fbpx
Browsing Category

ରାଜନୀତି

ଘୋଷଣାପତ୍ର ଜାରି କଲା କଂଗ୍ରେସ: ୫ ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଦେଲା ଦଳ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କଂଗ୍ରେସ ପାର୍ଟି ନିଜର ଘୋଷଣାପତ୍ର ଜାରି କରିଛି। ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ…

(Video)ଲୋକଙ୍କ ଦାଢି ସେଭିଂ କରି ଭୋଟ୍ ମାଗିଲେ ପ୍ରାର୍ଥୀ, ଭାଇରାଲ୍ ହେଉଛି ନିର୍ବାଚନ ପ୍ରଚାରର ଅଜବ ତରିକା

ରାମେଶ୍ୱରମ୍‌:ତାମିଲନାଡୁ ପରମେଶ୍ୱରମ୍ ରାମନାଥପୁରମ୍ ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ପରୀରାଜନ ନିର୍ବାଚନ ପ୍ରଚାର କରିବାର ଏକ ନୂଆ ଉପାୟ ଖୋଜି ବାହାର କରିଛନ୍ତି । ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ସେ ହାତରେ…

ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ…

(Video) ‘ବିଷଧର ସାପକୁ ବିଶ୍ୱାସ କରନ୍ତୁ, ହେଲେ ବିଜେପିକୁ ନୁହେଁ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅଙ୍କ କଷା ଚାଲିଛି । ତେବେ ଏହାରି ମଧ୍ୟରେ ନେତାମାନଙ୍କ ମଧ୍ୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ସାମ୍ନାକୁ ଆସୁଛି । ଏବେ ପଶ୍ଚିମବଙ୍ଗର…

ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। ତେବେ ଜେଲ…

ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତାହେଲେ କୋରେଇରୁ ନିର୍ବାଚନ ଲଢିବି: ଅଭିନେତ୍ରୀ ଝିଲିକ୍

ଓଡ଼ିଶା ଭାସ୍କର: ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇରୁ ପ୍ରାର୍ଥୀ କରିଛି ବିଜେପି । ହେଲେ କୋରେଇ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବ ସେନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଆଉ ଏହି ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି…

କଂଗ୍ରେସରୁ ବିଜେପି ଯାଇ ପୁଣି କଂଗ୍ରେସକୁ ଫେରିଲେ ସୋନାଲି ସାହୁ

ଓଡ଼ିଶା ଭାସ୍କର: କଂଗ୍ରେସରୁ ବିଜେପି ଯାଇ ପୁଣି କଂଗ୍ରେସକୁ ଫେରିଲେ ସୋନାଲି ସାହୁ। ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସୋନାଲି ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି…

ମହାତ୍ମା ଗାନ୍ଧୀଙ୍କ ଏହି ସ୍ୱପ୍ନକୁ ପୁରା କରୁଛନ୍ତି ରାହୁଲ ଗାନ୍ଧୀ..! କାହିଁକି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କହିିଲେ ଏପରି

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି କଂଗ୍ରେସକୁ ସମାପ୍ତ କରିବା ଲାଗି ମହାତ୍ମା ଗାନ୍ଧୀଙ୍କ କଥା…

ଦଳ ବିରୋଧୀ ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍, କଂଗ୍ରେସ ଭବନରେ ଉତ୍ତର ରଖିଲେ ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ଶରତ…

ସନାତନ ଧର୍ମକୁ ବିରୋଧ କରିପାରିବିନି କହି ସକାଳ ୮ଟାରେ ଛାଡିଲେ କଂଗ୍ରେସ, ଦ୍ୱିପ୍ରହର ୧ଟାରେ ବିଜେପିରେ ସାମିଲ ହେଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଗୌରବ ବଲ୍ଲଭ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇସାରିଛନ୍ତି । ସେ ଆଜି ସକାଳ ୮ଟାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ସେ କହିଥିଲେ ଯେ, କଂଗ୍ରେସ ଦଲ ମଧ୍ୟରେ…