fbpx
BSKY
BJD MC SKY
BJD YOUTH SKY
Browsing Category

ରାଜନୀତି

ନାଗପୁରରେ ୧୩୯ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ନିଜର ୧୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଦଳ ନାଗପୁରରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଗଡ଼…

DMDK ମୁଖ୍ୟ ବିଜୟକାନ୍ତଙ୍କ କରୋନାରେ ଦେହାନ୍ତ

ଚେନ୍ନାଇ: ଆଜି DMDK ଦଳର ସଂସ୍ଥାପକ ବିଜୟକାନ୍ତଙ୍କ ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ୭୧ ବର୍ଷୀୟ ବିଜୟକାନ୍ତ କରୋନା ପଜିଟିଭ୍ ଥିଲେ । ଚେନ୍ନାଇର MIOT ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

(Video)’ଜିସକା ମୁଝେ ଥା ଇନ୍ତେଜାର, ଜୀସକେ ଲିୟେ ଦିଲ ଥା…’: ବିଜେପି ବିଧାୟକଙ୍କର ଏଭଳି ରୋମାଣ୍ଟିକ ଅନ୍ଦାଜ ଦେଖି ଅବାକ ଦର୍ଶକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ନିର୍ବାଚନ ଶେଷ ହୋଇ ସରକାର ଗଠନ ମଧ୍ୟ ହୋଇସାରିଛି । ବିଜେପି ଏଠାରେ ବହୁମତରେ ବିଜୟ ଲାଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କ୍ୟାବିନେଟ ଗଠନ ମଧ୍ୟ କରିସାରିଛନ୍ତି । ଏହା ମଧ୍ୟରେ ବିଜେପି…

ପୂର୍ବତନ ବିଧାୟକ ନୃସିଂହାନନ୍ଦ ବ୍ରହ୍ମାଙ୍କ ପରଲୋକ: ଚିରନିଦ୍ରାରେ କୋରାପୁଟ ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ରାଜ୍ୟ ରଜାନୀତି ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା…

୨୦୨୪ରେ ଜନତା ଓ ବିରୋଧୀଙ୍କୁ ଚକିତ କରିବ BSP 2.0

ପାଟଣା: ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି)ର ସୁପ୍ରିମୋ ମାୟାବତୀ । ଦଳ ପକ୍ଷରୁ ଏହି ନୂତନ ରଣନୀତି ବିରୋଧୀ ଏବଂ ଜନ ସାଧାରଣଙ୍କୁ ଚକିତ କରିବ । ନୂଆ ବର୍ଷରେ ଦଳ…

ବିଜେପିର ବଡ଼ ଆକ୍ସନ: ରାଷ୍ଟ୍ରୀୟ ସମ୍ପାଦକ ପଦରୁ ହଟିଲେ ଅନୁପମ ହାଜ୍ରା, ଦଳ ବିରୋଧୀ ବୟାନ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥି ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍ ଆଦି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଆଗାମୀ ଲୋକସଭା…

ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେଲା ବିଜେପି କୋର କମିଟିର ବୈଠକ, ଜାଣନ୍ତୁ କାହିଁକି ସାମିଲ ହେଲେନି ମିଥୁନ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ବିଜେପି କୋର କମିଟିର ଏକ ଗୁରତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇ ନାହାନ୍ତି । ଯାହାର ଅଧ୍ୟକ୍ଷତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରିଛନ୍ତି ଏବଂ…

୨୦୨୪ ରେ କେତେ ସିଟରେ ଜିତିବାକୁ ଯାଉଛି ବିଜେପି? ନାନା ପାଟେକର କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ନାନା ପାଟେକର ଭାରତୀୟ ସିନେମାର ଜୀବନ୍ତ ଲେଜେଣ୍ଡା । ସେ ଇଣ୍ଡଷ୍ଟ୍ରିରେ ଲିକରେ ଜବରଦସ୍ତ କାମ କରିଛନ୍ତି । ସେ ପ୍ରାୟତଃ ଚଳଚ୍ଚିତ୍ର ଉପରେ କଥାବାର୍ତ୍ତା କରନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ…

ବାଲେଶ୍ୱର: BJD ପ୍ରତିଷ୍ଠା ଦିବସ ଅବସରରେ ଜୋନ୍ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜନସେବାର ମନୋବୃତି ନେଇ ବାଲେଶ୍ଵର ଜୋନ ବିଜୁ ଯୁବ ଜନତା ଦଳ ପକ୍ଷରୁ…

ରାମନାଥ ଠାକୁର ହେବେ JDUର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ଆଜି ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ) ଅଧ୍ୟକ୍ଷ ଲଲନ ସିଂ ନିଜ ପଦରୁ ଇସ୍ତପା ଦେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଡିସେମ୍ବର ୨୯ରେ ଦିଲ୍ଲୀରେ…