Browsing Category
ରାଜନୀତି
ମାଲେସିଆରେ ରାଜନୈତିକ ସଙ୍କଟ; ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ଆଫଗାନିସ୍ତାନ ଉପରେ ରହିଥିବା ବେଳେ ଆଉ ଏକ ଦକ୍ଷୀଣ ଏସୀୟ ରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ସଙ୍କଟ । ଆସ୍ଥା ଭୋଟରେ ବିଫଳ ହେବା ପରେ ସୋମବାର ଇସ୍ତଫା ପ୍ରଦାନ କରିଛନ୍ତି…
ମୋଦୀ ଓ ଇନ୍ଦିରାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ; ଏମିତି ଉତ୍ତର ରଖିଲେ ଅଜୟ ଦେବଗନ
ନୂଆଦିଲ୍ଲୀ: ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରହିଥିବା ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କିଏ ଅଧିକ ସଶକ୍ତ । ଏଭଳି ଏକ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ଅଭିନେତା ଅଜୟ…
CM ଯୋଗୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ପୂର୍ବତନ IPS ଅମିତାଭ ଠାକୁର
ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କାରଣ ସମଗ୍ର ଭାରତବର୍ଷରେ ୟୁପି ହେଉଛି…
ନେତୃତ୍ୱ ଓ ଅସ୍ଥିତ୍ୱ ସହ ଆର୍ଥିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ, ଏକ ଏକ ଟଙ୍କା ବଞ୍ଚାଇବାକୁ ଫର୍ମୁଲା ପ୍ରସ୍ତୁତ କଲା ପାର୍ଟି
ନୂଆଦିଲ୍ଲୀ : କଂଗ୍ରେସ ପାର୍ଟି ସଂପ୍ରତି ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କ୍ଷମତାରୁ ଦୂରରେ ଏବଂ ଚାନ୍ଦାରେ ହ୍ରାସ କାରଣରୁ ପାର୍ଟି ଆଜି ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଥିପାଇଁ ପାର୍ଟି ଖର୍ଚ୍ଚକାଟ୍ ସହ…
CM Modiରୁ PM Modi ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା: ଏହି ସଫଳତା ପଛର ଅସଲ ଚାଣକ୍ୟ ହେଉଛନ୍ତି ଅମିତ ଶାହ
ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା)ର କୋର କମିଟି ବୈଠକ ଚାଲିଥିଲା । ଏହି ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ଥିଲା ଗୁରୁତ୍ୱପୂର୍ଣ୍ଣ…
ଏଣିକି ଲୋକେ ବାଛିବେ ମେୟର୍ ଓ ଅଧ୍ୟକ୍ଷ, ଜାଣନ୍ତୁ କେମିତି
ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଲୋକେ ବାଛିବେ ମେୟର । ସିଧା ସଳଖ ଭାବେ ଭୋଟ ଦେଇ ଲୋକେ ବାଛିବେ ଅଧ୍ୟକ୍ଷ ଓ ମେୟର । ପ୍ରସ୍ତାବିତ ସଂଶୋଧନରେ ଲୋକଙ୍କୁ ମିଳିବ କ୍ଷମତା । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ…
ଦୁହିଁଙ୍କର ମନ ଥିଲା ଏକ, ସଂସଦରେ ପୋଷାକର ରଙ୍ଗ ବି ଥିଲା ଏକ: ତେବେ କ’ଣ ଥିଲା କାରଣ, ୧୬ ବର୍ଷର ବନ୍ଧୁତାକୁ କୁଠାରଘାତ କରି ବିଜେପିର ହାତ…
ନୂଆଦିଲ୍ଲୀ: କୁହାଯାଏ- ରାଜନୀତିର ପାଣି କେତେବେଳେ କୁଆଡ଼େ ଯିବ ତାହା କହିହେବନି । ଆଜି ଯିଏ କ୍ଷମତାରେ ଅଛି, ଆସନ୍ତାକାଲି ହୁଏତ ସିଏ ହଟିପାରେ । ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ, ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର…
କଂଗ୍ରେସର ଅଫିସିଆଲ ଆକାଉଣ୍ଟ ଲକ୍ କଲା ଟ୍ୱିଟ୍ଟର
ନୂଆଦିଲ୍ଲୀ: କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟ୍ଟର । ଗୁରବାର କଂଗ୍ରେସ ପକ୍ଷରୁ ଏ ନେଇ ଏକ ସ୍କ୍ରିନ ଶଟ୍ ଶେୟାର କରାଯାଇଛି । କଂଗ୍ରେସର ଅଫିସିଆଲ ଫେସବୁକ ଆକାଉଣ୍ଟରେ…
ହକି ଅଧିନାୟକଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ନିନ୍ଦା; କହିଲେ ଏମିତି
ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷ ପରେ ଇତିହାସ ରଚିଥିବା ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର । ଖେଳରତ୍ନ ପୁରସ୍କାରର ନାମ…
ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଲେ ବିଜେଡି ସାଂସଦ ପ୍ରତିନିଧି ଦଳ, ଉଠାଇଲେ ଏହି ଦାବି
ଭୁବନେଶ୍ୱର/ନୂଆଦିଲ୍ଲୀ : ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର ଅଧିକାର ରାଜ୍ୟକୁ ପ୍ରଦାନ କରୁଥିବା ସାମ୍ବିଧାନିକ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି । ଏବେ ଏହାକୁ ରାଜ୍ୟସଭାରେ…