fbpx
Browsing Category

ରାଜନୀତି

(Video) କାଲି ଥିଲା ଶତ୍ରୁତା, ଆଜି ଭାଇ ଭାଇ: ନେତାଙ୍କ ଦଳଡିଆଁରେ କାହାକୁ ଭୋଟ ଦେବେ ସାଧାରଣ ଜନତା?

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ରୋଗ ବ୍ୟାପିଛି । ଏ ଦଳର ନେତା ସେ ଦଳକୁ ଆଉ ସେ ଦଳର ନେତା ଏ ଦଳକୁ ଡେଇଁବାରେ ଲାଗିଛନ୍ତି । ତେବେ କିଛି ସମୟ ତଳେ ବିଜେପିର ରାଜ୍ୟ…

୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜେଡି: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର :  ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ୫ଟି ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ର ସଂଯୋଜକଙ୍କୁ ନିଯୁକ୍ତି…

ବଡ଼ ଖବର; ଶଙ୍ଖ ଫୁଙ୍କିବେ ଲେଖାଶ୍ରୀ: ପଦ୍ମ ଛାଡ଼ି ବିଜେଡିରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ଏହା ପରେ ଶଙ୍ଖ ଭବନରେ ପହଞ୍ଚି ସେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳ ସହ ସାମିଲ ହୋଇଛନ୍ତି ।…

ବିଜେପି ଛାଡ଼ିଲେ ଲେଖାଶ୍ରୀ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ବଦଳ ପ୍ରକ୍ରିଆ ଜାରି ରହିଛି । ଏଥିମଧ୍ୟରେ ରାଜ୍ୟ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପି ଉପ ସଭାପତି…

ଶ୍ରୀକ୍ଷେତ୍ରରେ ହେବ କାଣ୍ଟେ କା ଟକ୍କର: ମୈଦାନରେ ଅବତୀର୍ଣ୍ଣ ହେବେ ସମ୍ବିତ-ଅରୂପ, କାହାକୁ ବାଛିବେ ପୁରୀ ଭୋଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…

ଉତ୍ତରାଖଣ୍ଡ: ପୂର୍ବତନ ମନ୍ତ୍ରୀ ଦିନେଶ ଅଗ୍ରୱାଲ ଦଳ ଛାଡ଼ିଲେ, ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ…

ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଦଳ ଛାଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…

(Video) ଗଜିଆବାଦରେ PM ମୋଦୀଙ୍କ ରୋଡ ଶୋ, ବହୁ ସଂଖ୍ୟାରେ ଜୟ ଶ୍ରୀରାମର ସ୍ଲୋଗାନ ଦେଲେ ଜନତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଗଜିଆବାଦରେ ରୋଡ ଶୋରେ ବାହାରିଛନ୍ତି । ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ସେ ବାହାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଝଲକ ପାଇବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ…

‘ଲୋକସଭା ନିର୍ବାଚନକୁ ନେଇ RSS କଲା ସର୍ଭେ, ୨୦୦ ଆସନ ବି ଜିତି ପାରିବନି ବିଜେପି’: ପ୍ରିୟାଙ୍କ ଖଡ଼ଗେଙ୍କ ଦାବି

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରୀ ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ଶନିବାର ଦିନ ଦାବି କରିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ଆନ୍ତରିକ ସର୍ବେକ୍ଷଣ ଅନୁଯାୟୀ, ଭାରତୀୟ ଜନତା ପାର୍ଟୀ ଲୋକସଭା ନିର୍ବାଚନରେ ୨୦୦ ସିଟ…

ଏଥର ନୟାଗଡ଼ରେ ହେବ କଡ଼ା ଟକ୍କର: ପଞ୍ଚମ ଥର ଗଡ଼ ଦଖଲ ଲକ୍ଷ୍ୟରେ ଅରୁଣ, ଚେକ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରତ୍ୟୁଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…