fbpx
BJD SKY
BJD SKY
Browsing Category

ରାଜନୀତି

ବନେଗା ପକୋଡେ ବନେଗା ଚାୟ, ସ୍କୁଲ ହସ୍ପତାଲ ଭାଡ଼ ମେ ଯାଏ….ବିଧାନସଭାରେ କେଜ୍ରିୱାଲଙ୍କ କବିତା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହା ପାଇଁ କେଜ୍ରିୱାଲ ଏକ ଭିନ୍ନ ଶୈଳୀ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି…

ଧର୍ମେନ୍ଦ୍ରଙ୍କୁ ମାତ୍ ଦେବାକୁ ପ୍ରଣବଙ୍କୁ ମିଳିଲା ବଡ଼ ଦାୟିତ୍ୱ; ଏବେ ହେବ ମୁହାଁମୁହିଁ ଲଢେଇ

ଭୁବନେଶ୍ୱର: ୬ ମାସରେ ବଦଳିଗଲା ଷ୍ଟ୍ରାଟେଜି, ଧମେନ୍ଦ୍ରଙ୍କ ଗଡ଼ରେ ପଶିଲେ ବବି। ୨୦୨୪ ନିର୍ବାଚନ ପୁର୍ବରୁ ଓଡ଼ିଶା ବିଜେପି ସଭାପତି ପରିବର୍ତ୍ତନ ପରେ ବିଜେଡି ୩୦ ଜିଲ୍ଲା ପର୍ଯ୍ୟବେକ୍ଷକ ବଦଳାଇଛି। ଏହି ପରିବର୍ତ୍ତନରେ…

ରାହୁଲ ଗାନ୍ଧିଙ୍କୁ ପୁଣି ନୋଟିସ: ସରକାରୀ ବଙ୍ଗଳା ଛାଡିବା ପାଇଁ ନିର୍ଦ୍ଦେଶ ଦେଲା କମିଟି

ନୂଆଦିଲ୍ଲୀ: ଲୋକସଭା ଦ୍ୱାରା ଅଯୋଗ୍ୟ ବୋଲି ଘୋଷଣା ହେବା ପରେ ସଦସ୍ୟତା ହରାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାପରେ ରାହୁଲଙ୍କୁ ଆଉ ଏକ ନୋଟିସ ପଠାଇଛି ଲୋକସଭା ଆବାସ ସମିତି । କଂଗ୍ରେସ…

ରାହୁଲ ଗାନ୍ଧିଙ୍କ ପରେ ୧୬ କଂଗ୍ରେସ କର୍ମୀ ସସପେଣ୍ଡ: ଜଣକ ବ୍ୟତୀତ ସମସ୍ତ ବିଧାୟକଙ୍କୁ ନିଲମ୍ବନ

ନୂଆଦିଲ୍ଲୀ: ଜେଲ ଦାଣ୍ଡାଦେଶ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବର୍ତ୍ତମାନ ରାଜନୀତି ମାହୋଲ ସରଗରମ ରହିଛି । ଏହା ଭିତରେ ପୁଣିଥରେ କଂଗ୍ରେସର ଆଉ କିଛି ନେତାଙ୍କ ଉପରେ…

ସାଧାରଣ ନିର୍ବାଚନ ପୂର୍ବରୁ ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ସୂଚୀ ଜାରି କଲା ବିଜେଡି,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ଭାର

ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ନିଜର ସାଙ୍ଗଠନିକ ଶକ୍ତିକୁ ଆହୁରି ଦୃଢ କରିବା ପାଇଁ ବିଜେଡି ତାର ପର୍ଯ୍ୟବେକ୍ଷକ ସ୍ତରରେ ଅଦଳବଦଳ କରିଛି । ୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୬ଜଣିଆ…

ରାହୁଲଙ୍କ ପାଇଁ ଅଣ୍ଟା ଭିଡିଲେ ୧୭ ବିରୋଧୀ ଦଳ , ଶିବସେନା ଓ ତୃଣମୂଳ କଂଗ୍ରେସ ଠାରୁ ଆରମ୍ଭ କରି କଳା ପୋଷାକରେ ରାଜ୍ୟସଭା ଓ ଲୋକସଭାରେ…

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ହଟଚମଟ ଜାରି ରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ କେନ୍ଦ୍ର ସରକାରକୁ ଘେରି ରହିଛନ୍ତି। ସୋମବାର ଦିନ କଂଗ୍ରେସ ସଭାପତି…

BJPର ଘୋଷଣା: ରାଜନୀତିରେ ଏଣ୍ଟ୍ରି ମାରିଲେ ସୁଷମା ସ୍ୱରାଜଙ୍କ ଝିଅ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ପରିବାରବାଦ ଏକ ନୂଆ କଥା ନୁହେଁ । ଦେଶର ବହୁ ବରିଷ୍ଠ ରାଜନେତାଙ୍କ ପୁତ୍ର, କନ୍ୟା, ପତ୍ନୀ ରାଜନୀତିରେ ପାଦ ଦେଇ ସଫଳତା ଅର୍ଜନ କରିଛନ୍ତି । ତେବେ ଏହା ମଧ୍ୟରେ ପୂର୍ବତନ…

ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ମୀର ଜାଫର ….ଐତିହ୍ୟ ଓ ପୌରାଣିକକୁ ସ୍ମରଣ କଲେ, ଶହିଦ ପିତାଙ୍କ ଅନ୍ତିମ ସତ୍କାର ବିଷୟରେ କହିଲେ…

ଭୁବନେଶ୍ୱର /ନୂଆଦିଲ୍ଲୀ : ଗୋଟିଏ ଦିନରେ ପ୍ରିୟଙ୍କା ଗାନ୍ଧୀ ଦେଶର ଐତିହ୍ୟ ଓ ପୌରାଣିକ ଉଭୟକୁ ସ୍ମରଣ କରିଛନ୍ତି । ରାଜଘାଟରେ ଭାଇ ରାହୁଳଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଯାଇ ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ…

(video)କଂଗ୍ରେସ ‘ସତ୍ୟାଗ୍ରହ’ : “ସହିଦ ପିତାଙ୍କ ପୁଅକୁ ମିର ଜାଫର କୁହାଗଲା .. ମାଙ୍କୁ ଅପମାନିତ କରାଗଲା, କାହିଁକି ତୁମର ସଦସ୍ୟତା…

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଲୋକସଭାର ସଦସ୍ୟତା ପଦ ରଦ୍ଦକୁ ବିରୋଧ କରି ଦଳର ନେତା ଓ କର୍ମୀମାନେ ଦିଲ୍ଲୀ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଜି ଦିନିଆ…

ଖାଲିସ୍ଥାନ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ: କାନାଡା ରାଜଦୂତଙ୍କୁ ଡାକିଲା ଭାରତ

ନୂଆଦିଲ୍ଲୀ: ଗତ ସପ୍ତାହରେ କାନାଡାର କୂଟନୈତିକ ମିଶନ ଏବଂ କନସୁଲେଟ୍ ବିରୋଧରେ ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ କାର୍ଯ୍ୟକଳାପକୁ ନେଇ ଭାରତ ଗତକାଲି କାନାଡା ହାଇ କମିଶନରଙ୍କୁ ଡକାଇଥିଲା। କାନାଡା ପୋଲିସର…