fbpx
Browsing Category

ରାଜନୀତି

ଏଥର ନୟାଗଡ଼ରେ ହେବ କଡ଼ା ଟକ୍କର: ପଞ୍ଚମ ଥର ଗଡ଼ ଦଖଲ ଲକ୍ଷ୍ୟରେ ଅରୁଣ, ଚେକ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରତ୍ୟୁଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…

Big Breaking: ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ନେତା ରଘୁନାଥ ମହାନ୍ତି ବର୍ତ୍ତମାନ ବିଜେପି ଛାଡ଼ିବା ଖବର ସାମ୍ନାକୁ ଆସିଛି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଲେ । ରଘୁନାଥ ବସ୍ତା ବିଧାନସଭା କ୍ଷେତ୍ରରୁ ୫ଥର…

୧୪ତମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟକେଟ ?

ନୂଆଦିଲ୍ଳୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରଚାର ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ କଂଗ୍ରେସ ପକ୍ଷରୁ ଆଉ ୧୪ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି…

ଅନ୍ୟ ରାଜ୍ୟରୁ ସଂସଦ ଯିବେ କି ଅନୁଭବ? କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ଭରସା ରଖିଛି ବିଜେପି

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ନିର୍ବାଚନରେ ଅନୁଭବଙ୍କ ପଦବୀକୁ ନେଇ ଏବେ ବି ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି…

AAPର ରାଲି ଆବେଦନ ଖାରଜ, ନିର୍ବାଚନ ପୂର୍ବରୁ ଝଟକା ଦେଲେ EC

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ହରିୟାଣାର କୈଥଲରେ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ହ୍ୟାକ୍ ହୋଇଥିବା ମାମଲା…

ରମଜାନ ପାଇଁ ବଦଳାଇଲେ ନିର୍ବାଚନୀ ପ୍ରଚାରର ରଣନୀତି, ଇଣ୍ଡୋର ମିଟିଙ୍ଗ୍ ଏବଂ ଛୋଟ ଛୋଟ ଭାଷଣକୁ ଗରୁତ୍ୱ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ପାଇଁ ବ୍ୟସ୍ତ ଅଛନ୍ତି ।…

ଭୁବନେଶ୍ୱର ଲୋକସଭା ଆସନ କିଏ ଅକ୍ତିଆର କରିବ: ଅପରାଜିତାଙ୍କୁ ଚ୍ୟାଲେଞ୍ଜ ଦେବେ ମନ୍ମଥ, କାହା ସପକ୍ଷରେ ଯିବ ଜନମତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ କମ୍ ଭୋଟରେ ହାରି ଯାଇଥିଲେ । ତେବେ ରାଜଧାନୀରେ ଅପରାଜିତାଙ୍କ ଦବଦବାକୁ…

ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ଓଡ଼ିଶାରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ…

(Video) କୋରେଇ ପାଇଁ ଆକାଶ-ଝିଲିକ ଭିତରେ ହେବ ଲଢେଇ! ବିଜେଡି ତରଫରୁ ଝିଲିକଙ୍କୁ ମିଳିପାରେ ଟିକେଟ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ଚହଳ ସୃଷ୍ଟି କରିଛି । ପ୍ରତି ଆସନରେ ଦେଖିବାକୁ ମିଳୁଛି ବିଜେଡି-ବିଜେପି ଭିତରେ ଛକାପଞ୍ଝା । କିନ୍ତୁ ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ୱର ପରେ କୋରେଇ ବିଧାନସଭା ନିର୍ବାଚନ…

ବିହାର ନୁହେଁ, ଦିଲ୍ଲୀର ଏହି ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କହ୍ନେୟା କୁମାର!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର କହ୍ନେୟା କୁମାରଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଆସନରୁ ପ୍ରାର୍ଥୀ କରାଯାଇପାରେ । ମିଳିଥିବା ସୂତ୍ର ଅନୁଯାୟୀ, ତାଙ୍କ ନାମରେ ଶେଷ ମୋହର ଆଜି ହେବାକୁ ଥିବା କଂଗ୍ରେସର…