Browsing Category

ରାଜନୀତି

Pegasus ସ୍ପାଏୱେୟାର ମାମଲା; ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବା ପାଇଁ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରାଯାଇଛି ବୋଲି ରାହୁଲ କହିଛନ୍ତି…

ଅମରିନ୍ଦରଙ୍କ ସହିତ ସର୍ମ୍ପକକୁ ନେଇ ଅରୁସା କହିଲେ- ‘ଲଭର ନୁହେଁ କ୍ୟାପଟେନ୍ ମୋ ସୋଲମେଟ୍’

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ମହିଳା ସାମ୍ବାଦିକ ଅରୁସା ଆଲମଙ୍କ ତାଙ୍କ ସମ୍ପର୍କକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି । ସେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

ନଭେମ୍ବର ୨ ପରେ ସମାପ୍ତ ହୋଇପାରେ ନୀତିଶଙ୍କ ଯୁଗ: ବିହାରକୁ ପୁଣି ଲାଲୁ ରାଜ୍ ଫେରିବାକୁ ଚାଲିଛି ବିରାଟ ଷଡ଼ଯନ୍ତ୍ର, ଜାଣନ୍ତୁ ପରଦା ପଛର…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନା ଫେରିବା ପରେ ଆଗାମୀ ଉପନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଦୀର୍ଘ ଦିନ ପରେ ଲାଲୁ ନିର୍ବାଚନ ପ୍ରଚାର ମଇଦାନକୁ…

ୟୁପି ବିଧାନସଭା ଉପରେ ଦିଦିଙ୍କ ନଜର: ପୁଣି ଦେଖିବାକୁ ମିଳିବ BJP-TMC ମେଗା ଫାଇଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାଜପାକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ମମତା ବାନାର୍ଜୀଙ୍କ ପାଦ ଆଉ ତଳେ ଲାଗୁନାହିଁ । ବଙ୍ଗ ଦଖଲ ପରେ ଆରମ୍ଭ ହୋଇଯାଇଛି ଦିଦିଙ୍କ ଅସଲି ରଙ୍ଗ । ବିଜୟ ପରେ ଆତ୍ମବିଶ୍ୱାସରେ…

ରାଜସ୍ଥାନ ବିଜେପିରେ ପୁଣି ବଢ଼ିଲା କନ୍ଦଳ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ପୁଣି ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହାକୁ ନେଇ ଘନେଇଛି ବିବାଦ । ତେବେ ପାର୍ଟିର…

୧୦୦ ନୁହେଁ କେବଳ ୨୩ କୋଟି ଡୋଜ୍ ଟିକାକରଣ ହୋଇଛି: ଶିବସେନା

ମୁମ୍ବାଇ: ୧୦୦ କୋଟି ଡୋଜ୍ ଟିକାକରଣ ପରେ ଏବେ ଉତ୍ସବର ମାହୋଲ ରହିଥିବା ବେଳେ ଶିବସେନା ଏହାକୁ ସହଜରେ ଗ୍ରହଣ କରିପାରୁନି । ଶିବସେନା ସାଂସଦ ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ଯେ, ଦେଶରେ କରୋନା ଭାକସିନ୍ ର ୧୦୦ କୋଟି…

ବିଜୟଙ୍କ ସାଂଘାତିକ ଅଭିଯୋଗ: ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ହତ୍ୟା ଘଟଣାକୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି । ଆଜି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ଗୋବିନ୍ଦ ଓ…

ଶଙ୍ଖ ଧରିବେ ପ୍ରଦୀପ ମାଝୀ, କହିଲେ- ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ପଡିବ

ନବରଙ୍ଗପୁର : ଯାହା କଳ୍ପନା ଜଳ୍ପନା କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । କିଛି ଦିନ ତଳେ କଂଗ୍ରେସ ଛାଡିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି । ରବିବାର…

ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କ ଆଉ ତିନି ସାଥୀ ଗିରଫ, ଘଟଣା ଦିନ ଥିଲେ ସାଙ୍ଗରେ

ଲକ୍ଷ୍ମୀପୁର ଖେରୀ : ଲକ୍ଷ୍ମୀପୁର ଖେରୀ ହିଂସାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ତିନି ଅଭିଯୁକ୍ତ କୃଷକଙ୍କ ଉପରେ ଚଢାଯାଇଥିବା ଥର ଗାଡିର ପଛେ ପଛେ…

ବିହାରରେ ଭାଙ୍ଗିଲା ମହାମେଣ୍ଟ ! ଭକ୍ତଚରଣ ଦାସ କହିଲେ- କଂଗ୍ରେସ ଆଉ ଆରଜେଡି ସହ ନାହିଁ

ପାଟନା : ବିହାରରେ ବିରୋଧୀ ଦଳଙ୍କ ମହାମେଣ୍ଟ ଭାଙ୍ଗିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଗତ ଅନେକ ଦିନରୁ ଧରି ଜାରି ଟଣାଓଟରା ପରେ ଶୁକ୍ରବାର କଂଗ୍ରେସ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ଏବେ…