Browsing Category
ରାଜନୀତି
(Video) ‘କେଜ୍ରିୱାଲଙ୍କୁ ପୁଣିଥରେ CM ହେବାକୁ ପଡିବ’, ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପ୍ରଥମ ବିବୃତ୍ତି
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ସେ ନିଜର ପ୍ରଥମ ଭାଷଣରେ ନିଜ ଗୁରୁ ଏବଂ ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରଂଶସା କରିଛନ୍ତି।…
(Video) ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ, ଅନ୍ୟ ୫ ମନ୍ତ୍ରୀ ବି ନେଲେ ଶପଥ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଆତିଶୀ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରି ଭାବେ ଶପଥ ପାଠ କରିଛନ୍ତି। ଏଥିସହ ଗୋପାଲ ରାୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସୈନ ଏବଂ ପ୍ରଥମଥର ବିଧାୟକ ହୋଇଥିବା ଅହଲାବନ…
(Video): ସୀମା ଟପିଲେ କଂଗ୍ରେସ ସାଂସଦ, ପ୍ରଚାର ସମୟରେ ବୃଦ୍ଧଙ୍କୁ ମାରିଲେ ଗୋଇଠା
ଚଣ୍ଡିଗଡ଼: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ମହିଳାଙ୍କ ବିରୋଧରେ ଭୁଲ ଟିପ୍ପଣୀ ଦେବା ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ…
Delhi CM Oath Ceremony: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ, କ୍ୟାବିନେଟରେ 5 ମନ୍ତ୍ରୀ
ନୂଆଦିଲ୍ଲୀ: ସରିଲା କେଜ୍ରିଓ୍ବାଲ ଯୁଗ । ଆଜି ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମର୍ଲେନା । ଦିଲ୍ଲୀର ମନୋନିତ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା 4ଟା 30ରେ ଶପଥ…
BJPର ବଡ଼ ଘୋଷଣା; ପ୍ରତ୍ୟେକ ମହିଳାଙ୍କୁ ମାସିକ ମିଳିବ ୨,୧୦୦ ଟଙ୍କା: ଏହି ଦିନକୁ ଅପେକ୍ଷା
ନୂଆଦିଲ୍ଲୀ: ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ମହିଳା ହିତାଧିକାରୀ ମାନଙ୍କୁ ଟଙ୍କା ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାବ୍ୟତୀତ ଆହୁରି ସରକାର ସାଧାରଣ ଜନତାଙ୍କ ବିକାଶ ଏବଂ ସୁବିଧା ପାଇଁ…
ତିରୁପତି ପ୍ରସାଦମରେ ପଶୁ ଚର୍ବି ବିବାଦ: କେନ୍ଦ୍ର ମାଗିଲା ସବିଶେଷ ରିପୋର୍ଟ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ବିବାଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି । ତିରୁପତି ମନ୍ଦିରରେ ଲାଗି…
କେଜରିୱାଲଙ୍କୁ ମିଳୁ ସରକାରୀ ଆବାସ, ଏହା ତାଙ୍କ ଅଧିକାର… ସାମ୍ବାଦିକ ସମ୍ମିଳନୀରେ ରାଘବ ଚଡ୍ଡାଙ୍କ ଦାବି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଆମ ଆଦମୀ ପାର୍ଟି(AAP) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ତାଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…
ପଡୋଶୀଙ୍କ କାନ୍ଧରେ ବନ୍ଧୁକ ରଖି ଭାରତକୁ ଘେରିବାକୁ ଡ୍ରାଗନ କରୁଛି ଷଡଯନ୍ତ୍ର
ନୂଆଦିଲ୍ଲୀ: ଦକ୍ଷିଣ ଏସିଆର ବହୁ ଦେଶ ଏବେ ବିଭିନ୍ନ କ୍ରାଇସେସ ଦେଇ ଗତିକରୁଛନ୍ତି । ମୁଖ୍ୟତଃ ଭାରତର ପ୍ରାୟ ସବୁ ପଡୋଶୀ ଦେଶ ଭିତରେ ଲାଗିରହିଛି ବିବାଦ ଓ ସମସ୍ୟା । ଆଉ ସେମାନଙ୍କ ଏହି ସମସ୍ୟାର କାରଣ ଓ ତାର ଫାଇଦା…
100 ଦିନର ସରକାରକୁ ପାଠ ପଢାଉଛନ୍ତି ନବୀନ : ସୁରେଶ ପୂଜାରୀ
ଭୁବନେଶ୍ବର: ଭରତପୁର ଥାନାରେ ମେଜରଙ୍କ ସହିତ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ସହି ଦୁର୍ବ୍ୟବହାର ମାମଲା ଥମିବାର ନାଁ ଧରୁନି । ଏହାକୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ଶାସକ ଏବଂ ବିରୋଧୀ ଦଳ । ଏହି ମାମଲାରେ ଆଜି…
ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଚିରାଗ ପାସୱାନଙ୍କ ଦଳ, ଏବେ ଠାରୁ ପ୍ରସ୍ତୁତି ଆରମ୍ଭ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ୩ ବର୍ଷ ସମୟ ଅଛି । କିନ୍ତୁ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ନୂତନ ଦଳର ଏଣ୍ଟ୍ରି…