Browsing Category

ରାଜନୀତି

୨୦୨୪ ଫାଇନାଲ ପୂର୍ବରୁ ବିଜେପିକୁ ସତର୍କ ଘଣ୍ଟି: ବିରୋଧୀ ମହାମେଣ୍ଟର ନେତୃତ୍ୱ ନେବେ କି କେଜ୍ରି, ବ୍ୟାକଫୁଟରେ ମମତା, ରାହୁଲଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ସଦ୍ୟ ରିପୋର୍ଟ ମୁତାବକ ଆମ ଆଦମୀ ପାର୍ଟି (ପଞ୍ଜାବ)ର ମୋଟ ୧୧୭ଟି ବିଧାନସଭା ସିଟ୍ ମଧ୍ୟରୁ ୯୦ଟିରେ…

ଆଶା ଛାଡିନି ସପା, ହେବ ବିହାର ପରି ଚମତ୍କାର ? ପଛୁଆ ରହିବା ନେଇ ଟିଭି ଉପରେ ଲଦିଲା ଦୋଷ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଏ ପର୍ଯ୍ୟନ୍ତ ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେହି ଅନୁଯାୟୀ, ରାଜ୍ୟରେ ବିଜେପି ପୁନର୍ବାର ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡରେ ବହୁ…

ହାରିଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ଼: ୫ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଗଣତି ଚାଲିଥିବା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆସିଛି ବଡ଼ ଖବର । ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର…

ଗୋଆ ନିର୍ଵାଚନ: ବିଜେପି ପ୍ରାର୍ଥୀଙ୍କଠୁ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପୁଅ ଉତ୍ପଳ

ପାଣାଜି: ଦେଶର ସବୁଠୁ ଛୋଟ ରାଜ୍ୟ ଗୋଆରେ ବିଧାନସଭା ନିର୍ବାଚନର ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପଛରେ ରହିଛି। ତେବେ ସବୁଠୁ ବଡ ଖବର ରାଜ୍ୟର…

ପଞ୍ଜାବରେ ଆସିଲା ପ୍ରଥମ ଫଳାଫଳ: ଜାଣନ୍ତୁ କିଏ କେଉଁଠି ବିଜୟୀ

ଚଣ୍ଡିଗଡ଼: ୫ ଟି ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ପଞ୍ଜାବରେ ଆସିଛି ପ୍ରଥମ ଫଳାଫଳ ।…

ବିଜେପିରୁ ସପାକୁ ଯାଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଝଟକା: ୧୧ ହଜାର ଭୋଟରେ ପଛୁଆ

ନୂଆଦିଲ୍ଲୀ: ୫ ଟି ରାଜ୍ୟ ଯଥା-ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । କୁଶୀନଗରର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ସେଠାରେ କଂଗ୍ରେସରୁ ବିଜେପିରେ…

ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା: ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପଛୁଆ

ନୂଆଦିଲ୍ଲୀ: ଆଜି ୫ ଟି ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ତେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଭୋଟ ଗଣତି: ୯ଟା ସୁଦ୍ଧା କିଏ ଆଗୁଆ? ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ବଡ଼ ବଡ଼ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ କଡ଼ା ଟକ୍କର ଦେଖିବାକୁ…

ଗୋଆରେ ବାଜି ମାରିବ କି କଂଗ୍ରେସ? ୪୦ରୁ ୨୦ଟି ସିଟରେ ଆଗୁଆ

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ବଡ଼ ବଡ଼ ହେଭିୱେଟ ନେତାଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ଗୋଆରେ ପରିସ୍ଥିତି ବଦଳିଯାଇଛି ଓ ସେଠାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା…

ଚାଲିଛି କଡ଼ା ଟକ୍କର: ୟୁପିରେ ଯୋଗୀ ଓ ଅଖିଳେଶ ଆଗୁଆ

ୟୁପି: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇ ସାରିଛି । ଏହାରି ମଧ୍ୟରେ ହେଭିୱେଟ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସରେ ଆଗୁଆ…