fbpx
Browsing Category

ରାଜନୀତି

ନିର୍ବାଚନ ପ୍ରଚାର ପାଇଁ କିଏ କରିପାରିବେ ସରକାରୀ ବିମାନର ବ୍ୟବହାର, ଜାଣନ୍ତୁ ଏହାର ନିୟମ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ପସ୍ତୁତି ଜୋରସୋରରେ ଚାଲିଛି । ନିର୍ବାଚନ ଆୟୋଗଙ୍କ ସହ ରାଜନୈତିକ ଦଳମାନେ ମଧ୍ୟ ଲଗାତାର ନିର୍ବାଚନ ପ୍ରଚାର ଲାଗି ପସ୍ତୁତି ଚଳାଇଛନ୍ତି ।ହେଲେ ଆପଣ ଜାଣିଛନ୍ତି କି…

୨୦୨୪ ନିର୍ବାଚନ ଜନତାଙ୍କ ପାଇଁ ଅଗ୍ନିପରୀକ୍ଷା: ଦେଶ ଓ ରାଜ୍ୟର ବିକାଶ ପାଇଁ ଭୋଟରମାନେ ପ୍ରକୃତ ନେତାଙ୍କୁ ଚୟନ କରିବା ଆବଶ୍ୟକ

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ୭ଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଚାରିଟି ପର୍ଯ୍ୟାୟରେ ଓଡ଼ିଶା ବିଧାନସଭା ପାଇଁ ମତାଦନ ଗ୍ରହଣ କରାଯିବ । ତେବେ ପୁଣି…

ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେପି: ୨୭ ଜଣ ସଦସ୍ୟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଜେପି ସମେତ…

ଲୋକସଭା ନିର୍ବାଚନ ୨୦୨୪: ୪୪% ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ, ୫% ବିଲିୟନେୟାର – ADR

ନୂଆଦିଲ୍ଲୀ: ବର୍ତ୍ତମାନର ୫୧୪ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୨୫ ଜଣ (୪୪%) କହିଛନ୍ତି କି, ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ସାଂସଦଙ୍କ ଦ୍ୱାରା ଦିଆଯାଇଥିବା ଆଫିଡେଭିଟ୍ ବିଶ୍ଳେଷଣ ଉପରେ ଆଧାର କରି…

କଂଗ୍ରେସର ସମୁଦାୟ ସଂପତ୍ତିରୁ ଦୁଇଗୁଣା ଦେବାକୁ ପଡିବ ଟ୍ୟାକ୍ସ, I-T ଡିପାର୍ଟମେଣ୍ଟର ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ: କଂଗ୍ରେସ ବର୍ତ୍ତମାନ ନିଜର ଅସ୍ତିତ୍ୱ ହରାଇବା ସଂକଟର ସାମ୍ନା କରିବାକୁ ପଡୁଛି । କାରଣ ଆୟକର ବିଭାଗ ପାର୍ଟୀରୁ ତାର ସମୁଦାୟ ସଂପତ୍ତି(୧,୪୩୦ କୋଟି)ର ୁ ହାରହାରି ୨ ଗୁଣା ଧନରାଶିକୁ ଟ୍ୟାକ୍ସ ଆକାରରେ…

ସିନେ ଷ୍ଟାରଙ୍କ ବିନା ‘ଚମକ’ ହରାଉଛି ବିଜେଡି: କିଏ ପୂରା କରିବ ‘Mission-2024’?

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ପର କରି ଦେଇଛନ୍ତି ଅନେକ ଚିହ୍ନା ଚେହେରା । ଦିନେ ବିଜେଡିକୁ ଶକ୍ତିଶାଳୀ କରିଥିବା ବଡ଼ ବଡ଼ ନେତା ଆଜି ଦଳର ହାତ ଛାଡ଼ି ଦେଇଛନ୍ତି । ଜଣକ ପରେ ଜଣେ ସାଂସଦ ତଥା…

ବଡ଼ ଖବର; ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ମହାନ୍ତି: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । କିଛି ଦିନରୁ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିରୁ ଦୂରେଇ ଯାଇଛନ୍ତି…

ଶଙ୍ଖ ଛାଡି ପଦ୍ମ ଧରିଲେ ପ୍ରିୟଦର୍ଶୀ ମିଶ୍ର, କିଛି ସମୟ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ପ୍ରିୟଦର୍ଶୀ । ସଭାପତି ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।…

ବଡ଼ ଖବର BJDରୁ ଦୂରେଇ ଗଲେ ଆକାଶ ଦାସନାୟକ: ଦଳରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜୁ ଜନତା ଦଳର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରୁ ୨୦୧୪ ମସିହାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାସହିତ ବିଜେଡିର 'ମୋ…

Big Breaking: କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ରାଜନେତାମାନଙ୍କର ଦଳ ଅଦଳ ବଦଳ ବିଷୟ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ବର୍ତ୍ତମାନ କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ । ୨୦୦୪…