Browsing Category

ରାଜ୍ୟ

ମାଙ୍ଗାନିଜ ଲୁଟ, ଘଟଣା ସ୍ଥଳରେ ଭିଜିଲାନ୍ସ

ସୁନ୍ଦରଗଡ: ମାଙ୍ଗାନିଜ ଚୋରା ଚାଲାଣ, ଘଟଣାସ୍ଥଳରେ ଭିଜିଲାନ୍ସର 10 ଜଣିଆ ଟିମ। ଏପରି ଘଟଣା ଦେଖିବାକୁ ମିଳିଛି, ସୁନ୍ଦରଗଡର କୋଇଡ଼ାରେ। କୋଇଡ଼ାରେ ବେଧଡକ ଭାବେ ଚାଲିଛି ମାଙ୍ଗାନିଜ ଚୋରା ଚାଲାଣ। ଯାହାକୁ ନେଇ ଏବେ…

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଯାଜପୁର: ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତର ପରିଚୟ ଅନୀଲ ଜେନା ଭାବେ ହୋଇଛି। ବିରଜା ପୀଠରୁ ଫେରିବା ବେଳେ ଅସଦାଚରଣ କରିଥିବା ଅଭିଯୋଗରେ ଅନୀଲ ଜେନାକୁ…

ଏମିତି ନୃଶଂସ ଶାଶୂଘର କାହାକୁ ନ ମିଳୁ, ସାମାନ୍ୟ ଯୌତୁକ ପାଇଁ ୫ମାସର ଗର୍ଭବତୀଙ୍କୁ ମାରିଦେଲେ!

କେନ୍ଦ୍ରାପଡ଼ା: ସକାଳୁ ସକାଳୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଯୌତୁକ ପାଇଁ ଜଣେ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଏହି ଘଟଣାଟି ମହାକାଳପଡ଼ା ଥାନା ବଡ଼ମଠ ଗାଁର…

ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ, 3 ଛାତ୍ରୀ ଓ ଜଣେ ଛାତ୍ର ଆହତ

ସୋର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ଓଲଟି ପଡିଲା ଅଟୋ। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳର ପଦୁନା ଛକ ନିକଟରେ। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ପଦୁନା ଛକ ନିକଟରେ…

ଟ୍ରକକୁ ଧକ୍କା ଦେଲା ବସ , ଜଣେ ମୃତ, 13 ଆହତ

କେନ୍ଦୁଝର: ବଡ ଧରଣର ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ବସ, ଯାହାଫଳରେ ଜଣଙ୍କର ମୃତ ହୋଇଥିବାବେଳେ 13 ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ବିଲେଇପଦା ନିକଟରେ।…

ସର୍ପାଘାତରେ ଭାଇ ଭଉଣୀ ମୃତ

ବଲାଙ୍ଗୀର: ସାପ କାମୁଡ଼ାରେ ଭାଇ ଭଉଣୀଙ୍କର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ଟାଉନ ଥାନା ମାଲଗୋଦାମ ପଡ଼ାରେ। ଘରେ ସୋଇଥିବା ସମୟରେ ବିଷଧର ସାପ ଘରକୁ ପଶି ଆସି ଭାଇ ଭଉଣୀଙ୍କୁ କାମୁଡି…

ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି!

ପୁରୀ: ଶ୍ରୀମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସୁସ୍ଥ କରିବା ଲାଗି ଆସିଥିବା ପାରମ୍ପରିକ ମୋଦକ ବା ଔଷଧ ଚୋରି ହୋଇଛି। ଏ ନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଲିଖିତ ଆକାରରେ ଶ୍ରୀମନ୍ଦିର ମୁଖ୍ୟ…

“ଘାସ ଖା,ନାଳ ପାଣି ପିଇ”, ଦଳିତଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା, ନିନ୍ଦା କଲେ ରାହୁଲ ଗାନ୍ଧୀ

ଗଞ୍ଜାମ: ଦୁଇଜଣ ଦଳିତ ପୁରୁଷଙ୍କୁ ନିର୍ମମ ଶାରୀରିକ ଏବଂ ମାନସିକ ନିର୍ଯାତନା। ସେମାନଙ୍କୁ ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ଯିବାକୁ, ଘାସ ଖାଇବାକୁ ଏବଂ ନାଳ ପାଣି ପିଇବାକୁ ବାଧ୍ୟ କଲେ ସ୍ଥାନୀୟ ଲୋକ।…

୨ ନାବାଳିକାଙ୍କୁ କିଏ ନେଇଗଲା, ନିଖୋଜ ଅଭିଯୋଗ କଲେ ପରିବାର ଲୋକେ

ଡେଲାଙ୍ଗ: ନାବାଳିକା ନିଖୋଜ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଡେଲାଙ୍ଗରୁ ୨ ନାବାଳିକା ନିଖୋଜ ଅଭିଯୋଗ ହୋଇଛି। ଏ ନେଇ ଡେଲାଙ୍ଗ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଡେଲାଙ୍ଗ ପୋଲିସ ତଦନ୍ତରେ…

ପୀୟୂଷ ତ୍ରିପାଠିଙ୍କୁ ନେଇ ନୂଆ ବିବାଦ, ମାଲିକ ସଂଘରେ ଫାଟ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ପୀୟୂଷ ତ୍ରିପାଠିଙ୍କୁ ନେଇ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଯାତ୍ରା ପାର୍ଟି ମାଲିକମାନଙ୍କ ମଧ୍ୟରେ ତାଙ୍କୁ କେନ୍ଦ୍ର କରି ତୀବ୍ର ମତଭେଦ ଦେଖାଦେଇଛି,…