fbpx

Big Breaking: କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ରାଜନେତାମାନଙ୍କର ଦଳ ଅଦଳ ବଦଳ ବିଷୟ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ବର୍ତ୍ତମାନ କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ । ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ତିର୍ତ୍ତୋଲର ବିଧାୟକ ଥିଲେ । ଏହାପରେ ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଜଗତସିଂହପୁରର ବିଧାୟକ ଥିଲେ ।

Get real time updates directly on you device, subscribe now.