Browsing Category

ରାଜନୀତି

ବିଜେପି ପ୍ରଦେଶ ସଂଗଠନରେ ବଡ ଧରଣର ପରିବର୍ତ୍ତନ, ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷଙ୍କୁ ହଟାଇ ଦିଆଯିବାରୁ ସମର୍ଥକ ପିଇଦେଲେ କୀଟନାଶକ

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ଏକ ବଡ ପରିବର୍ତ୍ତନ ଆଣି ୪ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇ ଦେଇଛି । ଏହି କ୍ରମରେ ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷ ବନ୍ଦୀ ସଞ୍ଜୟଙ୍କୁ ହଟାଇ କେନ୍ଦ୍ର ମନ୍ତ୍ରୀ ଜି. କିଶନ…

‘ମୋ ଅନୁମତି ବିନା…’ ଅଜିତଙ୍କ ପଛରେ ନିଜ ଫଟୋ ଦେଖି ୱାର୍ଣ୍ଣିଂ ଦେଲେ ଶରଦ ପାୱାର

ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟୀର (ଏନସିପି) ସଭାପତି ଶରଦ ପାୱାର ମଙ୍ଗଳବାର ଅର୍ଥାତ ଆଜି କହିଛନ୍ତି ଯେ, ସେ ଯେଉଁ ଦଳର ନେତୃତ୍ୱ ନେଉଛନ୍ତି ଏବଂ ମହାରାଷ୍ଟ୍ର ୟୁନିଟ୍ ମୁଖ୍ୟ ଜୟନ୍ତ ପାଟିଲ ତାଙ୍କ ଫଟୋଗ୍ରାଫ୍…

କିଏ ଜିତିବ ଅଜିତ ନା ଶରଦ: ଦଳ ଉପରେ ରହିବ କାହାର ମାନିକାନା, କାହା ପକ୍ଷର ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବ

ନୂଆଦିଲ୍ଲୀ: ଗତ ୨ ତାରିଖରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଥିଲା ଏକ ବଡ଼ ବିସ୍ଫୋରଣ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦୁଇଫାଳ ହୋଇଯିବା ସହ ବରିଷ୍ଠ ନେତା ଅଜିତ ପାୱାର ବିଜେପି-ଏକନାଥ ଶିନ୍ଦେଙ୍କ…

ବିଜେଡି ନେତାଙ୍କୁ ମିଳିଲା ନିଯୁକ୍ତି: ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ଏଥିପାଇଁ ରାଜ୍ୟରେ କ୍ଷମତାସୀନ ଥିବା ବିଜେଡି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ସହିତ ନିଜ ସଂଗଠନରେ ପରିବର୍ତ୍ତନ କରିଛି ।…

୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ସଂଗଠନରେ ପରିବର୍ତ୍ତନ: ୪ଟି ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ଶେଷକୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ବିଜେପି ବିଭିନ୍ନ ରାଜ୍ୟରେ ତା’ର ସଂଗଠନରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ୪ ଘଣ୍ଟା ଚାଲିଲା ମନ୍ତ୍ରୀପରିଷଦ ବୈଠକ; କ୍ୟାବିନେଟ୍ ସମ୍ପ୍ରସାରଣ ସମ୍ଭାବନା

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀର ପ୍ରଗତି ମଇଦାନରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ଯେଉଁଥିରେ…

ରାଜନୈତିକ ଦଳମାନେ ଆର୍ଥିକ କାରବାର ତଥ୍ୟ ଏବେ ଅନଲାଇନ୍ ମାଧ୍ୟମରେ ଦାଖଲ କରିବେ, ପୋର୍ଟାଲ ଲଞ୍ଚ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଫଣ୍ଡିଂ ରିପୋର୍ଟ ଏବଂ ନିର୍ବାଚନ ଆକାଉଣ୍ଟ ସମେତ ଆର୍ଥିକ ବିବରଣୀ ଏବେ ଅନଲାଇନ୍ ମାଧ୍ୟମରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ ହୋଇପାରିବ । ଏଥିପାଇଁ ଆୟୋଗ ଏକ…

ଖାଲିସ୍ଥାନର ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ଜୟଶଙ୍କରଙ୍କ ଚେତାବନୀ: କହିଲେ ଏମାନଙ୍କୁ କେହି ଯଦି ଆଶ୍ରୟ ଦିଅନ୍ତି ତେବେ..

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକମାନେ କାନାଡାର ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ପୋଷ୍ଟର ଭାଇରାଲ ହେଉଛି। ଏଥିରେ ଜୁଲାଇ ୮ରେ ଖାଲିସ୍ତାନୀ ରାଲି କରିବା ନେଇ ମଧ୍ୟ ଆଲୋଚନା…

‘ପ୍ରଧାନମନ୍ତ୍ରୀ ମୋଦୀ ଯାହା କରନ୍ତି ତାହା ସାରା ବିଶ୍ୱକୁ ପ୍ରଭାବିତ କରେ’, ଆମେରିକା ଗସ୍ତରେ ଜୟଶଙ୍କର କହିଲେ ଏହି ଖାସ କଥା

ନୂଆଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଆମେରିକା ଗସ୍ତ ସ୍ୱତନ୍ତ୍ର ଥିଲା। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ସେ କହିଛନ୍ତି…

ଗୋଟିଏ ଗୁଳିରେ ଦୁଇଟି ଶିକାର କଲା BJP: ଶିନ୍ଦେ-ଅଜିତଙ୍କୁ ନେଇ ଆଗକୁ ଅସଲ ପରୀକ୍ଷା

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଅଜିତ ପାୱାରଙ୍କୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । ଗୋଟିଏ ରାତି ଭିତରେ…