Browsing Category

ରାଜନୀତି

ଶେଷରେ ବାଜି ମାରିଲେ ସିଦ୍ଧରମୈୟା! ଆସନ୍ତାକାଲି ଶପଥ ଗ୍ରହଣ-ସୂତ୍ର

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଲଢ଼େଇ ଯେତିକି ସଂଘର୍ଷପୂର୍ଣ୍ଣ ଥିଲା ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମଧ୍ୟ କୌଣସି ଯୁଦ୍ଧ ଠାରୁ କମ୍ ନୁହେଁ । ରାଜ୍ୟରେ କଂଗ୍ରେସକୁ ବିଜୟୀ କରାଇବାରେ…

କିଏ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ? ଆଜି ଘୋଷଣା ହୋଇପାରେ ନାଁ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛି କଂଗ୍ରେସ । ଏହାରି ମଧ୍ୟରେ ରାଜ୍ୟର କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ, ସେନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଆଜି କର୍ଣ୍ଣାଟକ…

ଇଏ ହୋଇପାରନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, କଂଗ୍ରେସର ଫର୍ମୁଲା ପ୍ରସ୍ତୁତ, ଏପରି ହେବ ପାୱାର ବାଲାନ୍ସ

ବେଙ୍ଗାଲୁରୁ: କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏନେଇ ଆଜି ସନ୍ଧ୍ୟାବେଳେ ଘୋଷଣା ହୋଇପାରେ । ମୁଖ୍ୟମନ୍ତ୍ରୀ କିଏ ହେବ, ତାହା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଚୟନ କରିବେ । କର୍ଣ୍ଣାଟକ ପ୍ରଦେଶର…

ବିଜେଡି ବିଧାୟକ ଶଶୀଭୂଷଣଙ୍କ ବିରୋଧରେ ଥାନାରେ ମାମଲା: ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଝାରସୁଗୁଡ଼ା ବିଧାନସଭା ଆସନର ଉପନିର୍ବାଚନ ରେଜଲ୍ଟ ଘୋଷିତ ହୋଇଥିବା ବେଳେ ଆଜି ରାଜ୍ୟ ରାଜନୈତିକ ମହଲରୁ ଆସିଛି ଏକ ବଡ଼ ଖବର । ବିଜେଡିର ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ…

କଂଗ୍ରେସ ମୁଖପାତ୍ର ବହିଷ୍କୃତ: PCCର ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ୪୮,୭୨୧ଟି ଭୋଟରେ ବିଜୟ ହାସଲ କରିଥିଲେ । ସେ ମୋଟ ୧,୦୭,୧୯୮ଟି ଭୋଟ ପାଇଥିବା ବେଳେ…

କର୍ଣ୍ଣାଟକରେ ପରାଜୟରୁ ଶିକ୍ଷା ପାଇଲା ବିଜେପି, ରାଜସ୍ଥାନ-ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ନିର୍ବାଚନ ପାଇଁ ବଦଳାଇବ ରଣନୀତି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ଫଳାଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏକ ସତର୍କ ଘଣ୍ଟି ସଦୃସ ହୋଇଛି । ଚଳିତ ବର୍ଷ ଶେଷ ଭାଗରେ ଚାରି ଗୁରୁତ୍ୱପୁର୍ଣ୍ଣ ରାଜ୍ୟରେ ନିର୍ବାଚନ ଥିବା ବେଳେ କର୍ଣ୍ଣାଟକ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦଵୀ ପାଇଁ ବଢ଼ିଲା କଂଗ୍ରେସ ଚିନ୍ତା, ବଡ଼ ବୟାନ ଦେଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବିପୁଳ ଜନାଦେଶ ପାଇବା ପରେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚିନ୍ତାରେ ପଡ଼ିଛି। ଏହି ମାମଲା ଏବେ କର୍ଣ୍ଣାଟକରୁ ଯାଇ ଦିଲ୍ଲୀରେ ପହଞ୍ଚିଲାଣି। ପ୍ରବଳ ଜନାଦେଶ ପରେ ଏବେ…

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଆସିଲା ମାନହାନି ମାମଲାର ସମନ, ଜିଲ୍ଲା କୋର୍ଟ ପଠାଇଲେ ନୋଟିସ

ଚଣ୍ଡିଗଡ଼: କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମାନହାନି ମକଦ୍ଦମା ମାମଲାରେ ସାଙ୍ଗରୁର ଜିଲ୍ଲା କୋର୍ଟ ଡକାଇଛନ୍ତି। ଏହି ପ୍ରସଙ୍ଗରେ ଆବେଦନ କରିଥିବା ହିତେଶ ଭରଦ୍ୱାଜ ଏହି ସୂଚନା ଦେଇଛନ୍ତି।…

୩୭୦ ଧାରା ନ ରହୁ ବୋଲି ଚାହୁଁଛି ସମଗ୍ର ଦେଶ, ଏହା ମୂଳ ସମ୍ବିଧାନର ଥିଲା ଏକ ଅସ୍ଥାୟୀ ଅଙ୍ଗ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଅନୁଚ୍ଛେଦ ୩୭୦କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ସମ୍ବିଧାନର ଇଣ୍ଡେକ୍ସରେ ଏହା ଏକ ଅସ୍ଥାୟୀ ଅଙ୍ଗ ଥିଲା, ତେବେ ଏହା ସବୁବେଳ…

କର୍ଣ୍ଣାଟକ: କଂଗ୍ରେସକୁ କିଙ୍ଗ କରିଥିବା ଶିବକୁମାରଙ୍କ ଆଜି ଜନ୍ମଦିନ, ଉପହାରରେ ମିଳିବ କି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ?

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ମତରେ ବିଜୟ ହାସଲ କରିଛି। ଏହି ବିଜୟର ଶ୍ରେୟ କର୍ଣ୍ଣାଟକ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବ କୁମାରଙ୍କୁ ଦିଆଯାଇଛି। ଦଳର ବିଜୟ ପାଇଁ ସେ ଏକ…