Browsing Category

ରାଜନୀତି

ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତ୍ରୀ ସସ୍ମିତା ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ମତଦାନ ସରିବା ପରେ ଆସନ୍ତା ୪ ତାରିଖରେ ଫଳାଫଳ ଘୋଷଣା ହେବ । ଏଥର ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବ ବୋଲି…

ନିଲମ୍ବିତ ହେଲେ ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଫିସର, ଜାଣନ୍ତୁ କାହିଁକି

କଟକ : ଦେଶ ତଥା ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲ୍ଲାପାଳ…

ମତଦାନ କେନ୍ଦ୍ର ପାଲଟିଲା ରଣକ୍ଷେତ୍ର; ସାଲେପୁର ବୁଥରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଆହତଙ୍କୁ ମେଡିକାଲରେ ଭର୍ତ୍ତି

ସାଲେପୁର: ଆଜି ଶେଷ ପର୍ଯ୍ୟାୟ ଭୋଟିଂ ଥିବାବେଳେ ଅନେକ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ଯୋଗୁଁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌, ଭୋଟ୍ ଦେବାକୁ ରୋକାଯିବାରୁ ଗ୍ରାମବାସୀ ନେଲେ ଏପରି ପଦକ୍ଷେପ

କୋଲକାତା: ପଶ୍ଚିମବଙ୍ଗରେ ୭ମ ତଥା ଶେଷ ପର୍ଯ୍ୟାୟ ଭୋଟିଂ ସମୟରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳର ଖବର ସାମ୍ନାକୁ ଆସିଛି । ଜୟନଗର ଲୋକସଭା ସିଟ୍ କୁଲଟାଲିରେ ଭୋଟ ଦେଇଯିବାକୁ ବାରଣ କରାଯିବାରୁ ନାରାଜ ଗ୍ରାମବାସୀ ମତଦାନ…

ମତଦାନ ବେଳେ ଭୋଟରଙ୍କ ମୃତ୍ୟୁ: ବୁଥ ଭିତରେ ଟଳିପଡ଼ିଲେ ବୃଦ୍ଧ

ନୀଳଗିରି: ଆଜି ଶେଷ ପର୍ଯ୍ୟାୟ ମତଦାନରେ ଘଟିଯାଇଛି ଏକ ବିରାଟ ଅଘଟଣ । ଭୋଟ ଦେବାକୁ ଆସି ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧ ଭୋଟର । ନୀଳଗିରି ଇଶ୍ୱରପୁର ପଞ୍ଚାୟତର ୧୫୯ ନମ୍ବର ବୁଥରେ ଜଣେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ ହୋଇଛି…

ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି ଓଡ଼ିଶା: ‘ନିର୍ବାଚନର Climax’ରେ ୬ଟି ଆସନ ପାଇଁ ଚାଲିଛି ମତଦାନ

ଓଡ଼ିଶା ଭାସ୍କର: ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ…

OpenAI ପକ୍ଷରୁ ବଡ଼ ଖୁଲାସା: ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଏକ ଇସ୍ରାଏଲ ଫାର୍ମ ପ୍ରୟାସ କରିଥିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଜୁନ ୧ ତାରିଖରେ ହେବ । ଏହାପରେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । କିଏ ଜିତିବ ଆଉ କିଏ ସରକାର ଗଠନ କରିବ ସେନେଇ ସାରା ଦେଶରେ…

ବଡ଼ ନିଷ୍ପତ୍ତି: ଜୁନ୍ ୪ରେ ବିଜୟ ଉତ୍ସବ ସେଲିବ୍ରେସନ କରିବନି ବିଜେପି

ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏହାପରେ ଜୁନ୍ ୪ରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବା ପରେ ବିଜୟୀ ଦଳ ଓ ନେତାମାନେ ବାଣ ଫୁଟାଇ,…

ନିର୍ବାଚନ ପରେ ଚାଷୀଙ୍କୁ ମିଳିବ ଏସବୁ ଫାଇଦା; ଘୋଷଣା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚାଷୀମାନଙ୍କୁ ମିଳିବ ସବୁଠୁ ବଡ ସୁଯୋଗ । ଚଳିତ ନିର୍ବାଚନରେ ଶାସକ ଦଳର ସରକାର ଗଠନ ହେଲେ ଚାଷୀମାନଙ୍କୁ ମିଳିବ ଅନେକ ଫାଇଦା ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଓଡିଶାର…

କାଲି ଶେଷ ପର୍ଯ୍ୟାୟ ମତଦାନ; ଗାଁ ମୁହାଁ ୬ ଜିଲ୍ଲାର ଭୋଟର, ଭୁବନେଶ୍ୱର-କଟକ ବସଷ୍ଟାଣ୍ଡରେ ପ୍ରବଳ ଭିଡ଼

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ । ଦେଶର ୫୭ ଆସନ ପାଇଁ ହେବ ଭୋଟ । ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ । ପ୍ରଚାର ଶେଷ ହେବା ସହ ମତଦାନ ପାଇଁ ଆରମ୍ଭ ହୋଇଯାଇଛି…