Browsing Category

ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ…

(Video) ‘ବିଷଧର ସାପକୁ ବିଶ୍ୱାସ କରନ୍ତୁ, ହେଲେ ବିଜେପିକୁ ନୁହେଁ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅଙ୍କ କଷା ଚାଲିଛି । ତେବେ ଏହାରି ମଧ୍ୟରେ ନେତାମାନଙ୍କ ମଧ୍ୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ସାମ୍ନାକୁ ଆସୁଛି । ଏବେ ପଶ୍ଚିମବଙ୍ଗର…

ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। ତେବେ ଜେଲ…

ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତାହେଲେ କୋରେଇରୁ ନିର୍ବାଚନ ଲଢିବି: ଅଭିନେତ୍ରୀ ଝିଲିକ୍

ଓଡ଼ିଶା ଭାସ୍କର: ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇରୁ ପ୍ରାର୍ଥୀ କରିଛି ବିଜେପି । ହେଲେ କୋରେଇ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବ ସେନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଆଉ ଏହି ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି…

କଂଗ୍ରେସରୁ ବିଜେପି ଯାଇ ପୁଣି କଂଗ୍ରେସକୁ ଫେରିଲେ ସୋନାଲି ସାହୁ

ଓଡ଼ିଶା ଭାସ୍କର: କଂଗ୍ରେସରୁ ବିଜେପି ଯାଇ ପୁଣି କଂଗ୍ରେସକୁ ଫେରିଲେ ସୋନାଲି ସାହୁ। ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସୋନାଲି ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି…

ମହାତ୍ମା ଗାନ୍ଧୀଙ୍କ ଏହି ସ୍ୱପ୍ନକୁ ପୁରା କରୁଛନ୍ତି ରାହୁଲ ଗାନ୍ଧୀ..! କାହିଁକି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କହିିଲେ ଏପରି

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି କଂଗ୍ରେସକୁ ସମାପ୍ତ କରିବା ଲାଗି ମହାତ୍ମା ଗାନ୍ଧୀଙ୍କ କଥା…

ଦଳ ବିରୋଧୀ ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍, କଂଗ୍ରେସ ଭବନରେ ଉତ୍ତର ରଖିଲେ ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ଶରତ…

ସନାତନ ଧର୍ମକୁ ବିରୋଧ କରିପାରିବିନି କହି ସକାଳ ୮ଟାରେ ଛାଡିଲେ କଂଗ୍ରେସ, ଦ୍ୱିପ୍ରହର ୧ଟାରେ ବିଜେପିରେ ସାମିଲ ହେଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଗୌରବ ବଲ୍ଲଭ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇସାରିଛନ୍ତି । ସେ ଆଜି ସକାଳ ୮ଟାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ସେ କହିଥିଲେ ଯେ, କଂଗ୍ରେସ ଦଲ ମଧ୍ୟରେ…

କଂଗ୍ରେସ ଛାଡିପାରନ୍ତି ସାଲୁଜା! କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା ପରେ ବି ଦଳ ଛାଡିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ଏବେ ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ବଡ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଛି । କଣ୍ଟାବାଞ୍ଜିରୁ ତାଙ୍କୁ କଂଗ୍ରେସ ୨୦୨୪ ବିଧାନସଭା ନିର୍ବାଚନ…

big breaking:କଂଗ୍ରେସ ଛାଡିଲେ ବାପି ସର୍ଖେଲ , ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଲେଖିଲେ ଚିଠି

ଭୁୁବନେଶ୍ୱର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । ୨୦୧୯ରେ ପାରାଦୀପରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କିଛିଦିନ ତଳେ ବାପି ସର୍ଖେଲଙ୍କ ପତ୍ନୀ ବିଜେଡିରେ ଯୋଗ ଦେଇଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ…