Browsing Category
ରାଜନୀତି
ନିର୍ମଳା ସୀତାରମଣଙ୍କ ବିରୋଧରେ FIR ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁ କୋର୍ଟ, ଜାଣନ୍ତୁ ପୁରା ମାମଲା
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବେଙ୍ଗାଲୁରୁ କୋର୍ଟ FIR ନିର୍ଦ୍ଦେଶ ଦେଇଛନ୍ତି । ଇଲେକ୍ଟୋରାଲ ବଣ୍ଡ୍ସ ମାଧ୍ୟମରେ ଅର୍ଥମନ୍ତ୍ରୀ ଜବରଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ…
ଅଙ୍ଗନୱାଡି ଶିକ୍ଷକଙ୍କ ପାଇଁ ଉର୍ଦ୍ଦୁ ଦକ୍ଷତାକୁ ନେଇ କର୍ଣ୍ଣାଟକରେ ବିବାଦ; ଜନାଦେଶକୁ ତୀବ୍ର ସମାଲୋଚନା କଲା ବିଜେପି
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଭାଷାକୁ ନେଇ ଏକ ବଡ଼ ପ୍ରସଙ୍ଗ ଦେଖା ଦେଇଛି। ନିକଟରେ ସିଦ୍ଧରମୈୟାଙ୍କ ସରକାର ଅଙ୍ଗନୱାଡି ଶିକ୍ଷକଙ୍କ ପାଇଁ ଉର୍ଦ୍ଦୁରେ ଦକ୍ଷତାକୁ ଏକ ମାନଦଣ୍ଡରେ ପରିଣତ କରିବା ପାଇଁ ଦେଇଥିବା ଜନାଦେଶ ଏକ…
ତିରୁପତିରେ ଗୋମାଂସ ଲଡ଼ୁ ବିବାଦ ଭିତରେ ଘରେ ବାଇବେଲ ପଢ଼ିଲେ ଜଗନ; ପତ୍ନୀଙ୍କ ଧର୍ମକୁ ନେଇ ବି ଚର୍ଚ୍ଚା
ହାଇଦ୍ରାବାଦ: ବିବାଦ ଘେରରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ। ସେପ୍ଟେମ୍ବର ୨୮ରେ ତିରୁମାଲା ମନ୍ଦିରଗସ୍ତ ବାତିଲ କରିଛନ୍ତି। ସୁରକ୍ଷା ଚିନ୍ତା ଏବଂ…
ପଞ୍ଜାବ ବିଜେପିକୁ ବଡ଼ ଝଟକା, ଇସ୍ତଫା ଦେଲେ ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁନୀଲ ଜାଖଡ଼ ! ଗୁଜବ ଭାଇରାଲ କରୁଛି ବିରୋଧୀ କହିଲେ ପ୍ରଦେଶ ମହାସଚିବ
ଚଣ୍ଡିଗଡ଼: ପଞ୍ଜାବରେ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିସାରିଛି । ରାଜ୍ୟର ୧୩, ୨୩୭ ଗ୍ରାମପଞ୍ଚାୟତ ପାଇଁ ଆସନ୍ତା ଅକ୍ଟୋବର ୧୫ରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । ଏନେଇ ବୁଧବାର ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ…
ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ
ଭୁବନେଶ୍ୱର: ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଦୀପ ମାଝୀ । ବିବାହ ତାରିଖ ବିଷୟରେ କୌଣସି ସୂଚନା ନ ଥିଲେ ମଧ୍ୟ ବହୁତ ଜଲଦି ସେ ବିବାହ…
କଂଗ୍ରେସ ଓ ରାହୁଲଙ୍କୁ କଡ଼ା ସମାଲୋଚନା କଲେ ଅମିତ ଶାହ; କହିଲେ- ‘ତାଙ୍କ ତିନି ପିଢ଼ି ପାଖରେ ଦମ୍ ନାହିଁ କି ସେ ୩୭୦କୁ ଫେରାଇ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଜମ୍ମୁ-କଶ୍ମୀରର ଉଧମପୁରଠାରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଓ ରାହୁଲ…
‘ବିଜେପିରେ ନେତାଙ୍କ ପୁଅ ନେତା ହୁଏନି…’ ଦଳର ସଦସ୍ୟତା ଅଭିଯାନରେ ଏପରି କିଛି କହିଲେ ଜେପି ନଡ୍ଡା
ଭୁବନେଶ୍ୱର: ଗୁରୁବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…
ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଲେ ମହମ୍ମଦ ୟୁନୁସ୍; ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବାରୋପ
ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଛନ୍ତି । ମିଳିତ ଜାତିସଂଘ ବୈଠକପାଇଁ ଏହି ଦୁଇ ନେତା ଆମେରିକାରେ ପହଞ୍ଚିଛନ୍ତି ।…
ଲୋକେ ଧାଡିରେ ଦେଉଥିଲେ ମତ, ମତଦାନ ପାଇଁ ଉତ୍ସାହ ଦେଖି କାବା ବିଦେଶୀ
ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେଉଛି । ଧାରା ୩୭୦ ଉଚ୍ଛେଦ ପରଠାରୁ ବିରୋଧୀ ଜମ୍ମୁବାସୀଙ୍କ ମାନବାଧିକାର ହନନକୁ ନେଇ…
ଟିଏମସି ସାଂସଦ ହାଜି ଏସକେ ନୁରୁଲ ଇସଲାମଙ୍କ ଦେହାନ୍ତ; ଦୁଃଖ ପ୍ରକାଶ କଲେ ମମତା
କୋଲକାତା: ଟିଏମସି ନେତା ତଥା ବସିରହାଟ ଲୋକସଭା ଆସନରୁ ସାଂସଦ ହାଜି ଏସକେ ନୁରୁଲ ଇସଲାମଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ଗଭୀର…