍ତାରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅନେକ ଟ୍ରାଫିକ୍ ନିୟମ ରହିଛି, ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏବେ ହେଲମେଟ ଚେକିଂକୁ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ…

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ବୟାନ୍, ପଚାରିଲେ ପାଣ୍ଡବ କିଏ?

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣି ଏକ ବିବାଦୀୟ ବୟାନ୍ ଦେଇ ଫସିଯାଇଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ…